ଯୁବତୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ 

0

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ସନ୍ଧ୍ୟା ସମୟରେ ଛେଳିଆମାଲ ଗ୍ରାମରେ ଏକ ଯୁବତୀର ଖଣ୍ଡିତ ଶବ ପଡିଥିବା ଖବର ପାଇବା ପରେ ପାଇକମାଲ DSP ଶ୍ରୀ ଦିନେଶ ନାଏକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତୁରନ୍ତ ନିଜର ସହକର୍ମୀ ଙ୍କର ସହିତ ଘଟଣା ସ୍ଥଳକୁ ପହଂଛି ଥିଲେ । ଘଟଣା ସ୍ଥଳରେ ପାହଞ୍ଚିବା ପରେ ଯୁବତୀ ଜଣକ ସେହି ଗ୍ରାମର ତପସ୍ୱିନୀ ନାୟକ ( 20)  ବୋଲି ଜଣା ପଡିଥିଲା । ଶବ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ମନେ ହେଉଛି । ପାଇକମାଲ  ଘଟଣାସ୍ଥଳରେ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

 

Leave A Reply

Your email address will not be published.