ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) :ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସୁନ୍ଦରଗଡ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଯୋଗେଶ ସିଂ | ଶ୍ରୀ ସିଂ ତାଙ୍କ କୃତଜ୍ଞତା ବାର୍ତ୍ତାରେ କହିଛନ୍ତି ଯେ” ବିଜୁ ଜନତା ଦଳ ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ମୋ ଉପରେ ଆସ୍ଥା ପ୍ରକଟ କରି ମତେ ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ପଦ ପରି ଗୁରୁତ୍ୱପୂର୍ଣ୍ଣ ପଦର ଦାୟିତ୍ୱ ଦେଇଛନ୍ତି ଓ ଦଳୀୟ ସଂଗଠନର ରାଜ୍ୟସ୍ତରରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା – ସହ -ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ର ଭାଇ ଭଉଣୀ ଙ୍କ ଉନ୍ନତି ନିମନ୍ତେ କାମ କରିବାକୁ ଅବସର ପ୍ରଦାନ କରି ଥିବାରୁ ମୁଁ ବିଜୁ ଜନତା ଦଳ ସୁପ୍ରିମୋ ତଥା ଆମ ପ୍ରିୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜ୍ଞାପନ କରୁଅଛି।”
Sign in
Sign in
Recover your password.
A password will be e-mailed to you.
Prev Post