Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବଲାଙ୍ଗିର ବି.ଇଡି. କଲେଜରେ ନାମଲେଖା ପ୍ରତ୍ୟାହାର କଲା ଏନ୍ସିଟିଇ
ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲା ଛାତ୍ର କଂଗ୍ରେସ
ବଲାଙ୍ଗିର(ନିରୋଜ ମିଶ୍ର) : ଏନ୍ସିଟିଇ ଚଳିତ ବର୍ଷ ଠାରୁ ବଲାଙ୍ଗିର ବି.ଇଡି. କଲେଜରେ ନାମଲେଖା ପ୍ରତ୍ୟାହାର କରିଛି । ଏହି ନାମ ଲେଖା ପ୍ରତ୍ୟାହାର ବିରୁଦ୍ଧରେ ଆଜି ଛାତ୍ର…
ଜଗତସିଂହପୁର ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳାଯାଉ – କଂଗ୍ରେସ
ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ପାଇଁ ଲିଖିତ ଆକାରରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀ ରାଉତରାୟ…
ପର୍ଯ୍ୟଟନ ସ୍ଥଳୀରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉ – ଶାନ୍ତନୁ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବାଦଳଗିରି ଜଳପ୍ରପାତରେ ଦୁଇ ଜଣ ଇଞ୍ଜିନିଅରିଂ ଛାତ୍ର ମୃତ୍ୟବରଣ କରିଥିବା ଘଟଣା ମନରୁ ଲିଭିନଥିବା ବେଳେ ଗତକାଲି ଲହୁଣୀପଡା ବ୍ଲକ ଅନ୍ତର୍ଗତ ବିରତୋଳା ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଭୋଜି କରିବାକୁ ଆସିଥିବା ଦୁଇଜଣ ଛାତ୍ର…
ଡ଼ଃ ସମ୍ବିତ ପାତ୍ରଙ୍କ ଦ୍ୱାରା ଭାଜପା କଟକ ନଗର କାର୍ଯ୍ୟାଳୟ ଉଦଘାଟନ
କଟକ(ଶାସକ ପ୍ରଶାସକ) : ଆଜି ଭାଜପା ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ରଙ୍କ କଟକ ଗସ୍ତ ଅବସରରେ କଟକ ନଗର କାର୍ଯ୍ୟାଳୟ ଯୋବ୍ରା ଦାସ ସାହି ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଡ଼ଃ ପାତ୍ର କାର୍ଯ୍ୟକର୍ତା ବନ୍ଧୁମାନଙ୍କୁ ନୂତନ ଗୃହ ପ୍ରବେଶର ଶୁଭେଛା ଜଣାଇ…
ପ୍ରଧାନମନ୍ତ୍ରୀ ଓ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ବିଜେପିର ନୂଆ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ୪ ଓଡିଆ
ନବନିଯୁକ୍ତ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ
ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଗଠିତ ହୋଇଥିବା ନୂଆ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ୪…
“କେନ୍ଦ୍ର ସରକାର କଲେ ଜିଏସଟି ଚୋରି, ଚୋରିକୁ ମୁଖ୍ୟମନ୍ତ୍ରୀ କରିଛନ୍ତି ସମର୍ଥନ”
ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଂକ ଗୁରୁତର ଅଭିଯୋଗ
ଭୁବନେଶ୍ୱର(ଶାସକ ପ୍ରଶାସକ) - ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜ୍ୟାଜନକ ସ୍ଥିତି ଦେଖାଦେଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଏକ ପ୍ରେସବାର୍ତାରେ କହିଛନ୍ତି । ସେ କହିଛନ୍ତି…
ବିଧାନସଭାର ମୈାସୁମୀ ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳର ୱେବିନାରରେ ବୈଠକ
ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ନେତା ଓ ପଦାଧିକାରୀ ସାମିଲ
ବିଜୁଳି ଦର ବୃଦ୍ଧି, ସାଂପ୍ରତିକ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତୃଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡିଆ ଶ୍ରମିକ ସମସ୍ୟା, ନୂତନ ଓଡିଶା…
ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ହିରାଲାଲ ବେହେରା ମନୋନୀତ l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ବିଜୁ ଯୁବ ଜନତା ଦଳ ର ରାଜ୍ୟ କର୍ମକର୍ତ୍ତା ଙ୍କ ନାମ ଆଜି ଘୋଷଣା ହୋଇଛି l ଏହି ଅବସରରେ ସମ୍ବଲପୁର ର ସକ୍ରିୟ ଯୁବ ନେତା ହୀରାଲାଲ ବେହେରା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି l ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ…
ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ପଦ ପୁଣି ପାଇଲେ ଡ଼. ସିଦ୍ଧାନ୍ତ ମହାନ୍ତି l
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )- ବିଜୁ ଛାତ୍ର ଜନତା ଦଳର ରାଜ୍ୟ କର୍ମକର୍ତ୍ତା ସହିତ ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା ହୋଇଛି। ସମ୍ବଲପୁର ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ପଦ ପୁଣି ଥରେ ଡ଼. ସିଦ୍ଧାନ୍ତ ମହାନ୍ତି ପାଇଛନ୍ତି। ପୂର୍ବରୁ ଶ୍ରୀ ମହାନ୍ତି ଦଳର ଛାତ୍ର ସଙ୍ଗଠନ କୁ …
୧୦୪ତମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ; ମଣିପୁରରେ ମୁଖ୍ୟ ଅତିଥି ବୈଜୟନ୍ତ ପଣ୍ଡା
ଭୁବନେଶ୍ବର/ଇମ୍ଫାଲ : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ମଣିପୁରରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧାୟଙ୍କ ୧୦୪ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ମଣିପୁର ବିଜେପି ମୁଖ୍ୟାଳୟରେ…