ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :- ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ବୁଢିଖମାର ଗ୍ରାମର ନେପାଳ ଧଳ ନାମକ ଜଣେ ବ୍ୟକ୍ତି ତାଙ୍କ ନିଜ ବାଇକ ଯୋଗେ ଆଜି ସକାଳେ କୌଣସି ଏକ କାମରେ ରେଢାଖୋଲ ଅସୁଥିଲେ I ବର୍ଷିକିଆ ଆଇଟିଆଇ କଲେଜ୍ ଛକ ନିକଟରେ ଭାର ସାମ୍ୟ ହରାଇ ରାସ୍ତା ତଳକୁ ବାଇକ୍ ସହ ଖସିପଡିଥିଲେ I ଫଳ ରେ ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଛି I ଘଟଣା ସ୍ଥଳରେ ରେଢାଖୋଲ ପୋଲିସ୍ ପହଁଞ୍ଚି ତଦନ୍ତ କରୁଛି I
Sign in
Sign in
Recover your password.
A password will be e-mailed to you.