Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
“ଲେଖାଶ୍ରୀଙ୍କ ମନ୍ତବ୍ୟ ଓଡ଼ିଆ ଜାତି ପାଇଁ ଅପମାନ : ସେ ଆଉ ରାଣୀ ପଣ୍ଡା ଏକା କାଟାଗୋରୀର “
http://www.youtube.com/watch?v=RgEsB9Je6mc
ଘଟଗାଁ (ଶାସକ ପ୍ରଶାସକ) : ଶ୍ରୀକ୍ଷେତ୍ର ପୁରୀକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବୃତି ଓ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଶସ୍ତା ମନ୍ତବ୍ୟ ପ୍ରତିବାଦରେ ଆଜି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ…
ମୁହଁ ଖୋଲିଲେ ସମ୍ବିତ : ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପକାଇଲେ ତାଳି
କହିଲେ ପୁରୀ ଧାମ ଏବଂ ପ୍ରଭୃ ଜଗନ୍ନାଥଙ୍କ ପାଇଁ ଓଡିଶା ପ୍ରସିଦ୍ଧ
ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟସରକାରଙ୍କୁ ଅନୁରୋଧ କଲେ
ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଆଉ ଭକ୍ତମାନଙ୍କୁ ବଂଚିତ ରଖନ୍ତୁ ନାହିଁ ରାଜ୍ୟସରକାର
ଭୁବନେଶ୍ୱର,: ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦିୟ ତଥା ଅପମାନ ସୂଚକ…
ଓଡ଼ିଆ ଜାତି ଓ ଓଡ଼ିଶାକୁ ଅପମାନିତ କରିବା ଲେଖାଶ୍ରୀଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି : ବିଜୟ
ଭୁବନେଶ୍ୱର : ପୂର୍ବରୁ ସୁରତ ରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପତ୍ନୀମାନେ ଦେହ ବ୍ୟବସାୟ କରନ୍ତି ବୋଲି କହି ଓଡ଼ିଶାର ମା ଭଉଣୀ ମାନଙ୍କୁ ଅପମାନିତ କରିଥିବା ବେଳେ ଏବେ ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ପୁରୀ ବିଷୟରେ ଲଜ୍ଜାଜନକ ମନ୍ତବ୍ୟ ଦେଇ ବିଜେପି ନେତ୍ରୀ…
ବିହାର ବିଜୟ ଏନ୍.ଡ଼ି.ଏର ସଫଳତା: ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା
ବିହାର ନିର୍ବାଚନରେ ବିଜେପିର ବିଜୟ ଏବଂ ଏନ୍.ଡ଼ି.ଏର ସଫଳତା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ବେଶ ଖୁସି ଓ ଆସ୍ୱସ୍ତି ଆଣିଦେଇଛି । ବିଜେପି ଦଳର ଅଧ୍ୟକ୍ଷ ହେବା ପରେ ଜେ.ପି.ନଡ୍ଡାଙ୍କ ସମ୍ମାନ ଅନେକାଂଶରେ ବିହାର ନିର୍ବାଚନ ଉପରେ ନିର୍ଭର କରୁଥିଲା । ବିହାର ନିର୍ବାଚନର ବିଜୟ ପରେ ରାଜନୈତିକ…
ନଡ୍ଡାଙ୍କ ନୂଆ ପ୍ରଭାରୀ ଟିମ ଘୋଷିତ, ଓଡିଶା ପାଇଁ ପ୍ରଭାରୀ ନିଯୁକ୍ତ ହେଲେ ପୁରନ୍ଦେଶ୍ୱରୀ,
ଆସାମ- ଦିଲ୍ଲୀର ପ୍ରଭାରୀ ହେଲେ ବୈଜୟନ୍ତ , ସମ୍ବିତଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ୱ
ଭୁବନେଶ୍ୱର(ଶାସକ ପ୍ରଶାସକ) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଂଚଳ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛନ୍ତି | ଓଡିଶା ପ୍ରଭାରୀ ଭାବେ ଡ଼ି.…
ଆଜି ନବୀନଙ୍କ ନାଁ ନେଇ ଟାର୍ଗେଟ କଲେ ବୈଜୟନ୍ତ
"ନବୀନ ପଟ୍ଟନାୟକଙ୍କ ପୋଲିସ ବି ସେମିତି କରୁଛି"
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାଲି ଟାର୍ଗେଟ କରିଥିଲେ ଓଡିଶା ସରକାରଙ୍କୁ | ଆଜି ସିଧା ସଳଖ ଟାର୍ଗେଟ କରିଛନ୍ତି ପୋଲିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ | ଜଣାଶୁଣା ଲେଖକ ଆନନ୍ଦ…
ମଉକା ପାଇ ଚଉକା ମାରିଲେ ବୈଜୟନ୍ତ : ପାକିସ୍ଥାନ ପରେ ଏବେ ଏକଛତ୍ରବାଦୀ
" ସୁପ୍ରିମକୋର୍ଟଙ୍କ ରାୟ ଓଡିଶା ସମେତ ୪ ରାଜ୍ୟର ସ୍ୱେଚ୍ଛାଚାରୀ ଶାସନ ପାଇଁ ଚେତାବନୀ"
ଭୁବନେଶ୍ୱର : ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାପରେ ନିଜ ମନ ଭିତରେ ଥିବା ଅସନ୍ତୋଷକୁ ଉଦ୍ଗାରିଛନ୍ତି ବିଜେପି ରାଷ୍ଟ୍ରୀୟ…
“ଚକ୍ରାନ୍ତକାରୀମାନେ ନିଜ ଉଦ୍ୟମରେ ସଫଳ ହୋଇଛନ୍ତି “
ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଷଡ଼ଯନ୍ତ୍ରର ପ୍ରତିଫଳନ : ଜୀବନ
ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ସେ ବିଜେଡି କର୍ମୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ : ରବି ଜେନା
ବାଲେଶ୍ୱର(ଶାସକ ପ୍ରଶାସକ): ଦଳୀୟ ଶୃଙ୍ଖଳା ତଥା ଅନୁଶାସନ ଉଲ୍ଲଂଘନ ଓ ବାଲେଶ୍ୱର ଉପ-ନିର୍ବାଚନରେ ଦଳ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଦେଶରେ ଦ୍ରୁତ ବିକାଶ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
ବିହାରରେ କେନ୍ଦ୍ରମନ୍ତ୍ରୀଙ୍କ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର
• ବଗହା, ରିଗା ଏବଂ ଅରାଇ ନିର୍ବାଚନ ମଣ୍ଡଳିରେ ପ୍ରଚାର
• ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କଲେ ନିବେଦନ
• ବିହାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନରାତି କାର୍ଯ୍ୟରତ ଏନଡିଏ ସରକାର
• ବିହାରବାସୀ ଯୁବରାଜଙ୍କ…
“ନବୀନ-ମୋଦି (ନମୋ) ମିଳିମିିଶି, ଓଡିଶାକୁ ନେଲେ ଶୋଷି : କଂଗ୍ରେସ
୬ ବର୍ଷରେ ୭୨ ହଜାର କୋଟିର ହକ୍ ହରାଇଲା ଓଡିଶା: କୈଫତ୍ ମାଗିଲା କଂଗ୍ରେସ
ଭୁବନେଶ୍ୱର – ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପରଠାରୁ ଓଡିଶାରେ ‘ନମୋ’ ଅର୍ଥାତ୍ ନବୀନ - ମୋଦିଙ୍କ ଅଘୋଷିତ ମେଂଟ ସରକାର ରାଜ୍ୟ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଂଚାଇଥିବାର…