Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଦଳବିରୋଧୀ କାର୍ଯ୍ୟ:ବିଜେପିରୁ ବିଦା ହେଲେ ମିହିର ମହାପାତ୍ର
ଭୂବନେଶ୍ୱର: ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ପୁରୀ ଜିଲ୍ଲା ପରିଷଦ ଜୋନ ନଂ-୨୫ର ଶ୍ରୀ ମିହିର ମହାପାତ୍ରଙ୍କୁ ପାର୍ଟିରୁ ବହିଷ୍କାର କରାଗଲା ବୋଲି ଏକ ପ୍ରେସ ବିଜ୍ଞପ୍ତି…
କେନ୍ଦ୍ରର ଓଡିଶା ଓ ଚାଷୀ ବିରୋଧି ମନୋଭାବ ଜାରି ରହିଛି: ବିଜେଡି
ଚାଷୀଙ୍କ ବିପଦ ବେଳେ ଦେଖା ଦେଉନାହାନ୍ତି ରାଜ୍ୟର ବିଜେପି ସାଂସଦ
ତୁରନ୍ତ ବଳକା ଚାଉଳ ଉଠାଇବାକୁ ଦାବି କଲା ବିଜେଡି
୮ ତାରିଖରେ ବିଜେଡିର ଘେରାଉ ଏଫ୍ସିଆଇ ଦପ୍ତର
ଭୁବନେଶ୍ୱର: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ବିରୋଧୀ ତଥା କୃଷକ ବିରୋଧୀ ମନୋଭାବ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଜମିଲାଣି ପ୍ରଚାର
ସଭାସମିତି ଉପରେ କଟକଣା, ସୋସିଆଲ ମିଡ଼ିଆ ଭରସା
ଡିଜିଟାଲ ପ୍ରଚାରରେ ଆଗରେ ସମିତି ସଭ୍ୟ ପ୍ରାର୍ଥୀନୀ ଶାନ୍ତା ଦାସ
ବାଲେଶ୍ୱର- କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ପ୍ରଚାର ଲାଗି ରାଜ୍ୟ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି I ଯେ…
ଏକ ଦକ୍ଷ ଜିଲ୍ଲାପରିଷଦ ଗଠନ ପାଇଁ କଂଗ୍ରେସ ହିଁ ଏକ ମାତ୍ର ବିକଳ୍ପ- ନରସିଂହ
ଜୋନ ନଂ୩୩ ଜିଲ୍ଲା ପରିଷଦ ପ୍ରାର୍ଥି ତନୟା ବେହେରାଙ୍କ ପାଇଁ ପ୍ରଚାର କଲେ ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର) - ଲୋକେ ଗତ ପାଞ୍ଚ ବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଦଳକୁ ବହୁ ପରିମାଣରେ ଭୋଟ ଦେଇ ବିଜୟୀ କରିଥିଲେ । ଆଶା କରିଥିଲେ ଆପଣଙ୍କ ଅଂଚଳର ବିକାଶ ହେବ । କିନ୍ତୁ ବିକାଶ ହେବା…
ଜିଗ୍ନୀପୁର: ସମିତିସଭ୍ୟ ପ୍ରାର୍ଥୀ ଅଶୋକ ଓଝା ଓ ସରପଂଚ ପ୍ରାର୍ଥିନୀ ତିଳୋତ୍ତମା ରାଉତଙ୍କ ପ୍ରତି ବଢୁଛି ସମର୍ଥନ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି) :-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମପଂଚାୟତରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ପରିଚିତ ଯୁବ ସମାଜସେବୀ ତଥା ସମିତିସଭ୍ୟ ପ୍ରାର୍ଥୀ ଅଶୋକ କୁମାର ଓଝା ପଂଚାୟତରେ ତାଙ୍କର ଜନସମ୍ପର୍କ କାର୍ଯ୍ୟକ୍ରମ ଓ ପ୍ରଚାର ଜୋରଦାର କରିଥବା ବେଳେ ଏବେ ତାଙ୍କ…
ଯୋଗ୍ୟ ପ୍ରାର୍ଥୀଙ୍କୁ ନିର୍ବାଚିତ କଲେ ଅଞ୍ଚଳ ର ଭବିଷ୍ୟତ ସୁରକ୍ଷିତ ରହିବ-ବିଧାୟକ ବରିହା
ଝାରବନ୍ଦ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ଗ୍ରାମାଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି।ଗାଁ ଗାଁ ରେ ନେତା ଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଭୋଟ ପାଇଁ ପ୍ରତିଶ୍ରୁତି ର ଲମ୍ବା ଫର୍ଦ୍ ଦିଆ ଯାଉଛି।ଏକ…
କଂଗ୍ରେସଦଳର ବିଶାଳ ବାଇକ ଶୋଭାଯାତ୍ରା ସହ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ବିଶାଳ ବାଇକ ସଭା ଯାତ୍ରା ସହ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି ।ଏଅବସରରେ ରାୟଗଡା ଜିଲ୍ଲା କଂଗ୍ରେସ ଦଳର ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ମୁଖ୍ୟ…
ବିଜେଡିରୁ ଦୁଇ ଜଣଙ୍କୁ ବହିଷ୍କାର କଲେ ବ୍ଲକ ସଭାପତି
ଜଗତସିଂହପୁର - ତିର୍ତ୍ତୋଲ ବ୍ଲକ ରେ ଗତ କିଛି ଦିନ ହେବ ବିଜେଡି ଦଳରୁ ବହିଷ୍କାର ପର୍ବ ଚାଲିଛି. ତେନ୍ତୁଳିପଦା ସରପଞ୍ଚ ଲଷ୍ମୀପ୍ରିୟା ବେହେରା, ମୂଳିସିଂଙ୍ଗ ର ସଭାପତି ରମେଶ ଦାସ ଙ୍କୁ ବିଧାୟକ ବିଜୟ ଶଙ୍କର ଦାସଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଦଳରୁ ବହିଷ୍କାର…
ବିଜେଡିରେ ଯୋଗ ଦେଲେ ହାଲୁପାଲି ଗ୍ରାମର ବହୁସଂଖ୍ୟକ ବିଜେପି କର୍ମୀ
ଭଟଲି (ଶାସକ ପ୍ରଶାସକ) ଭୋଟ ଯେତିକି ପାଖେଇ ଆସୁଛି ସମଗ୍ର ବରଗଡ଼ ଜିଲ୍ଲା ଖାସ କରି ଭଟଲି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନେତୃତ୍ୱରେ ଓ ଗୋଟି ଚାଳନାରେ ଶକ୍ତିଶାଳୀ ହେବାରେ ଲାଗିଛି | ବିରୋଧୀ ଶିବିର ଛାଡି ବିଜେଡିରେ ସାମିଲ ହେଉଛନ୍ତି ସ୍ଥାନୀୟ ନେତା ଓ କର୍ମୀ | ଆଜି ଭଟଲି…
ବିଜେପି ନେତା ଇଂ ହରିହର ବେହେରାଙ୍କୁ ସମ୍ବର୍ଦ୍ଧନା
ଜଗତସିଂହପୁର(ସୁମନ୍ତ ଦାସ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର )ପଞ୍ଚାୟତରେ ଥିବା ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ପୀଠରେ ବିଜେପି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଆଜି ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ମମତା ମଲ୍ଲିକ ଓ ସମିତି ସଭ୍ୟା ପ୍ରାଥୀନି…