କାଶୀପୁର ରୁ ବୈକୁଣ୍ଠ ଦୁରିଆ : ନେସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ (ଏନ ଏସ ୟୁ ଆଇ )କାଶୀପୁର ବ୍ଲକ ଶାଖା ର ସଭାପତି ଭାବେ ମଣ୍ଟୁ ସାହୁଙ୍କୁ ଅବସ୍ଥାପିତ କରାଯାଇଛି ।ସାମ୍ବିଧାନିକ ମୂଲ୍ୟବୋଧ ବଜାୟ ରଖିବା ସହ କାଶୀପୁର ବ୍ଲକରେ କଂଗ୍ରେସ ଛାତ୍ର ସଙ୍ଗଠନ ସୁଦୃଢ ନିମନ୍ତେ ମଣ୍ଟୁ ସାହୁଙ୍କୁ ଛାତ୍ର ବ୍ଲକ ସଭାପତି ଭାବେ ନିଯୁକ୍ତ କରିବା ସହ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ରାୟଗଡ଼ା ଜିଲ୍ଲା କଂଗ୍ରସ ଛାତ୍ର ସଭାପତି ନିଖିଳ ପଟନାୟକ । ଏହି ମର୍ମରେ ଜିଲ୍ଲା ସଭାପତି ଙ୍କ ତରଫରୁ ମଣ୍ଟୁସାହୁଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କରାଯାଇଛି । କାଶୀପୁର ବ୍ଲକରକଂଗ୍ରେସ ଯୁବ ନେତା ଜିଜୁରୁ ମାଝୀଙ୍କ ସହିତଦଳର ଅନ୍ୟମାନେ ନବ ନିଯୁକ୍ତ ବ୍ଲକ ଛାତ୍ରସଭାପତିଙ୍କୁ ସ୍ୱାଗତ ,ଅଭିନନ୍ଦନ ଜଣାଇବା ସହ କଂଗ୍ରେସ ସଙ୍ଗଠନ ଆହୁରି ସୁଦୃଢ ହେବାର ଆଶା ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post