Browsing Category

ରାଜନୀତି

 ପରାଜୟ ଅପବାଦରୁ ଖସିବାକୁ ବିଜେପି ନାଟକ କରୁଛି: ବିଜେଡି

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ସଂକ୍ରାନ୍ତରେ ନିଶ୍ଚିତ ହେବାପରେ ବିଜେପି ଏବେ ବିବ୍ରତ ଓ ହତାଶ ହୋଇପଡିଛି । ଏଥିପାଇଁ ଅଭ୍ୟାସଗତ ଭାବରେ ମିଥ୍ୟା ଅଭିଯୋଗ କରିବା ସହ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ଓ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ ପରାଜୟ ଅପବାଦରୁ…

ଅପରାଧିଙ୍କୁ ସମର୍ଥନ କରିବା ବିଜେପିର ଅଭ୍ୟାସଗତ: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ମିଥ୍ୟା ଏବଂ ଭିତ୍ତିହୀନ ବିବୃତ୍ତି ଦେବା ସହିତ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ସମର୍ଥନ କରିବା ଓଡିଶା ବିଜେପିର ଅଭ୍ୟାସଗତ ହୋଇଗଲାଣି । ଆଜିର ସାମ୍ବାଦିକ ସମ୍ମିଳନୀରେ ସେମାନେ ଜଣେ ଅପରାଧୀଙ୍କୁ ସମର୍ଥନ କରିଛନ୍ତି ଯାହା କି ଅତ୍ୟନ୍ତ ଦୁଃଖଦାୟକ…

ମୁଖଲଜ୍ୟା ଘୋଡାଇବାକୁ ବିଜେପିର ମିଥ୍ୟା ଅଭିଯୋଗ: ବିଜେଡି

ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜେପି ପ୍ରାର୍ଥୀଙ୍କ ସହଯୋଗୀ ୫୦ଲକ୍ଷ ଟଙ୍କା ସହିତ ପୁଲିସ୍‍ ହାତରେ ଧରାପଡିବାପରେ ଏବେ ମୁଖଲଜ୍ୟା ଘୋଡାଇବାକୁ ବିଜେପି ମିଥ୍ୟା ଅଭିଯୋଗ ଆଣିଛି । ତେବେ ଦଳର ଏଭଳି ମିଥ୍ୟା ଅଭିଯୋଗକୁ ସାଧାରଣ ଲୋକେ ବିଶ୍ୱାସ କରୁନଥିବାବେଳେ ଏହାର ଠିକଣା ଜବାବ ଦେବେ ବୋଲି…

ପିପିଲି ଏନଏସି ଅଂଚଳରେ ବିଜେପି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଅନ୍ୟ ପରି ଠକିବି ନାହିଁ,ପିପିଲି-ଡେଲାଙ୍ଗ ସେବାରେ ଥକିବି ନାହିଁ: ଆଶ୍ରିତ ପଟ୍ଟନାୟକ ପିପିଲି-ଡେଲାଙ୍ଗ: ହିଂସା ଓ ଭୟର ଭାବମୂର୍ତୀକୁ ବଦଳାଇ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳକୁ ବିକାଶର ଏକ ମଡେଲ ଭାବେ ଗଢି ତୋଳିବାକୁ ମୁଁ ବଦ୍ଧ ପରିକର ଏବଂ ରାଜ୍ୟର ଏକ ନମ୍ବର ନିର୍ବାଚନ କ୍ଷେତ୍ର ଭାବେ…

ଅଳ୍ପବିଦ୍ୟା ଭୟଂକରୀ, ବିଧି ବିଧାନ ନଜାଣି ବିଜେପି ଲୋକହସା: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଧି ବିଧାନ ସଂକ୍ରାନ୍ତରେ ଅବହିତ ନହୋଇ ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଜେପି ନେତ୍ରୀ ସିଏଜି ରିପୋର୍ଟ ଉପରେ ଆଜି ଯେଭଳି ପୁଳାଏ ଅସତ୍ୟ କହିଛନ୍ତି ଯାହା ସମ୍ପୂର୍ଣ୍ଣ, ଅବାସ୍ତବ, କପୋଳକଳ୍ପିତ ଏବଂ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର…

ବାଚସ୍ପତି ବିଧାନସଭାର ଗାରିମା ରକ୍ଷା କରିବା ପାଇଁ ନୁହେଁ, ଦଳୀୟ ଆଭିମୁଖ୍ୟର କାମ କରୁଛନ୍ତି:ପ୍ରଦୀପ୍ତ ନାଏକ

ଭୁବନେଶ୍ୱର,: ବିଧାନସଭାରେ ବିଧେୟକ ପାରିତ ହେବା ସମୟରେ ସାଧାରଣ ବିଧାୟକର କହିବାର ଅଧିକାର ରହିଛି । କିନ୍ତୁ ୨ଟି ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭା ଗୃହରେ ଛିଡା ହେବା ପରେ ମଧ୍ୟ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଲେ ନାହିଁ । ଏଥିପାଇଁ ବିଜେପି…

ବିଜେପି ବିଧାୟକଙ୍କ ଆଚରଣ ସଇତାନର ବେଦପାଠ ଭଳି : ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ): ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବାପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ । ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ…

ଦୁଇ ଗୋଟି ରକ୍ତଦାନ ଶିବିରରୁ ୧୩୪ ୟୁନିଟ ରକ୍ତ ସଂଗ୍ରହ 

ରକ୍ତଦାନ ଶିବିରରେ ସେଲ୍ଫି ପଏଣ୍ଟ ବରଗଡ :-ରାଜ୍ୟରୁ ରକ୍ତର ଅଭାବ କୁ ଦୂର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସମସ୍ତ କାର୍ଯକାର୍ତ୍ତ ମାନଙ୍କୁ ରକ୍ତ ଦାନ କରିବା ଓ ରକ୍ତ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି । ବିଜୁ ଜନତା…

ଗୋଲକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା : ଖୁସି ବ୍ୟକ୍ତ କଲେ ଧର୍ମେନ୍ଦ୍ର 

ଭୁବନେଶ୍ୱର( ଶାସକ ପ୍ରଶାସକ) : ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଦଳ ପାଇଁ କରିଥିବା ନିଷ୍ଠାପୂର୍ଣ୍ଣ ପ୍ରଚାର ତଥା ପରିଶ୍ରମ ପାଇଁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାବାସୀ | ପଶ୍ଚିମବଙ୍ଗ ନିର୍ବାଚନ…

ବୁଝିପାରୁନାହାନ୍ତି ଲେଖାଶ୍ରୀ : ବିଜେଡି

ଭିତ୍ତିହୀନ ଆରୋପ ଲଗାଇବାରେ ସିଦ୍ଧହସ୍ତା : ଲେନିନ  ଭୁବନେଶ୍ୱର(ଶାସକ ପ୍ରଶାସକ): ବିଶ୍ୱବିଦ୍ୟାଳୟ ପେନ୍‍ସନଧାରୀଙ୍କ ପେନସନ୍‍ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ପତ୍ରରେ କୌଣସି ଠାରେ ଉଲ୍ଲେଖ ନାହିଁ । ସେମାନେ ପୂର୍ବଭଳି ପେନ୍‍ସନ ପାଇ ଚାଲିବେ । ପେନ୍‍ସନ୍‍ ପାଇବା ସଂକ୍ରାନ୍ତରେ ବିଜେପି…