Browsing Category

ରାଜନୀତି

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ତ୍ରୀମୁଖୀ ଲଢ଼େଇ,ବିଷ୍ଣୁଙ୍କ ଶିବିରରେ ଶୁଭେଚ୍ଛୁଙ୍କ ଶୁଅ

ତିର୍ତ୍ତୋଲ/ପାରାଦ୍ବୀପ-ରମେଶ ମହାନ୍ତି :ଓଡିଶା ରାଜନୀତିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ଉଷ୍ମତା ବଢୁଥିବା ଦେଖିବାକୁ ମିଳିଲାଣି। ଅତୀତ ୨୦୦୯ମସିହାରେ…

ଜିଲ୍ଲା ପରିଷଦ ସଭ୍ୟାମାନଂକ ଜବାବ :  ସୁରେଶ ବାବୁ ଜଣେ ସମ୍ମାନୀୟ ନେତା ହୋଇ ବାଚାଳଙ୍କ ଭଳି ବକ୍ତବ୍ୟ ଦେଉଛନ୍ତି 

"ଆମେ ଛୁଆ ନୁହଁ ଯେ ଆମକୁ କେହି ଅପହରଣ କରି ନେଇଆସିଲା"  ବରଗଡ :- "ସୁରେଶ ପୂଜାରୀ ଜଣେ ସମ୍ମାନୀୟ ନେତା ହୋଇ ବାଚାଳଙ୍କ ଭଳି ବକ୍ତବ୍ୟ ଦେଉଛନ୍ତି | ଦଳ ଭିତରେ ଚାଲିଥିବା ଏକଛତ୍ରବାଦର ପ୍ରତିବାଦରେ ଆମେ ଦଳ ବିଜେପି ଛାଡ଼ିଛୁ | ଆମେ ସ୍ବେଛାରେ ଆସି  ବିଜେଡିରେ ଯୋଗ ଦେଇଛୁ | ଆମେ ଛୁଆ ନୁହଁ…

ବିଜେପୁରରେ ବିଜେଡିର ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ 

    ବରଗଡ / ବିଜେପୁର :- ବରଗଡ଼ ଜିଲ୍ଲାର ବହୁଚର୍ଚିତ ନିର୍ବାଚନ ମଣ୍ଡଳୀ ବିଜେପୁର । ଗତ ଉପନିର୍ବାଚନ ସମୟରୁ ଲଗାତାର ଭାବରେ ଚର୍ଚ୍ଚାରେ ରହି ଆସୁଛି ବିଜେପୁର । ନିର୍ବାଚନ 2019 ପାଇଁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ବିଜେପୁର। ଏଥର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଏହି ନିର୍ବାଚନ…

 ଫେରିଲେ ଢ଼ାଲି : ମୋରଡାରୁ ରାଜାଙ୍କ ଜାଗାରେ ଲଢ଼ିବେ ରାଜକିଶୋର 

ଭୁବନେଶ୍ୱର : ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି | ପୁଣି ନିରାଶ ହୋଇଛନ୍ତି ବରୀ ଆସନ ପାଇଁ ଦଳର ଆଶାୟୀ ଯୁବ ନେତା ବିଜୟ ନାୟକ | ସେହିପରି ଚିଲିକା ପାଇଁ ଆଶାୟୀ ଥିବା ଅନ୍ୟତମ ଯୁବ ନେତା ମାନସ ମଙ୍ଗରାଜଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି | ଶେଷରେ  ଜୟଦେବକୁ…

ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ତଥା ମହାରାଜା ପ୍ରବୀଣ ଭଞ୍ଜଦେଓ

ଭୁବନେଶ୍ୱର : ବିଜେଡି ମୟୁରଭଞ୍ଜ ଜ଼ିଲ୍ଲା ସଭାପତି ପଦ ସହ ପ୍ରାଥମିକ ସଦସ୍ୟତାରୁ ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ତଥା ମହାରାଜା ପ୍ରବୀଣ ଭଞ୍ଜଦେଓ | ଦଳ ବିରୋଧରେ ପ୍ରକଟ କଲେ ଅସନ୍ତୋଷ | ସୂଚନାଯୋଗ୍ୟଯେ ୨୦୦୯ରେ ମୋରଡାରୁ ବିଧାୟକ ଭାବେ ନିର୍ବାଚିତ ହେବ ପରେ ନବୀନ ମନ୍ତ୍ରିମଣ୍ଡଳରେ…

ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ

ପ୍ରଶାନ୍ତଙ୍କ କୁଶପୁତ୍ତଳିକା ଦାହ,ବିଜେଡି ଅଫିସ୍‌ରେ ଭଙ୍ଗାରୁଜା ତିର୍ତ୍ତୋଲ/ପାରାଦ୍ୱୀପ-ରମେଶ ମହାନ୍ତି :ରବିବାର ଦିନ ବିଜେଡିର ପ୍ରାର୍ଥୀ ଘୋଷଣା ହେବା ପରେ ଜଗତସିଂହପୁରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରବିିିବାର ବିଜେଡିର ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା…

ଭୁବନେଶ୍ୱରରେ ଦିଜଣ ଅପରାଜିତା,ପାଟକୁରାରୁ ବିଜୟ : ମୋହନ ଜେନା ହେଲେ ନିରାଶ, ଯାଜପୁରରୁ ଅମୀୟ  

ଭୁବନେଶ୍ୱର:ପ୍ରକାଶ ପାଇଲା ଵିକେପିର ଆଉ ଏକ ପ୍ରାର୍ଥୀ ତାଲିକା | ଏଥର ତିନୋଟି ଲୋକସଭା ଆଉ ୧୧ଟି ବିଧାନ ସଭା ପାଇଁ |  ଏହି ତାଲିକାରେ ସ୍ଥାନ ପାଇଛନ୍ତି  ଦଳକୁ ପୁଣି ଫେରିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର | ସବୁ କଳ୍ପନା ଜଳ୍ପନାର ଅଂଟା ଘଟାଇ  ତାଙ୍କୁ ଦଳ  ପାଟକୁରାରୁ ପ୍ରାର୍ଥୀ କରିଛି…

ଭଦ୍ରକରେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକଙ୍କୁ ସମର୍ଥନର ସୁଅ !

ସମସ୍ତଙ୍କ ମତ " ମୁଖ୍ୟମନ୍ତ୍ରୀ ନେଇଛନ୍ତି ସଠିକ ନିଷ୍ପତ୍ତି | ଭଦ୍ରକ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସଂଜୀବ ହିଁ ଏକମାତ୍ର ବିକଳ୍ପ !"  ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟ ରାଜନୀତିରେ ଭଦ୍ରକର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ଏହି ଜିଲ୍ଲାରୁ ବହୁ ନେତା ନିଜର ପ୍ରଭାବ ବିସ୍ତାର…

ବିଜେପିରେ ସାମିଲ ହେଲେ ପୂର୍ବତନ କୋକସରା ବ୍ଲକ ଅଧ୍ୟକ୍ଷ

ଧର୍ମଗଡ଼ରୁ ସୁଶାନ୍ତ ରାଉତ:  କୋକସରା ବ୍ଳକ୍ ମହିମା ପଞ୍ଚାୟତ ଅନ୍ତର୍ଗତ ଭୁର୍ସାଗୁଡା ମହାଭାରତ ପଡିଆ ଠାରେ ବିଜେପିର ଦଳୀୟ ମିଶ୍ରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧର୍ମଗଡରୁ ପ୍ରାର୍ଥୀ  ହୋଇଥିବା ଅନନ୍ତ ପ୍ରତାପ ଦେଓ, ବିଜେପି ରାଜ୍ୟ ସଭାପତି ତଥା କଲାହାଣ୍ଡି ଲୋକସଭା ପ୍ରାର୍ଥି…

ଅପରାଧ ଓ ଅପରାଧିଙ୍କ କେନ୍ଦ୍ରବିନ୍ଦୁ ବଲାଙ୍ଗିର ରାଜ ପରିବାର- କଂଗ୍ରେସ

ବଲାଙ୍ଗିର(ନିରୋଜ ମିଶ୍ର) - ଭୋଟ ଯେତିକି ପାଖଉଚି, ପ୍ରାର୍ଥୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ନୀଚସ୍ଥରର ହେବାରେ ଲାଗିଛି |  ବଲାଙ୍ଗୀର ରାଜ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ |  ବଲାଙ୍ଗିର ର ରାଜ ପରିବାର ର ଅନଙ୍ଗ ଉଦୟ ସିଂଦେଓ ଜମିମାଫିଆ ବୋଲି ଅଭିଯୋଗ…