Browsing Category

ରାଜନୀତି

 ଅର୍କେଶ, ନବ,ଆଶିଷ  ଏବଂ ପ୍ରଦୀପ ଦାଖଲ  କଲେ ନାମାଙ୍କନ ପତ୍ର 

 ବଲାଙ୍ଗୀର /ନିରୋଜ ମିଶ୍ର : ଆଜି ଲୋକସଭା ଏବଂ ବିଧାନସଭା ର ନିର୍ବାଚନ ପ୍ରାଥୀ ପତ୍ର ଦାଖଲ ର ଶେଷ ଦିନ ଥିବା ବେଳେ ବିଧାନସଭା ବିଧାୟକ ଆସନ ପ୍ରାଥୀ ଭାବେ ବିଜେଡି ଦଳର ନୂତନ ପ୍ରାଥୀ ଅର୍କେଶ ନାରାୟଣ ସିଂଦେଓ, ବଲାଙ୍ଗୀର ଆପ ଆଦମୀ ପାର୍ଟିର ସ୍ୱାଧୀନ ପ୍ରାଥୀ ଭାବେ ମନୋଜ ପାଣ୍ଡେ, ଓ…

 ନାମାଙ୍କନ ଦାଖଲ ଦାଖଲ କଲେ ଜର୍ଜ, ଜୁଏଲ ଆଉ ସୁନିତା

 ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଆଜି ଦୂତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିବା ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳ | ବିଜେପି ର ଜୁଏଲ ଓରାମ, ବିଜେଡ଼ି ର ସୁନିତା ବିଶ୍ୱାଳ ଏବଂ କଂଗ୍ରେସର ଜର୍ଜ ତିର୍କୀ ଲୋକସଭାପ୍ରାଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି,…

ସରିଲା ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ : ନୂଆପଡ଼ା ପାଇଁ  ୯, ଖଡ଼ିଆଳ ପାଇଁ  ୧୨ 

ନୂଆପଡ଼ା,(ଅମିତ ପୁରୋହିତ) ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବିଧାନସଭା ମଣ୍ଡଳୀରେ ୯ ଜଣ ଓ ଖଡ଼ିଆଳ ବିଧାନ ସଭା ମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏଥିରେ ନୂଆପଡ଼ା ବିଧାନ ସଭା ମଣ୍ଡଳୀରେ ୪ ଜଣ ଓ ଖଡ଼ିଆଳ ବିଧାନ ସଭା…

ନାମାଙ୍କନ ପତ୍ର ଦାଖଲ କଲେ ବରିହା,ପୁରୋହିତ ଓ ସତ୍ୟ ଭୂଷଣ 

ବରଗଡ :- 2019 ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଶେଷ ତାରିଖ  ଥିଲା । ଆସନ୍ତା ନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କର କାର୍ୟାଳୟ   ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳରୁ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀ…

 ଅବିଚାରର ପ୍ରତିବାଦରେ କାନ୍ଦି କାନ୍ଦି ବିଜେପିକୁ ଛାଡିଲେ 

ଦୀର୍ଘ ୩୦ବର୍ଷର ସମ୍ପର୍କ ତୁଟାଇଲେ ଲଢୁଆ ନେତା ସୁବାଷ ଚୌହାନ  ,“ମୋ ପ୍ରତି ଷଡ଼ଯନ୍ତ୍ର ହୋଇଛି। ଗତଥର ସର୍ବାଧିକ ଭୋଟ ପାଇଥିଲି, ଷଡ଼ଯନ୍ତ୍ର ପାଇଁ ହାରିଲି। ଏଥର ଷଡ଼ଯନ୍ତ୍ର କରି ମୋ ଟିକେଟ କାଟି ଦିଆଗଲା।  ୧୨ ହଜାର ଭୋଟ ପାଇଥିବା ଲୋକ ଟିକେଟ ପାଇଛନ୍ତି। ଖାଲି ପ୍ରଚାର କଲେ, ଉଜ୍ଜ୍ୱଳା…

ଧର୍ମେନ୍ଦ୍ରଙ୍କୁ ଖୋଲା ଚାଲେଞ୍ଜ ଦେଲେ ରାଜକିଶୋର :”ଯଦି ସତ୍‍ସାହସ ଅଛି, ତେବେ ମୋ ସହିତ ମୋରଡ଼ାରେ ନିର୍ବାଚନ…

ମୁଁ ଗତ କିଛିଦିନ ତଳେ ଭାରତୀୟ ଯାତ୍ରାପାର୍ଟିରେ ଅଭିନୟ କରୁଥିଲି ମୋର ରାଜନୈତିକ ଜୀବନକୁ ହତ୍ୟା କରିବା ପାଇଁ ଯେତେବେଳେ ଷଡ଼ଯନ୍ତ୍ର ଚାଲିଥିଲା କ୍ଷମତାଲୋଭି ଔରଙ୍ଗଜେବ୍‍ ବିଜେପିର ବରିଷ୍ଠ ନେତାମାନଙ୍କ ରାଜନୈତିକ ଭବିଷ୍ୟତକୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ୱାର୍ଡମେମ୍ବରଟିଏ…

ନାମାଙ୍କନରୁ ବଲାଙ୍ଗୀର ଗରମ, ଧୀରେ ଧୀରେ ବଢିବ 

ବଲାଙ୍ଗୀରରୁ ସନ୍ତୋଷ ସିଂ ଠାକୁର :  ବଲାଙ୍ଗିର ଜିଲ୍ଲାରେ ଲୋକସଭା ଓ ବିଧାନ ସଭାର ତିନିଦଲର ପ୍ରର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ବଲାଙ୍ଗିର ସହରର ସରଗରମ ହୋଇ ଉଠିଥିଲା | ସକାଳୁ  ସକାଳୁ ନେତାଙ୍କ ଘରେ ଭିଡ ଲାଗିରହିଥିଲା | କିଏ ପୂଜାର ବ୍ୟସ୍ତ ଥାଏ ତ କିଏ ଦଳୀୟ  ପତକା ଲଗାଇବାରେ…

ନୃସିଂହନାଥ ମନ୍ଦିରରେ ନିରଞ୍ଜନ 

ପିସିସି ସଭାପତିଙ୍କର ଅଚାନକ ପାଇକମାଲ ଗସ୍ତ ବରଗଡ :- ପ୍ରଦେଶ କଂଗ୍ରେସ କମିଟିର ମୁଖିଆ ଶ୍ରୀ ନିରଞ୍ଜନ ପଟନାୟକ ଆଜି ସନ୍ଧ୍ୟା ପ୍ରାୟ 7ଟା ସମୟରେ  ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିରକୁ ପହଂଚିଥିଲେ । ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗସ୍ତ ବୋଲି ତାଙ୍କର ନିକଟ ମହଲରୁ…

ବିଜେଡିରେ ଯୋଗଦେଲେ ବିଜେପିର ବରିଷ୍ଠ ନେତା , ପୂର୍ବତନ ରାଜ୍ୟ ଉପ ସଭାପତି ରାଜକିଶୋର ଦାସ

ଭୁବନେବସ୍ଵର : ବିଜେପିରୁ ମାର୍ଚ୍ଚ ୨୩ ଶନିବାର ଇସ୍ତଫା ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ମୟୁରଭଞ୍ଜ ଜିଲ୍ଲାର ଟାଣୁଆ ନେତା, ପୂର୍ବତନ ରାଜ୍ୟ ଉପ ସଭାପତି ରାଜକିଶୋର ଦାସ  ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ…

ମୋ ପ୍ରତି ଅବିଚାର ହୋଇଛି :  ସଂଗଠନରେ ଅଛି ରହିବି ଓ ଲୋକଙ୍କ ସେବା କରିବି :: ସୁବାସ

 "ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ  ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି ।ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ  ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ । ମୁଁ…