ଓଡିଶା ରେ ପରିବର୍ତନ ଆବଶ୍ୟକ : ନୀତିନ ଗଡ଼କରୀ 

0

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ :ଓଡିଶା ଗ୍ରସ୍ତ ରେ ଆସିଛନ୍ତି ରାଷ୍ଟ୍ରୀୟ ବିଜେପି ନେତା ତଥା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ରାମବାଗ ର ବାରମାଳ ପଡିଆ ଠାରେ ଆୟୋଜିତ ସଂକଳ୍ପ ସମାବେଶ ରେ ଯୋଗଦେଇ ଯାଜପୁର ଲୋକସଭା ଓ ବିଧାନସଭା ପ୍ରାଥି ଙ୍କୁ ବହୁ ପରିମାଣରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ଓ ନବୀନ ସରକାରଙ୍କ ବିରୁଦ୍ଧରେ ବର୍ଷୀବା ସହିତ କଂଗ୍ରେସ ଦଳ କୁ କଡା ସମାଲୋଚନା କରିଛନ୍ତି ଓଡିଶାରେ ପରିବର୍ତନ ଆବଶ୍ୟକ ବିଜେପି କ୍ଷମତା କୁ ଆସିଲେ ଓଡିଶାରେ ଏକ ବିକାଶଶିଳ ରାଜ୍ୟରେ ପରିଗଣିତ ହେବ ବୋଲି ସେ ପ୍ରକାଶ କରିଛନ୍ତି ଏହି ସମାବେଶ ରେ ଜିଲ୍ଲା ବିଜେପି ସଭାପତି ତଥା ଯାଜପୁର ବିଧାନସଭା ପ୍ରାଥି ଗୌତମ ରାୟ ଙ୍କ ନେତ୍ରୁତ୍ୱ ରେ ବହୁ ବିଜେଡି ଓ କଂଗ୍ରେସ କର୍ମୀ ନିଜ ନିଜର ପୁରୁଣା ଦଳ ଛାଡି ବିଜେପି ରେ ସାମିଲ ହୋଇଛନ୍ତି |

Leave A Reply

Your email address will not be published.