Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଟିକଟ ପାଇନୁ ଵୋଲି ଉଣା ନାହିଁ ମନ : ସଫେଇ ଦେଲେ ରବି ଓ ଜୀବନ
ବାଲେଶ୍ୱର: ଯେତେ ଲୁଚେଇଲେ ବାଲେଶ୍ୱର ବିଜେଡିରେ ଭିତିରି ଅସନ୍ତୋଷ ପଦାକୁ ଆସିଯାଉଛି ସାମାଜିକ ଗଣମାଧ୍ୟମରେ । କିଛି ନେତା ବି ଜାଣି ଶୁଣି ଏଭଳି ଖବର ବି ସାମାଜିକ ଗଣମାଧ୍ୟମରେ ପ୍ରାୟୋଜିତ ଭାବେ କରାଉଛନ୍ତି | କେତେ ବେଳେ ରବି ଜେନାଙ୍କୁ ନେଇ ବାହାରୁଛି ତ କେତେବେଳେ ଆଲୋକ ସାହୁଙ୍କୁ ନେଇ…
ରାଜ୍ୟରେ ଦଳିତ ହୋଇ ଜନ୍ମ ନେବା ଏକ ଅଭିଶାପ:ବିଜେପି
ଦିଗପହଣ୍ଡି ଦଳିତ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି
ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ…
ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଯୁବ କଂଗ୍ରେସର ଯୋରଦାର ବିରୋଧ
ପୁରୀ : "ବଗଲା ଧରମସାଲା ଜମିନ୍ ଲୁଟଲିଏ ନବୀନ ବାବୁ ..ଗୋ ବ୍ୟାକ୍" । ଏପରି ଶ୍ଳୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ କରିଥିଲା ପୁରୀ ଯୁବ କଂଗ୍ରେସ । ତିନୋଟି ଅଲଗା ଅଲଗା ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଯୋଯନାବଦ୍ଧ ଭାବେ ବିରୋଧ କରିଥିଲା ଯୁବ କଂଗ୍ରେସ । ବଗଲା…
ସମ୍ପୂର୍ଣ୍ଣ ଭାବେ ଭୁଷୁଡି ଯାଇଛି ମୟୂରଭଂଜ ଜିଲ୍ଲାର ସ୍ବାସ୍ଥ୍ୟ ସେବା
ଜିଲ୍ଲାରେ ବିଗିଡା ସ୍ବାସ୍ଥ୍ୟ ସେବା ନେଇ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ
ବାରିପଦା(ଦିଲ୍ଲୀପ ମହାନ୍ତି )-ଓଡିଶାର ସର୍ବବୃହତମ ମୟୂରଭଂଜ ଜିଲ୍ଲାର ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ଭୁଷୁଡି ଯାଇଛି ବୋଲି ମୟୂରଭଂଜ ବିଜେପି ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଆୟୋଜିତ …
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଜନସେବାରେ ସମର୍ପିତ କଲା ବିଜୁ ଛାତ୍ର ଜନତା ଦଳ
ରକ୍ତଦାନ ଶିବିର ଆୟୋଜନ ସହ କଲା ବୃକ୍ଷରୋପଣ, ଜନ ସଚେତନତା ଓ ମାସ୍କ ବଣ୍ଟନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର…
କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : କୌଣସି କୋଠାକୁ ସିଲ୍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ । ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର…
ଡ଼ବ୍ଲ୍ୟୁଓଡିସିକୁ ସ୍ୱଂୟଶାସିତ କରି ବାର୍ଷିକ ହଜାରେ କୋଟି ଦିଅନ୍ତୁ ରାଜ୍ୟସରକାର :ପ୍ରଦୀପ ପୁରୋହିତ
ପଶ୍ଚିମ ଓଡିଶା ବିକାଶରେ ‘ପଶ୍ଚିମ ଓଡିଶା ବିକାଶ ପରିଷଦ’ ବାଧକ ସାଜିଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ ପ୍ରସଙ୍ଗ
ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ କରିବା ପାଇଁ ଦାବୀ
ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଥଇଥାନର…
ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର, ୭୪ ୟୁନିଟ୍ ରକ୍ତ ସଂଗୃହୀତ
ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ "ରକ୍ତ ଅଭାବରୁ ଜୀବନ ହାନି ନ ହେଉ" ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୦ ମଞ୍ଚେଶ୍ଵର ଶିଳ୍ପାଞ୍ଚଳ ଜଗନ୍ନାଥ ଲେପ୍ରୋସି କଲୋନୀ…
ହାଥରସ୍ ଘଟଣାରେ ଉତର ପ୍ରଦେଶ ସରକାରଙ୍କ ବରଖାସ୍ତ ଦାବି କଲା ପିସିିସି ଅନୁସୂଚିତ ଜାତି ବିଭାଗ
ଭୁବନେଶ୍ୱର- ଉତର ପ୍ରଦେଶ ରାଜ୍ୟର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ । ଯୋଗୀ…
ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲ୍ଲା କୁମାରଙ୍କ ୬ ଦିନିଆ ଓଡିଶା ଗସ୍ତ
ଭୁବନେଶ୍ୱର – ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ.ଚେଲ୍ଲା କୁମାର ଆସନ୍ତାକାଲି ମଙ୍ଗଳବାର ଇଣ୍ଡିଗୋ ବିମାନ ଯୋଗେ ଅପରାହ୍ନ ୫ ଘଟିକା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ସିଧା ପୁରୀ ଅଭିମୁଖେ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭୁବନେଶ୍ୱରରେ ରାତ୍ରୀଯାପନ କରିବେ ।…