Browsing Category

ରାଜନୀତି

 ସମସ୍ତଙ୍କ ନଜରରେ ବରଗଡ଼, ବିରୋଧୀଙ୍କ ଟାର୍ଗେଟରେ ସୁଶାନ୍ତ

ଭଟଲିରେ ବିରୋଧୀଙ୍କ ଆଶା ଜୁଆରରେ ପଡିବ ଭଟ୍ଟା !!  ବରଗଡ :- ରାଜନୀତିର ତାତିଲା ତାୱାରେ ବରଗଡ଼ | ତା ଉପରେ ସମସ୍ତଙ୍କ ନଜର, ଲଢେଇ ପତିଆରାର | କାରଣ ଏଠି ହାଇ ପ୍ରୋଫାଇଲ ୱାର | ଲଢ଼ୁଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଲେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଆଉ କେନ୍ଦ୍ରମନ୍ତ୍ରୀ…

ସିଲୁ ପତ୍ରୀ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ସହ ପର୍ଯ୍ୟବେକ୍ଷକ 

ଭୁବନେଶ୍ୱର : ଯୁବ ବିଜୁ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ( ସିଲୁ) କେନ୍ଦ୍ରାପଡା ଜିଲା ପାଇଁ ଦଳର ସହପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି |  ବିଜେଡି ସଭାପତି ନବୀନ ପଟ୍ଟନାୟକ ଶ୍ରୀ ପତ୍ରୀଙ୍କ ଏହି ନିଯୁକ୍ତି ଉପରେ ମୋହର ମାରିଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ…

ବାଦଲଙ୍କୁ ସାଧାରଣ ସମ୍ପାଦକ ପଦ ସହ ଭୁବନେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ନୁନୁ ଓ ସାରଦା  ବି  ହେଲେ ସାଧାରଣ ସମ୍ପାଦକ  ଭୁବନେଶ୍ୱର :   ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର-ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି( ବାଦଲ) ଙ୍କୁ ଦଳର ରାଜ୍ୟ ସାଧାରଣ ସଂପାଦକ ସହିତ ଭୁବନେଶ୍ୱର ସାଂଗଠନିକ…

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳ ଛାଡ଼ିଲେ ବିଜେପି ମୁଖପାତ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ 

ବିଜେଡିରେ ଯୋଗ ଦେଲେ ବିଶ୍ୱସୁନ୍ଦର ଓ ବିଶ୍ୱଜିତ ଭୁବନେଶ୍ୱର: ୨୦୧୪ ସାଧାରଣ ନିର୍ବାଚନରେ ଆଠଗଡ଼ରୁ ବିଜେପି ପ୍ରାର୍ଥୀ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଶ୍ୱସୁନ୍ଦର ମିଶ୍ର ଏବଂ ବିଜେପି ରାଜ୍ୟ ମୁଖପାତ୍ର ବିଶ୍ୱଜିତ ମହାନ୍ତି  ତାଙ୍କର ଶତାଧିକ ସମର୍ଥକ ଓ କର୍ମୀଙ୍କ ସହ ନବୀନ…

 ଉଦଳା ନିର୍ବାଚନ ମଣ୍ଡଳୀ :ଦୁଇ ପୂର୍ବତନଙ୍କ ମଧ୍ୟରେ ସମ୍ମାନର ଲଢେ଼ଇ

 କଂଗ୍ରେସ-ଜେଏମଏମ ମେଣ୍ଟ ବି ଯାଇନି ପଛାଇ  ସାଧାରଣ ବର୍ଗ ନିର୍ଣ୍ଣାୟକ ଭୂମିକା ଲିଭାଇବେ ବାରିପଦା(ଦିଲ୍ଲୀପ ମହାନ୍ତି )- ଅବିଭକ୍ତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ-ଉଦଳା(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ର୍ଥ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଏପ୍ରିଲ ୨୯ ରେ ମତଦାନ ହେବ ।ଏଥି ନିମନ୍ତେ…

ବାରିପଦା ନିର୍ବାଚନ ମଣ୍ଡଳୀ : ବିଜେଡ଼ି ଦୁର୍ଗ ଦଖଲ ପାଇଁ ବିଜେପି ରଚିଛି ବ୍ୟୁହ  

ବାରିପଦା(ଦିଲ୍ଲୀପ ମହାନ୍ତି ) - ଛକପଞ୍ଜା ରାଜନୀତି ଚାଲିଛି ମୟୁରଭଞ୍ଜ ରାଜନୀତିରେ | କେଉଁଠି ନିଜ ଦଳ ଭିତରେ, ତ  କେଉଁଠି ଦଳ ଦଳ ଭିତରେ | କଇଁଚି ଧରି ସମସ୍ତେ ଛକି ବସିଛନ୍ତି କୋଉଠି ଟିକେ ମଉକା ପାଇଲେ ଚରରର କରି ମାରିଦେବେ |  ଆଉ ସବୁଠୁ ରୋଚକ ହେବାକୁ ଯାଉଛି ଲଢେଇ ଜିଲ୍ଲାର ବାରିପଦା…

ବଡ଼ବିଲରେ ବିଜେପିର ରୋଡ଼ ସୋ

ବଡ଼ବିଲ: ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି। ପ୍ରତିଦ୍ବନ୍ଦିତାକୁ ଓଲ୍ହାଇଥିବା ବିଭିନ୍ନ ଦଳର ପ୍ରାର୍ଥୀ ତଥା ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ଗୁରୁବାର ଅପରାହ୍ନରେ ବିଜେପି ବଡ଼ବିଲ ରେ କରିଛି ରୋଡ଼ ସୋ। ଏହି ରୋଡ଼…

ସୂର୍ଯ୍ୟ ପାତ୍ର କେନ୍ଦୁଝର ଜିଲ୍ଲା ଲାଗି ବରିଷ୍ଠ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର : ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ଦଳର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦୁଝର ଜିଲ୍ଲା ଲାଗି ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି | ସେହିପରି ଆଜି ସକାଳେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ମୁଖପାତ୍ର ଭାବେ…

ବିଜେପି ରେ ଯୋଗ ଦେଲେ ଚାରି ହଜାର ବିଜେଡି କର୍ମୀ 

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ  ରାଜନୀତି ରେ ବିରଳଦୃଶ୍ୟ ପ୍ରଚାର ମଇଦାନ କୁ ଗୋଟିଏ ଗାଡି ରେ ଓଲ୍ହାଇଲେ ଲେଖାଶ୍ରୀ ଓ ଦାମ ଏମିତି  ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁକିନ୍ଦା ବିଜେପି କାଯ୍ୟଳୟରେ ଦାନ ଗଦି ବ୍ଲକ ପୂର୍ଵତନ ଚେୟାରମାନ ସୁଧାଂଶୁ ଭଞ୍ଜ ଓ ତାଙ୍କର ଚାରିହଜାର   ସମର୍ଥକ ଙ୍କୁ…

 କଂଗ୍ରେସ ପ୍ରାର୍ଥୀ ମାନସ ଜେନାଙ୍କ ପଦଯାତ୍ରା 

 ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ :  କଂଗ୍ରେସ ଯାଜପୁର ଲୋକସଭା ଆସନର ସାସଂଦ ପ୍ରାର୍ଥୀ ଶ୍ରୀ ମାନସ ଜେନା ବଡଘୁମୁରି ଗ୍ରାମ ପଞ୍ଚାୟତ ହରିଅସଂପାଟଣା ଚକ ବଡଘୁମୁରି ପ୍ରଭୂତ ଗାଁ ମାନ ଵୁଲି ପଦଯାତ୍ରା ଆରମ୍ଭ କରିଥିଲେ ଉକ୍ତ ପଦଯାତ୍ରାରେ ସମାଜ ସେବୀ ସ୍ମିତା ପଟନାୟକ ଓଡିଶା ଦଳିତ ଅଧିକାର…