Browsing Category

ଅଘଟଣ

କନ୍ଧମାଳ : ଗୁଳି ବିନିମୟରେ ୪ ମାଓ ନିହତ

ଭୁବନେଶ୍ୱର( ଶାସକ ପ୍ରଶାସକ) କନ୍ଧମାଳ (ଗଗନ ପ୍ରଧାନ ) : କନ୍ଧମାଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୪ଜଣ ମାଓବାଦୀ ନିହତ ହୋଇଛନ୍ତି | କନ୍ଧମାଳ ଜିଲ୍ଲା ପୁଲିସ୍ , ଏସଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ଏହି ସଫଳତା ମିଳିଥିବା ଜଣାପଡିଛି ।  ଆଇଜି ଅପରେସନ ଅମିତାଭ ଠାକୁର ଟୁଇଟ କରି ଏ ବିଷୟରେ…

ଯୌତୁକ ବାବିରେ ବଧୂ ହତ୍ୟା ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୩ ରାତିରେ ବାରିପଦା ସହରର ୱାଡର଼୍ ନଂ ୨୪ ଭୁଗୁଡ଼ାକଟା ଅଞ୍ଚଳରେ ଯୌତୁକ ଦାବିରେ ବଧୂ ହତ୍ୟା ହୋଇଥିବା ବିଷୟକୁ ନେଇ ସ୍ଥାନୀୟ ଝିଞ୍ଜିରିବନ୍ଧ ଅଞ୍ଚଳର ଝିଅର ମା କ୍ରିର୍ଷ୍ଣା ଭଟ୍ଟାଚାର୍ଯ୍ୟ(୫୫) ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ବାରିପଦା…

କେବଳ ସାମୂହିକ ବିକାଶ ନୁହେଁ ପ୍ରତ୍ୟକ୍ଷ ବ୍ୟକ୍ତି ପିଛା କଲ୍ୟାଣକାରୀଯୋଜନା କରି ଉଦାହରଣ ତିଆରି କରିଛନ୍ତି ମୋଦି :…

ମୋଦି ସରକାର ଜନଜାତିଙ୍କ କଲ୍ୟାଣ ପାଇଁ ସମର୍ପିତ : ବିନୋଦ ସୋନକାର  ଜନଜାତି ଓ ଦଳିତଙ୍କ ପାଖରେ ମୋଦିଙ୍କ ଯୋଜନାର ବାର୍ତା ପହଁଚାଇବାକୁ ଆହ୍ୱାନ   ଗରିବଙ୍କ ପ୍ରତି ଥିବା ନିଜର ସମ୍ବେଦନଶୀଳତାକୁ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ   ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସକୁ…

ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ : ହତ୍ୟା ନା ଆତ୍ମହତ୍ୟା

ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଜୁଲାଇ ୨ରେ ଗୁରୁବାର ସନ୍ଧ୍ୟାରେ ଏକ ପଳାଶ ଗଛରେ ଜନୈକ ଦଶମ ଶ୍ରେଣୀରେ ଅଧ୍ୟୟନରତ ନାବାଳିକା ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହକୁ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି । ତେବେ ଏହା ହତ୍ୟା ନା…

ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୭ ଶ୍ରମିକ ଗୁରୁତର 

ଝାରସୁଗୁଡ଼ା : (ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲା ଲହଣ୍ଡାବୁଡ଼ସ୍ଥିତ ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ଆଜି ବିସ୍ଫୋରଣ ଘଟି ସାତ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ସକାଳ ସାଢ଼େ ୯ଟାରେ କାରଖାନାର ଦ୍ୱିତୀୟ ମହଲାରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସରେ…

ବେଧଡକ ଚାଲିଛି ଭ୍ରୁଣ ହତ୍ୟା: କାଗଜ କଲମ ଭିତରେ ସୀମିତ ଆଇନ  

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  - ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ଡାକ୍ତର କରୁଣାକର ପଟେଲଙ୍କ ଘର ସାମ୍ନାରୁ ୬ ମାସର ଏକ ଭୃଣ ଉଦ୍ଧାର ହୋଇଛି  | ତାହାକୁ ତାଙ୍କର ଘର ଲାଗି ରହିଥିବା ନାଳରେ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି | ଯଦିଓ ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଘଟଣା ନୂଆ ନୁହେଁ…

ମୋରଡ଼ା ବିଧାନସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସମ୍ବାଦ ରାଲି

ବାରିପଦା(ଦିଲ୍ଲୀପ ମହାନ୍ତି)-  କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇସାରିଛି । ଏହି ସମୟରେ ଦେଶରେ ବହୁ  ଉନ୍ନୟନମୂଳକ ଜନ ହିତକର  କାର୍ଯ୍ୟ କରାଯାଇ ଥିବା ବେଳେ କିଛି କାର୍ଯ୍ୟକ୍ରମ ଜାରି ରହିଛି ।…

  ବିଦ୍ୟାଳୟ ପରିସରରେ  ଯୁବକଙ୍କ ଝୁଲନ୍ତା ଶବ : ହତ୍ୟା କି ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଏକ ପ୍ରାଥମିକ ନିଦ୍ୟାଳୟ ପରିସରରେ ଥିବା ଏକ ଗଛରେ ଜଣେ ଅପରିଚିତ ଯୁବକଙ୍କ ଝୁଲନ୍ତା ଶବକୁ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା…

ବଜ୍ରାଘାତରେ ଜଳିଗଲା 33 କେଭି ଲାଇନ 

୧୦ଘଣ୍ଟା ହେଲା ଓଡଗାଁ ଅଂଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) :  ଓଡ଼ଗାଁ ଅଂଚଳରେ ଗତକାଲି ମଧ୍ୟାହ୍ନରେ କାଳବୈଶାଖି ବର୍ଷା ସହ ଅସଂଖ୍ୟ ବଜ୍ରାଘାତ ହୋଇ କୁରାଳରେ ଗୋଟିଏ ପାଳଗଦା ଜଳିଯାଇଥିଲା । ଆଜି ମଧ୍ୟ ମଧ୍ୟାହ୍ନ ସମୟରୁ ବଜ୍ରାଘାତ ସହିତ ବର୍ଷା…

୪ଦିନ ମଧ୍ୟରେ ପୁଣି ଜଣେ ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା କୁରାଳ ଫାଣ୍ଡି ଅଂଚଳରେ ଆତ୍ମହତ୍ୟା ଯେପରି ଏକ ଧାରାରେ ପରିଣତ ହୋଇଗଲାଣି । ଗତ ଗୁରବାର ଦିନ କୁରାଳ ଗଡ଼ସାହିର ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଆଜି  ଗିରିଡ଼ିପଲ୍ଲୀର ଜଣେ ଯୁବକ ପୁଣି ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ…