Browsing Category

ଅଘଟଣ

ଶିକ୍ଷୟିତ୍ରୀ ବଧୁଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଶଶୁର ଅଟକ 

ମଶାଣୀରୁ ଶବ ଜବତ କଲା ପୋଲିସ  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ପଂଚାୟତ ଶିକ୍ଷୟିତ୍ରୀ ଝୁମୁରୀ ସାହୁ(୨୫)ଙ୍କୁ ଅଧିକ ଯୌତୁକ  ଦାବୀରେ ଶାଶୁଘର ପରିବାର ଲୋକ ହତ୍ୟା କରିଥିବା ନେଇ ଭାଇ ପବିତ୍ର ସାହୁ ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ…

ବାପା ସାଜିଲା ଦାନବ : ପାଞ୍ଚ ବର୍ଷ ର ପୁଅକୁ ପଥର ରେ ଛେଚି କଲା ହତ୍ୟା

ବାରିପଦା/ ଦିଲ୍ଲୀପ ମହାନ୍ତି  : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଗୁରୁବାର ରାତି ଦୁଇଟା ବେଳେ ଚେପ ଦେହୁରୀ  ତାର ପାଞ୍ଚ ବର୍ଷର ପୁଅ ସୁଦନ ଦେହୁରୀକୁ ପଥରରେ ଛେଚି ହତ୍ୟା କରିଛି ।ହତ୍ୟାକାରୀ ଚେପର ଘର କୁଳିଅଣା ଥାନା ବାଲିଡ଼ିହା ଗ୍ରାମରେ ହୋଇଥିବା…

ବାଃ ନାବାଳକଙ୍କ କି କାର୍ସାଦି  :  ୮ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ

ଝାରସୁଗୁଡ଼ାରୁ ନାବାଳକ ଠାବ, ବ୍ରେସ୍ ଫକ୍ସ୍ କମ୍ପାନୀ ନାମରେ ଠକେଇ ବାରିପଦା(ଦିଲ୍ଲୀପ ମହାନ୍ତି): ଟଙ୍କା ନିବେଶ କଲେ ଅଧିକ ଲାଭ ଆଶା ଦେଖାଇ ବାରିପଦା ଏବଂ ବାଲେଶ୍ବରର ଦୁଇ ବ୍ୟକ୍ତିଙ୍କ ନିକଟରୁ ହୋଇଥିବା ୮ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାସ୍ କରିଛି ବାରିପଦା ଟାଉନ୍ ଥାନା ପୁଲିସ୍। ଏହି…

ରାସ୍ତା କଡରେ ଅଜଣା ଅସହାୟ ବୃଦ୍ଧାଙ୍କ ମୃତ ଦେହ

ସୁନ୍ଦରଗଡ଼ /ହୋରାଚାନ୍ଦ ଦେଉରିଆ:- ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରସରାଜ ପୁର ଅଞ୍ଚଳ ଦେଇ ଯାଇଥିବା ଏସଏଚ:-୧୦ ରାସ୍ତା କଡରେ ଜଣେ ବୃଦ୍ଧା ଆଜି ସକାଳେ ମୃତ୍ୟୁ ବରଣ କରି ପଡିରହିଥିବା କିଛି ବ୍ୟକ୍ତି ଦେଖିଥିଲେ ଏବଂ ଘଟଣା ସମ୍ପର୍କରେ ସୁନ୍ଦରଗଡ଼ ସଦର ଥାନାକୁ ଫୋନ ଯୋଗେ ଜଣାଇଥିଲେ | ସଦର…

ଲୋକଙ୍କ ଅଭିଯୋଗ : ପାଟଣାଗଡ଼ରେ ଚାଲିଛି ସେକ୍ସ କରବାର !  

ପାଟଣାଗଡ଼ (ଶାସକ ପ୍ରଶାସକ )"କହିଲେ କୂଳ କୁଟୁମ୍ବକୁ ଲାଜ, ନକହିଲେ କୁଳ ଯାଏ ଭାଷିରେ"ଭଳି ପରିସ୍ଥିତିରେ ବର୍ତ୍ତମାନ ଗତି କରୁଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ସଦର ମହକୁମା | ପ୍ରକାଶ ଥାଉକି, ଦିବାଲୋକରେ  ଖୁଲେ ଆମ  ଚାଲିଛି ବେଲଜ୍ଜ୍ୟା, ବେସରମ ବେଆଇନ ସେକ୍ସ ରାକେଟ କାରବାର |…

‘ମଦ କାରବାର ବନ୍ଦ ନ ହେଲେ କେହି ଦେବେନି ଭୋଟ’

ବିଜେଡି ନିର୍ବାଚନୀ ସଭାରେ ମହିଳାଙ୍କ ବିରୋଧ ପ୍ରଦର୍ଶନ ବାଲେଶ୍ୱର/ଶାସକ ପ୍ରଶାସକ : ଗଣତନ୍ତ୍ରର ମହାକୂମ୍ଭ ଭାବେ ପରିଚିତ ‘ନିର୍ବାଚନ’ର ପରିଚାଳନା ପାଇଁ ସମ୍ପ୍ରତି ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଟଙ୍କା ଓ ମଦକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରଥମଥର ପାଇଁ ସଦର ଉପ-ନିର୍ବାଚନରେ…

ଓଡ଼ିଶାରେ କଙ୍ଗନା ଝଡ

ଫେସବୁକରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଓକିଲଙ୍କ ପାଇଁ ବଢ଼ିଲା ସମସ୍ୟା।  ସଭ୍ୟପଦରୁ ନିଲମ୍ବିତ ନିଷ୍ପତ୍ତି ନେଲା  ଜିଲ୍ଲା ବାର ଆସୋସିଏସନ, ଜାରି ହେଲା କାରଣ ଦର୍ଶାଅ ନୋଟିସ   ସଦସ୍ୟତା ରଦ୍ଦ କରିବାକୁ ବାର କାଉନସିଲକୁ କରାଯାଇପାରେ ସୁପାରିଶ   ଝାରସୁଗୁଡ଼ା :(ସୁଭାଷ…

ବିପୁଳ ମାତ୍ରାର ଗଂଜେଇ ଜବତ କଲା ପଦ୍ମପୁର ପୋଲିସ 

ପଦ୍ମପୁର-ବୌଦ୍ଧରୁ ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମକୁ ଚାଲାଣ ହେଉଥିବା ସମୟରେ ବିପୁଳ ମାତ୍ରାର ଗଞ୍ଜେଇ ଧରିଲା ପଦ୍ମପୁର ପୋଲିସ । ବିଶେଷ ସୁତ୍ରରୁ ସୂଚନା ପାଇ ବରଗଡ ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଥାନାଅଧିକାରୀ ମାନସ ରଞ୍ଜନ ପ୍ରଧାନ ଙ୍କ ନେତୄତ୍ବରେ ଏକ ଟିମ ପଦ୍ମପୁର ଥାନା…

ଓଡ଼ଗାଁ ପୁଲିସକୁ ବଡ ସଫଳତା :  ୩ ଆନ୍ତଃଜିଲ୍ଲା ଡକାୟତ ଗିରଫ

  କାର, ପିକ୍ଅପ୍, ଟ୍ରାକ୍ଟର ଜବତ ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୁଲିସକୁ ଆଜି ମିଳିଛି ବଡ ସଫଳତା | ୩ ଜଣ ଆନ୍ତଃଜିଲ୍ଲା ଡକାୟତକୁ ଗିରଫ କରିବା ସହ ୩ଟି ଗାଡ଼ି ଜବତ କରିଛି  ଓଡଗାଁ ପୋଲିସ । ଗିରଫ ଅଭିଯୁକ୍ତଙ୍କହେଲେ ନନ୍ଦିଘୋର ତୁଳସୀସାହିର ଟୁଲୁ ଓରଫ୍…

ନିଆଁ ଲାଗି ମହିଳା ଗୁରୁତର। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବ୍ରଜରାଜନଗରର ଜନୈକ ସୋନୁ ଘୋଷଙ୍କ ଘରେ ନିଆଁ ଲାଗିବାରୁ ତାଙ୍କର ପତ୍ନୀ ପ୍ରିୟା ଘୋଷ ପୋଡ଼ିଯାଇ ଗୁରୁତର ଅବସ୍ଥାରେ ଅଛନ୍ତି। ତାଙ୍କ ଦେହର ୪୦ ଶତକଡ଼ା ପୋଡ଼ି ଯାଇଥିବାର ସୂଚନା ମିଳିଛି। ସେମାନଙ୍କ ଘରେ ଭଡ଼ା ରହୁଥିବା ଅନ୍ୟ ଜଣେ ମହିଳା ମମତା ପାତ୍ର ମଧ୍ୟ…