ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡା ବ୍ଲକ ଜମେରା ପଞ୍ଚାୟତର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଫକୀର ରୋହିଦାସ ଙ୍କ ୬୮ବର୍ଷ ରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ୬ ବର୍ଷରୁ କିଡନି ଜନିତ ରୋଗରେ ପୀଡ଼ିତ ଥିଲେ।ଜଣେ ସଫଳ ବ୍ୟବସାୟୀ ତଥା ସମାଜସେବା ପାଇଁ ଆଖପାଖ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.