Browsing Category

ଅଘଟଣ

୯ କିଲୋଗ୍ରାମ ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି)-  ଆଜି ପୂର୍ବାହ୍ନ ସାଢେ଼ ୧୦ ସମୟରେ ବାରିପଦା ଟାଉନ ଥାନା ଏସଆଇ ରଞ୍ଜନ କୁମାର ବେହେରା ଅନ୍ୟ କପୁଲିସ କର୍ମଚାରୀଙ୍କ ସହ ସହରରେ ପେଟ୍ରୋଲିଂ କରୁଥିବା ସମୟରେ କୁଳିଅଣା ଥାନା ସାନପଳଶା ଗ୍ରାମର ଶ୍ୟାମସୁନ୍ଦର ମଢ଼ୁଆଳ ଏକ ପ୍ଲାଷ୍ଟିକ ବେଗ ଭିତରେ କିଛି ଧରି…

ପୋଖରୀରେ ବୁଡ଼ି ଜୀବନ ହରାଇଲେ ଯୁବକ। 

  ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ବେହେରାମାଲର ସଂସ୍କୃତି ଭବନର ପଛପଟେ ଥିବା କୁଲ୍ହରମୁଡ଼ା ପୋଖରୀରେ ଏକ ୨୦ ବର୍ଷର ଯୁବକର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇ ଯାଇଛି । ଯୁବକ ଜଣକ ପୋଖରୀରେ ଥିବା ପଦ୍ମଫୁଲ ନାଡ଼ରେ ଛନ୍ଦି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆଜିସକାଳେ…

ପୋଖରୀରେ ବୁଡ଼ି ଜୀବନ ହରାଇଲେ ଯୁବକ। 

  ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ବେହେରାମାଲର ସଂସ୍କୃତି ଭବନର ପଛପଟେ ଥିବା କୁଲ୍ହରମୁଡ଼ା ପୋଖରୀରେ ଏକ ୨୦ ବର୍ଷର ଯୁବକର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇ ଯାଇଛି । ଯୁବକ ଜଣକ ପୋଖରୀରେ ଥିବା ପଦ୍ମଫୁଲ ନାଡ଼ରେ ଛନ୍ଦି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆଜିସକାଳେ…

ବାଘ ମୁଣ୍ଡ, ଛାଲ ଓ ବାର୍ହା ମାଂସ ସହ ମାରଣାସ୍ତ୍ର ଜବତ ଓ ୩ ଗିରଫ

ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆମାନାରା ସେକସନର ଟିପାଝର ଗାଁ ରେ ବନ ବିଭାଗ ଚଢଉ କରି ବାଘ ମୁଣ୍ଡ, ଛାଲ ଓ କଞ୍ଚା ବାର୍ହା ମାଂସ ସହ  ବିପୁଳ ପରିମାଣରେ ମାରଣାସ୍ତ୍ର, ଫାସ ଜାଲ ଆଦି ଜବତ କରିଛି । ଏହି ପରିପ୍ରେକ୍ଷିରେ ୩ ଜଣଙ୍କୁ ଗିରଫ କରାଯାଇଛି ଓ ଏମାନେ…

କରୋନାକୁ ଜିତିଥିଲେ, ହେଲେ ମୃତ୍ୟୁଠୁ ହାରିଗଲେ 

ବରିଷ୍ଠ ସେବାୟତ ପ୍ରେମାନନ୍ଦ ପରଲୋକରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗଭୀର ଶୋକ ପ୍ରକାଶ  ପୁରୀ,(ଶାସକ ପ୍ରଶାସକ) :ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପରଲୋକ ହୋଇଯାଇଛି | ନିକଟରେ କରୋନାକୁ ପରାଜୟ କରି ବିଜୟୀ ହେଇଥିଲେ | …

ରାସ୍ତା ତଳକୁ ଖସିଲା ବାଇକ, ଚାଲିଗଲା ଜୀବନ  

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :-  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ବୁଢିଖମାର ଗ୍ରାମର ନେପାଳ ଧଳ ନାମକ ଜଣେ ବ୍ୟକ୍ତି ତାଙ୍କ ନିଜ ବାଇକ ଯୋଗେ ଆଜି ସକାଳେ କୌଣସି ଏକ କାମରେ ରେଢାଖୋଲ ଅସୁଥିଲେ I ବର୍ଷିକିଆ ଆଇଟିଆଇ କଲେଜ୍ ଛକ ନିକଟରେ ଭାର ସାମ୍ୟ…

ଧରାପଡି଼ଲେ ଆନ୍ତଃଜିଲ୍ଲା ଗାଡ଼ି ଚୋର ରାକେଟ ।

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ପୋଲିସକୁ ମିଳିଛି ଏକ ବିରାଟ ସଫଳତା। ବିଭିନ୍ନ ଜିଲ୍ଲାରୁ ଗାଡ଼ି ଚୋରି କରୁଥିବା ଏବଂ ଚୋରା ଗାଡ଼ି ବିକ୍ରି କରୁଥିବା ଅଭିଯୋଗରେ ପାଞ୍ଚଜଣ ମୂଖ୍ୟ ଅପରାଧୀଙ୍କ ସହ ଚାରିଜଣ ନାବାଳକଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ। ଏମାନଙ୍କ ବିରୋଧରେ ପୋଲିସ କେସ…

ପୋଲିସ ଅଧିକାରୀ ଙ୍କ ଉନ୍ମୁକ୍ତ କାଣ୍ଡ ଆକ୍ରମଣ ରେ ମହିଳା ଗୁରୁତର।

ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ଜିଲ୍ଲାରେ ପୋଲିସ ଅଧିକାରୀ ଙ୍କ ଉନ୍ମତ କାଣ୍ଡ । ମହିଳାଙ୍କ ଉପରକୁ ଛୁରୀ ରେ ଆକ୍ରମଣ କଲେ ପୋଲିସ ଅଧିକାରୀ ଚନ୍ଦ୍ର ଶେଖର ହଜାରି । ଆଜି ସନ୍ଧ୍ୟାରେ ମାଲକାନଗିରି ସଦର ସ୍ଥିତ ଆଶ୍ରିବାଦ କଲୋନୀ ରେ ବାସ କରୁଥିବା ପୋଲିସ ଏ ଏସ ଆଇ ଚନ୍ଦ୍ର ଶେଖର ଏବଂ…

ଆଉ ନାହାନ୍ତି ଵିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ବାଉରୀବନ୍ଧୁ କର

ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଆ ଭାଷା ସାହିତ୍ୟର  ଵିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ବାଉରୀବନ୍ଧୁ କରଙ୍କ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ପ୍ରଫେସର ଶ୍ରୀ କରଙ୍କ ବିୟୋଗରେ ଓଡିଶା ଭାଷା ସାହିତ୍ୟ ଜଗତରେ ଏକ ବିରାଟ ଶୁନ୍ୟ ସ୍ଥାନ ସୃଷ୍ଟି ହୋଇଛି | ୧୯୫୧ ମସିହା ସେପ୍ଟେମ୍ବର ମାସ…

ସମବାୟ ସମିତିରେ ନିଆଁ ଲାଗି ଜଳିଗଲା ନଗଦ ତିନି ଲକ୍ଷ ଟଙ୍କା ଓ ଦରକାରୀ କାଗଜପତ୍ର। 

ଝାରସୁଗୁଡ଼ା :(ସୁଭାଷ ସହାରେ) - ଝାରସୁଗୁଡ଼ା ଜିଲ୍ଲା ଲଇକେରା  ସମବାୟ ସମିତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ଓ ବହୁ ଆବଶ୍ୟକୀୟ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଯଦିବା ଅଗ୍ନିକାଣ୍ଡର କୌଣସି ପ୍ରକୃତ କାରଣ ଜଣା ପଡ଼ିନାହିଁ, ମାତ୍ର ସଟ ସର୍କିଟ ଯୋଗୁଁ ଏହା ହୋଇଥାଇ ପାରେ…