Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେପି ଚିନ୍ତାଧାରାରେ ଗଣମାଧ୍ୟମ ଅସୁରକ୍ଷିତ: ବିଜେଡି
ଓଡିଶାବାସୀ ଶାନ୍ତିପ୍ରିୟ ଓ ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ
ପରାଜୟ ଭୟରେ ରାଜ୍ୟ ବିଜେପି ଏବେ ରକ୍ତମୁଖା ହୋଇଛି
ଓଡିଶାରେ ବିହାର ଓ ଉତ୍ତରପ୍ରଦେଶ ଭଳି ହିସାଂକାଣ୍ଡ ଭିଆଉଛି ବିଜେପି
ରକ୍ତମୁଖା ବିଜେପିକୁ ପୁଣି ପରାଜୟର ରାସ୍ତା ଦେଖାଇବେ ଓଡିଶାବାସୀ…
ମୋତେ ହରାଇବାକୁ ଛତିଶଗଡି ନେତାଙ୍କ ଲମ୍ବା ଲାଇନ :- ସନ୍ତୋଷ ବେହେରା
ବରଗଡ :- ଆଜି ପାଇକମାଲ ଝାରବନ୍ଧ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ । ଆଜି ସନ୍ଧ୍ୟା ଛଅଟା ପରେ ପ୍ରଚାର ବନ୍ଦ ହୋଇଯିବ । ଇତି ମଧ୍ୟରେ ନିଜର ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ପାଇଁ ସମସ୍ତ ଦଳ ଲାଗି ପଡିଛନ୍ତି । ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର…
ଗୁରୁପ୍ରସାଦଙ୍କ ଲୋକପ୍ରିୟତାରେ ବିରୋଧୀ ଛାନିଆଁ !
ହାଟଡିହୀ(ଶାସକ ପ୍ରଶାସକ)-କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକ ଅନ୍ତର୍ଗତ ହାଟଡିହୀ ପଂଚାୟତର ସରପଂଚ ପ୍ରାର୍ଥୀ ଗୁରୁପ୍ରସାଦ ଉକ୍ରଳ କେଶରୀ (ପପୁ) ଙ୍କ ପ୍ରଚାର ଜୋରଦାର ଚାଲିଥିବାବେଳେ ତାଙ୍କର ଲୋକପ୍ରୟତା ବଢିବାରେ ଲାଗିଛି ।ଗୁରୁପ୍ରସାଦ ଜଣେ ଯୁବ ସମାଜ ସେବୀ ତଥା ଆଧ୍ୟାତ୍ମିକବାଦୀ, ସଂଗଠନ…
ଦଳବିରୋଧୀ କାର୍ଯ୍ୟ : ବିଦା ହେଲେ ୫ ନେତା
ଭୁବନେଶ୍ୱର:ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ନିମ୍ନଲିଖିତ ସଦସ୍ୟଙ୍କୁ ପାର୍ଟୀରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।୧. ଶ୍ରୀ ରାମଚନ୍ଦ୍ର ଦାସ…
“ଖ” ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ବୋମି ଗୌରିଦେବୀଙ୍କ ପକ୍ଷରୁ ପ୍ରଚାର ଜୋରଦାର
କଲ୍ୟାସିଂହପୁର/ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ 'ଖ 'ଜୋନ ଜିଲ୍ଲା ପରିଷଦ ପାଇଁ ପ୍ରଚାର ଜୋରଦାର କରିଛି ବିଜେଡି । "ଖ" ଜୋନର ମହିଳା ବିଜେଡି ପ୍ରାର୍ଥୀ ବୋମି ଗୌରିଦେବୀ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । "ଖ" ଜୋନ ଜିଲ୍ଲା ପରିଷଦ ଆସନରେ ୭ଗୋଟି ପଞ୍ଚାୟତ ରହିଛି ଓ…
କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମନ୍ତବ୍ୟ ଡାହା ମିଛ: ବିଜେଡି
ଆକ୍ରମଣ କରିନଥିଲେ ତ ହାଇକୋର୍ଟରୁ ଜାମିନ କ’ଣ ପାଇଁ ?
କେନ୍ଦ୍ରମନ୍ତ୍ରୀଙ୍କ ଆରୋପ ରାଜନୈତିକ ଓ ନୈତିକତା ଦୃଷ୍ଟିରୁ ନିମ୍ନ ସ୍ତରର
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ତାଙ୍କର ବିବୃତ୍ତି ଜରିଆରେ ଯେଭଳି ମିଥ୍ୟା ତଥ୍ୟ ରଖିଛନ୍ତି ତାହା ଡାହା ମିଛ ବୋଲି…
ଦର୍ପଣଗଡ଼ ଗ୍ରାମ ପଂଚାୟତରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ଦର୍ପଣ ଗଡ଼ ସଂଖ୍ୟା ଲଘୁ ବସ୍ତିରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନଵାଜ୍ ଏକ ନମାଜ୍ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ନିର୍ବାଚନ ସଭାରେ ଯୋଗ ଦେଇ ବିଜୁ ଜନତା ଦଳ ବିଜେପି ସରକାର ଙ୍କ ବିରୋଧରେ ବର୍ଷିଥିଲେ | ପଚିଶ ବର୍ଷ ସରକାରରେ ନାରୀ…
ବିଜେଡିର ବିଳମ୍ବିତ ପ୍ରଚାରକୁ କଂଗ୍ରେସର ବିରୋଧ ।
ଉମରକୋଟ/ଜିତେନ୍ଦ୍ର ମହାନ୍ତି : ବିଳମ୍ବିତ ପ୍ରଚାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ | ଉଭୟ କଂଗ୍ରେସ ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳରେ ।ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ…
୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବକିଶୋର କାପଙ୍କ ମାରାଥନ୍ ପ୍ରଚାର
ନିଶ୍ଚିନ୍ତକୋଇଲି//ଦେବେନ୍ଦ୍ର ଷଢଙ୍ଗି : ରାଜ୍ୟ ସୁନାମଧନ୍ୟ ପ ।ୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ସମର୍ଥନରେ ନିଶ୍ଚିନ୍ତକୋଇଲି ବ୍ଲକ ୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଭାବେ ଯୁବନେତା ଆର.କେ.ବିପ୍ଳବକିଶୋର କାପଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଟିକେଟ୍ ପ୍ରଦାନ କରାଯାଇଛି । ଆଗାମୀ…
ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରାପଡାରେ ବିଶାଳ ଭର୍ଚୁଆଲ ରାଲି
ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବାକୁ ବୈଜୟନ୍ତ ପଣ୍ଡାଙ୍କ ଆହ୍ବାନ
ଭୁବନେଶ୍ବର/କେନ୍ଦ୍ରାପଡା- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ସଭାପତି କିଶୋର ପଣ୍ଡାଙ୍କ ଅଧକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଏକ…