Browsing Category

ରାଜନୀତି

ପ୍ରଧାନମନ୍ତ୍ରୀଙ୍କ ଚାଷୀ କଲ୍ୟାଣ ଆଭିମୁଖ୍ୟ ମାର୍ଗରେ ରାଜ୍ୟସରକାର କଣ୍ଟା : ବିଜେପି

କୃଷି ଭିତିଭୂମି ପାଣ୍ଠି ଅଧୀନରେ ଏକ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟସଭାପତି  ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ବାଧକ ସାଜିଛନ୍ତି ରାଜ୍ୟସରକାର:ସମୀର   ପ୍ରଧାନମନ୍ତ୍ରୀ…

ସାଂସଦ ଇଂ ବିଶ୍ୱେଶର ରଖିଲେ ବର୍ଷକର ହିସାବ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡୁ ଆଜି ବାରିପଦା ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ସାଂସଦ ଭାବରେ ଅତିବାହିତ କରିଥିବା ବର୍ଷକର ରିପୋର୍ଟକାର୍ଡ ଉନ୍ମୋଚନ କରିବା ସହିତ ପ୍ରଦାନ କରିଛନ୍ତି । ମୟୂରଭଞ୍ଜ…

ସ୍ବେଚ୍ଛାକୃତ ପ୍ଲାଜମା ଦାନ କଲେ ନୟାଗଡ଼ର ଦୁଇ ବ୍ୟକ୍ତି 

ନୟାଗଡ଼ (ବିଶ୍ୱଜିତ ନାୟକ ) - ସାରା ଭାରତ ବର୍ଷରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ମଧ୍ୟ ଘରକୁ ଫେରୁଛନ୍ତି । କିଛି ଗୁରୁତର ରୋଗୀ ପ୍ରାଣ ହରାଉଛନ୍ତି ଏହି…

ଦଳର ବରିଷ୍ଠ ନେତ୍ରୀମାନଙ୍କୁ ଜିଲ୍ଲା ଇନଚାର୍ଜ ଭାବେ ଦାୟିତ୍ୱ ଦେଲା ବିଜେଡି 

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ବ ଆଦେଶଗୁଡିକୁ ବାତିଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଇ ଦଳର ବରିଷ୍ଠ ନେତ୍ରୀ ମାନଙ୍କୁ ବିଭନ୍ନ ଜିଲ୍ଲା ଇନ ଚାର୍ଜ ଭାବେ ଦେଇ ଛନ୍ତି | ଆଜି ଦଳ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି |  ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ…

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ” ରକ୍ତଦାନ ଶିବିର

ସଂଗୃହୀତ ହେଲା ୪୦ ୟୁନିଟ ରକ୍ତ  ଭୁବନେଶ୍ଵର : କ୍ରାନ୍ତି ଦିବସ ଠାରୁ ସ୍ୱତନ୍ତ୍ରତା ଦିବସ ପର୍ଯ୍ୟନ୍ତ ବିଜୁ ଜନତା ଦଳର  “ଓଡିଶା ମୋ ପରିବାର-ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଅନ୍ତର୍ଗତ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଅଭିଯାନର ଦ୍ଵିତୀୟ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର…

କୃଷି ଭିତିଭୂମି ପାଣ୍ଠି ଅଧୀନରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ :କୃଷକମୋର୍ଚ୍ଚା

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା ପ୍ରସଙ୍ଗ ଚାଷ ଓ ଚାଷୀଙ୍କ ହିତ ଦୃଷ୍ଟିରୁ ଏପରି ଏକ ଐତିହାସିକ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ସର୍ବଦା…

କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ : ‘ଓଡ଼ିଶା ମୋପରିବାର-ଜୀବନବିନ୍ଦୁ’ ଆନୁକୁଲ୍ୟରେ ଶୁଭ ଉଦ୍ଘାଟିତ…

ରାଜ୍ୟରେ ୩୦ଟି ଜିଲ୍ଲା ସଦର ମହକୁମାରେ ଏକ ସାଙ୍ଗରେ ଆରମ୍ଭ ହେଲା  ସପ୍ତାହବ୍ୟାପୀ ଅଭିଯାନ  ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ, ପ୍ରଥମଦିନରେ ସଂଗ୍ରହ ହେଲା ୧୪୫୦ରୁ ଉର୍ଦ୍ଧ୍ବ ୟୁନିଟ୍  ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ…

କ୍ରାନ୍ତି ଦିବସଠୁ ସ୍ୱାଧୀନତା ଦିବସ ଯାଏଁ ଜୀବନ ବିନ୍ଦୁ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତଦାନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ "ଓଡିଶା ମୋ ପରିବାର" ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆସନ୍ତାକାଲି ଅଗଷ୍ଟ ୯ ତାରିଖ (କ୍ରାନ୍ତି ଦିବସ) ରୁ ଅଗଷ୍ଟ ୧୫…

ଡ଼ିଜିପିଙ୍କ ପ୍ରତିଶୃତି ପରେ ବିଜେପି ଗଣଧାରଣାରୁ ଓହରିଲା 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦୁର୍ନୀତି ଗ୍ରସ୍ତ ତଥା ନିଲମ୍ବିତ ପୂର୍ବତନ ବେତନଟୀ  ତହସିଲଦାର ଅନିଷା ଦାସଙ୍କୁ ଗିରଫ ସହ କାର୍ଯ୍ୟରୁ ବରଖାସ୍ତ କରାଯିବା, ଜିଲ୍ଲାରେ ସମସ୍ତ ଚୋରା ଖଣି ଓ ବାଲି ଖାଦାନରୁ ଖଣିଜ ସମ୍ପଦର ଚୋରା ଚାଲାଣକୁ କ୍ରାଇବ୍ରାଞ୍ଚ ଦ୍ୱାରା ତଦନ୍ତ କରାଯିବା ଏବଂ ଏଥିରେ…

କୋଭିଡ୍୧୯ ବିପତ୍ତିକୁ ନେଇ ଯୁବ ବିଜେଡିର ରାଜ୍ୟସ୍ତରୀୟ ଭର୍ଚ୍ୟୁଏଲ ସମୀକ୍ଷା ବୈଠକ

କରୋନା ଭଳି ତିରୋଟ କାଳରେ ଯୁବ ବିଜେଡିର ଲୋକହିତକର କାର୍ଯ୍ୟକ୍ରମକୁ ପ୍ରଶଂସା  ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ସହ ପ୍ଲାଜମାଦାତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ପ୍ରସ୍ତାବ  ସମଗ୍ର ରାଜ୍ୟରେ କୋଭିଡ ବିପତ୍ତି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ତଥା ବିଜୁ ଜନତା ଦଳର…