Browsing Category

ରାଜନୀତି

ହୀରାକୁଦଠାରେ ବିଜୁ ଜନତା ଦଳ ତରଫରୁ କରୋନା ସଚେତନତା, ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ  ଲରପଙ୍କ ନିକଟସ୍ଥ ଭଙ୍ଗାମୁଣ୍ଡା ଠାରେ ଆଜି ବିଜୁ ଜନତା ଦଳ ତରଫ ରୁ କରୋନା ସଚେତନତା,ଜନ ଅଭିଯୋଗ ଶୁଣାଣି ତଥା ମାସ୍କ,ସାବୁନ ଓ ରାସନ ସାମଗ୍ରୀ  ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  I  ଏହି…

କେନ୍ଦ୍ରର କୋଭିଡ୍ ମାର୍ଗଦର୍ଶିକା ଆଧାରରେ ବିଜେପି ବକ୍ତବ୍ୟ ରଖୁ: ବିଜେଡି

ଭୁବନେଶ୍ୱର,(ଶାସକ ପ୍ରଶାସକ) : କେନ୍ଦ୍ର ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କର ରାଜ୍ୟରେ କୋଭିଡ-୧୯ ପରୀକ୍ଷା କରାଯାଉଛି । ଏ କ୍ଷେତ୍ରରେ ଅପେକ୍ଷାକୃତ ଭାବେ ଅଧିକରୁ ଅଧିକ ପରୀକ୍ଷା ହେଉଛି । ତେଣୁ ବିଜେପି ପ୍ରଥମେ କେନ୍ଦ୍ର ସରକାରଙ୍କ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଋକ୍ତ ଅଭାବରୁ ନିଃସହାୟ ମହିଳାଙ୍କ ମୃତ୍ୟୁ ଦୁଃଖଦାୟକ : ଟଙ୍କଧର ତ୍ରିପାଠୀ

 ସ୍ୱାସ୍ଥ୍ୟମନ୍ତ୍ରୀ ଏହି ମୃତ୍ୟୁର ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନିଅନ୍ତୁ    ମୃତ୍ୟୁ ବାବଦକୁ କ୍ଷତିପୂରଣ ଓ ଅସହାୟ ପିଲାଙ୍କ ଯତ୍ନ ନିଅନ୍ତୁ ସରକାର  ସ୍ୱାସ୍ଥ୍ୟ ମନ୍ତ୍ରୀ ରକ୍ତଭଣ୍ଡାର କାମ କରିବ କହି ଘଟଣା ଉପରୁ ନଜର ହଟାଇବାକୁ ଚେଷ୍ଟା କରୁଛନ୍ତି  ଘଟଣାର ଉପଯୁକ୍ତ ତଦନ୍ତ ହେବା…

ନିରଞ୍ଜନ ଲେଖିଲେ ଚିଠି, ତାଲା ବନ୍ଦରେ କେବଳ ଶ୍ରୀମନ୍ଦିର ସେବାୟତ ପ୍ରଭାବିତ ହୋଇନାହାନ୍ତି

ରଥଯାତ୍ରା ସମ୍ପର୍କରେ ନିଅନ୍ତୁ ଆଗୁଆ, ସମୟଚିତ ତଥା ସୁଚିନ୍ତିତ ପଦକ୍ଷେପ  ଭୁବନେଶ୍ୱର (ଶାସକ ପ୍ରଶାସକ: ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଚିଠି | ସେ କରୋନା ପରିପ୍ରେକ୍ଷୀରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି |…

“କଳାପାହାଡ଼ଙ୍କୁ ଘଣ୍ଟା ଘୋଡାଉଛନ୍ତି ସରକାର” 

ଭୁବନେଶ୍ୱର(ଶାସକ ପ୍ରଶାସକ ) -ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ୫୪୫ କୋଟି ଟଙ୍କା ତୁରନ୍ତ ରାଜ୍ୟ ସରକାର ଫେରାଇ ଆଣିବା ଦାବିରେ   ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା । ଶ୍ରୀ ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମକର୍ତାମାନେ…

ନନ୍ଦିନୀ ନନ୍ଦନଙ୍କ “ଗୁଲ୍ଲୁ (ସତପଥୀ)-ଆରଏସ” କଥା :  ହତାଶା ନା ସ୍ପଷ୍ଟବାଦିତା 

 ଭୁବନେଶ୍ୱର :ମତେ ଫାଶୀ ଦିଅ ବୋଲି ସମ୍ପାଦକୀୟ ଲେଖି ଏକଦା  ବିଚାର ବ୍ୟବସ୍ଥା ଗାଲରେ ଶକ୍ତ ଚଟକଣୀ ଦେଇ  ସାରା ଓଡିଶାକୁ ଦୋହଲାଇ ଦେଇଥିବା ତଥା ଚର୍ଚ୍ଚାରେ ଥିବା ନନ୍ଦିନୀ ନନ୍ଦନ, ପୂର୍ବତନ ସାଂସଦ ଖବର କାଗଜ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ  "କୁକୁର ଟୁଇଟ" କୁ ଏବେ ରାଜନୈତିକ ଝଡ |…

ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ

http://www.youtube.com/watch?v=QrflOK-XwXo ଖାଲି ନବୀନ ନବୀନ ...ନବୀନ ନବୀନ.... ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ  ଦଳର କର୍ମୀ ଓ ନେତାଙ୍କୁ ଜଣାଇଲେ ଧନ୍ୟବାଦ ଭୁବନେଶ୍ୱର( ଶାସକ ପ୍ରଶାସକ) ଏକମାତ୍ର ବ୍ୟକ୍ତି ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଚିତ୍ର ସ୍ପଷ୍ଟ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳିଲା କେନ୍ଦୁଝର ସଦର ବିଜେପି 

ବିଶାଳ ରକ୍ତଦାନ ଶିବିର, ରକ୍ତଦାତାଙ୍କୁ ବଣ୍ଟା ଗଲା ଚାରା   କେନ୍ଦୁଝର (ସୀମା ନାୟକ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ପାଳିତ ହେଉଥିବା ସେବା ସପ୍ତାହ ଅବସରରେ ଭାରତୀୟ ଜନତା ପାର୍ଟି  କେନ୍ଦୁଝର ସଦର ନିର୍ବାଚନ  ମଣ୍ଡଳୀ ପକ୍ଷରୁ ଆଜି ବିଶାଳ ରକ୍ତ ଦାନ ଶିବିର…

ଆସୁଛନ୍ତି ତ୍ରିମୁର୍ତ୍ତି, ବୃଦ୍ଧି ପାଇଛି ଉତ୍କଣ୍ଠା

ପରାଜୟର ସମୀକ୍ଷା ସହ ଦଳୀୟ ନେତା, କର୍ମୀଙ୍କୁ ଏକଜୁଟ କରାଇବା ନିମନ୍ତେ ଦେବେ ଗୁରୁମନ୍ତ୍ର ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ ତଥା ଜିଲ୍ଲା ରାଜନୀତିରେ ନିଜର ପତିଆରା ପ୍ରଦର୍ଶନ ମାଧ୍ୟମରେ ନିଜକୁ ପ୍ରଭାବଶାଳୀ ନେତା ଭାବେ ଉପସ୍ଥାପନ କରାଇବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିରେ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଗଣ ଦୁଷ୍କର୍ମ ବୃଦ୍ଧି ବିରୁଦ୍ଧରେ ଗର୍ଜ୍ଜିଲା କଂଗ୍ରେସ

ବଲାଙ୍ଗିର ଜିଲ୍ଲାପାଳ ଅଫିସ ସାମନାରେ ଜିଲ୍ଲା କଂଗ୍ରେସ କମଟିର ଗଣଧାରଣା ବଲାଙ୍ଗିର,(ନିରୋଜ ମିଶ୍ର)  - ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଗଣ ଦୁଷ୍କର୍ମ ବୃଦ୍ଧି  ଓ ଏହାକୁ ନେଇ ବିଜେଡି ସରକାର ଦିର୍ଘ ନିଷ୍କ୍ରିୟତା  ଓ ଅପାରଗତା ବିରୁଦ୍ଧରେ  ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଆଜି ସ୍ଥାନୀୟ…