Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପ୍ରଫେସର (ଡଃ) ଅଖିଳ ବିହାରୀ ଓତାଙ୍କର ମାତୃ ବିୟୋଗ
ଭୁବନେଶ୍ୱର: ଆଜି ଅପରାହ୍ନ ଘ.୧.୨୫ ମି ସମୟରେ ଏସସି ଏସଟି ଆରଟିଆଇ ନିର୍ଦ୍ଦେଶକ ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ପ୍ରଫେସର (ଡଃ) ଅଖିଳ ବିହାରୀ ଓତାଙ୍କ ମାତା ତଥା ପୂର୍ବତନ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋର ନିର୍ଦ୍ଦେଶକ ସ୍ୱଗତଃ ଜଗନ୍ନାଥ ଓତାଙ୍କର ସହଧର୍ମିଣୀ ଶ୍ରୀମତୀ ବସନ୍ତ ଓତାଙ୍କର…
ଚୋରା ନିଶା କାରବାର କରୁଥିବା ବେପାରୀ ଗିରଫ
ପଦ୍ମପୁର(ନୀଳାମ୍ବର ଦୀପ): ବେନିୟମ ଭାବରେ ଚାଲିଥିବା ନିଶା କାରବାରକୁ ରୋକିବା ପାଇଁ ପଦ୍ମପୁର ପୋଲିସ ପକ୍ଷରୁ ଅବ୍ୟହାତ ରହିଥିବା ବେଳେ ପୋଲିସ ପୁଣି ଏକ ନିଶା ବେପାରୀ କୁ ଗିରଫ କରିଛି। ଆଇ.ଆଇ.ସି ଙ୍କ ସୂଚନା ଅନୁଯାୟୀ ବେନିୟମ କଫସିରପ ବ୍ୟାପାର କରୁଥିବା ଅଭିଯୋଗରେ ଚିତ୍ତରଞ୍ଜନ ଦାସ ନାମକ…
ସକାଳୁ ସକାଳୁ ବୁଲେଟ ଗର୍ଜ୍ଜିଲା, ଟାର୍ଗେଟ ହେଲେ ଦୁଇ ଭାଇ
ଦୁର୍ବୁତ୍ତଙ୍କ ଗୁଳି ମାଡରେ ୨ ଭାଇ ଗୁତୁତ୍ତର, ବ୍ୟବସାୟୀକ ଶତ୍ରୁତାରୁ ଗୁଳିମାଡ଼ ସନ୍ଦେହ ।
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ପୌର ପରିଷଦର ୧୫ ନମ୍ବର ୱାର୍ଡ ଲିଙ୍କ ରୋଡ଼ରେ ଜୁଲାଇ ୮ ପ୍ରାତଃ ପ୍ରାୟ ସାଢ଼େ ୬ ପାଖାପାଖି ସମୟରେ ଅଜଣା ଦୁର୍ବୁତ୍ତ'ଙ୍କ…
ମାଓ ସଂଗଠନର ସମର୍ଥକ ସିକୁନ ଗିରଫ
ରାୟଗଡା (ସରୋଜ ସାହୁ) –ରାୟଗଡା ପୋଲିସ ଜଣେ ମାଓ ସମର୍ଥକ ସିକୁନ ସିକୋକକୁ ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଂଚଳରୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ସିକୁନ କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଂଚାୟତ ଅନ୍ତର୍ଗତ ମାୟାବାଲି ଗ୍ରାମର ବୋଲି…
ବରିଷ୍ଠ ଆଇନଜୀବି ଗୋପାଳକୃଷ୍ଣ ପାଢୀଙ୍କ ଦେହାନ୍ତ
ରାୟଗଡା (ସରୋଜ ସାହୁ ) –ରାୟଗଡା ସହର ବରିଷ୍ଠ ଆଇନଜୀବି ତଥା ଜଣାଶୁଣା କଂଗ୍ରେସ ନେତା ଗୋପାଳକୃଷ୍ଣ ପାଢୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୯୩ ବର୍ଷ ହୋଇଥିଲା । ଗୋପାଳକୃଷ୍ଣ ପାଢୀଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ରାୟଗଡା ସହରରେ ଶୋକର ଛାୟା ଖେଳିଯାଇଛି । ଜଣେ ଧର୍ମପରାୟଣ ଓ…
ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସେକ ନାସିର: ପ୍ରଶାସନ ଓ ବସ ମାଲିକଙ୍କ ନିଘାନାହିଁ କି ପଘା ନାହିଁ
କଳ୍ପନା ବସ ଦୁର୍ଘଟଣା :ସମ ହସପିଟାଲରେ ଖର୍ଚ ମୁଣ୍ଡାଇ ପରିବାର ନୟାନ୍ତ
ବାରିପଦା (ଦିଲ୍ଲୀପ ମହାନ୍ତି)- ବାଲେଶ୍ୱର ବାରିପଦା ମଧ୍ୟ ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥର ବୈଶିଙ୍ଗା ଥାନା ଆଗ୍ରିଆ ହନୁମାନ ମନ୍ଦିର ସମ୍ମୁଖରେ ଗତ ଜୁଲାଇ ୨୭ ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ…
ଛିଃ ଛିଃ ଛିଃ ଛିଃ …..ଇଏ କେମିତିକା ଭିଣୋଇ…..!!!
କଲେଜ ଛାତ୍ରୀ ମୃତ୍ୟୁ ଘଟଣା ,ତଦନ୍ତ ଆରମ୍ଭ କଲା ଜ଼ିଲ୍ଲା ପ୍ରଶାସନ କୁକର୍ମ ପରେ ହତ୍ୟା କରା ଯାଇଥିବା ଅଭିଯୋଗ କଲେ ପରିବାର
G. Udayagiri/ Gagan Kumar Pradhan : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକର ମାଲିକାପରି ଗ୍ରାମ. ଗତ 1.2.2018 ତାରିଖରେ ସେହି ଗ୍ରାମର ସ୍ମରଜିତ ନାୟକ…
ଦିନ ଦ୍ୱିପହରରେ ୧୦ ଲକ୍ଷ ଲୁଟ ଘଟଣା,୨ଯୁବକ ଜଣେ ନାବାଳକ ଗିରଫ
୭.୭୦ଲକ୍ଷ,୨ବାଇକ,୨୭ମୋବାଇଲ ଫୋନ ଜବତ
ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡ଼ା ସହର ଭିତରେ ଗତ ୧୮ତାରିଖ ଦିନ ଦ୍ୱିପହରରେ ୧୦ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହେଲା ପରେ ଏହି ଘଟଣାରେ ସଦର ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା । ଦୁଇ ଜଣ ଯୁବକ ସହିତ ଜଣେ ନାବାଳକ କୁ…
ହେ ଭଗବାନ… ଇଏ କି ପ୍ରକାର ମାନସିକତା : ଏଟା ମଣିଷ ନା ପଶୁ !!!
୧୭ ମାସ କନ୍ୟା ସନ୍ତାନକୁ ଦୁଷ୍କର୍ମ ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ଖୁଣ୍ଟା ଥାନା ଅଞ୍ଚଳରେ ଏକ ଯୁବକ ୧୭ ମାସର କନ୍ୟା ସନ୍ତାନ ସହ ଦୁଷ୍କର୍ମ କରିଥିବା ବିଷୟକୁ ନେଇ ଥାନାରେ ଜୁଲାଇ ୫ରେ ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ…
ଜଗତସିଂହପୁର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଉଳ ମହାଘୋଟାଲା
ପ୍ରାୟ ୬୧ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ହେର୍ ଫେର୍: ଅଡିଟ ରିପୋର୍ଟ
ଜଗତସିଂହପୁର,(ରମେଶ ମହାନ୍ତି)- ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଚାଲିଥିବା ମଧ୍ୟାହ୍ନ ଭୋଜନ(ଏମ୍ ଡି ଏମ୍)ରେ ମହା ଘୋଟଲା ହୋଇଥିବା ଅଡିଟି ରିପୋର୍ଟରୁ ଜଣାପଡିଛି। ତା.୦୧.୦୪.୨୦୧୫ରିଖ ଠାରୁ ତା ୩୧.୧୦.୨୦୧୭ରିଖ…