Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ନିଲମ୍ବିତ ହେଲେ ବ୍ଲକ ଅଧ୍ୟକ୍ଷ
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ବ୍ଲକ ଅଧ୍ୟକ୍ଷ | ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଅନୁଗୁଳ ଛେଣ୍ଡିପଦା ବ୍ଲକ ଚେୟାରମ୍ୟାନ ଅଶୋକ କୁମାର ପ୍ରଧାନଙ୍କୁ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରେ ଦଳରୁ ନିଲମ୍ବିତ…
ବିଜେଡି ସୁନାମି ଜାରି : ବିରୋଧୀ ଉପରେ ପଢୁଛି ଭାରି
ଦ୍ଵିତୀୟ ଦିନରେ ଗଣତି ହେଉଥିବା ୩୦୫ ଆସନରୁ ୨୭୧ରେ ଶଙ୍ଖ ଧ୍ୱନି ଜାରି
୧୬ ଟିରେ କଂଗ୍ରେସ ଆଉ ୧୫ ଟିରେ ବିଜେପି
ହଜିଗଲାଣି ବୁଦ୍ଧି, ପରାଜୟର ବାହାନା ଖୋଜୁଛନ୍ତି ବିରୋଧୀ
ନିଶ୍ଚିନ୍ତକୋଇଲି ବ୍ଲକ 24 ନମ୍ବର ଜୋନ: ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ବିପ୍ଳବ କାପ 3201 ଭୋଟରେ ବିଜୟୀ ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ 24 ନମ୍ବର ଜିଲାପରିଷଦ ଜୋନ ଅନ୍ତର୍ଗତ 8 ଟି ପଞ୍ଚାୟତ ପାଇଁ 26 ତାରିଖ ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି 27 ତାରିଖ ସକାଳ 6 ଟା ରେ ସମାପ୍ତ ହୋଇଥିଲା । ଶାସକ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ସୋହେଲା ଓ ଆମ୍ବଭନା ରେ ବିଜେଡିର ରେକର୍ଡ଼ ବିଜୟ
ବରଗଡ଼ :- ବରଗଡ଼ ଜିଲା ରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତାଗଣନା ର ପ୍ରଥମ ପର୍ଯାୟ । ଏହି ଅବସରରେ ପ୍ରତେକ ବ୍ଲକ ରେ ଚାଲିଛି ମତାଗଣନା । ସୋହେଲା ଏବଂ ଅମ୍ବାଭୋନା ର ଭୋଟ ଗଣତି ସରିବା ସହିତ ବିଜେଡି ପ୍ରାର୍ଥୀ ମନେ ବିଜୟ ଲାଭ କରିଛନ୍ତି । ସୋହେଲାରେ ବିଜୁ ଜନତା ଦଳର ପ୍ରାର୍ଥିନୀ…
ନିଶ୍ଚିନ୍ତକୋଇଲି ବ୍ଲକ ୨୪ ନମ୍ବର ଜୋନ୍ : ବିଜେଡିର ବିପ୍ଳବ କାପ ଆଗୁଆ
ନିଶ୍ଚିନ୍ତକୋଇଲି / ଦେବେନ୍ଦ୍ର ଷଢଙ୍ଗି : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ୨୪ ନମ୍ବର ଜୋନ୍ ଜିଲାପରିଷଦ 2ୟ ରାଉଣ୍ଡ ଶେଷ ସୁଦ୍ଧା ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ବିପ୍ଳବ କାପ ୨୧୧ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି | ବିଜେପି ପ୍ରାର୍ଥୀନୀ ନିର୍ମଳା ଲେଙ୍କା ୫୮୨ ଖଣ୍ଡ ଭୋଟ ପାଇଥିବା…
ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: ବିଜେଡି
ବଡ ପରାଜୟ ଜାଣିବା ପରେ ବିଜେପି କର୍ମୀ ଅବସାଦଗ୍ରସ୍ତ
ରାଜ୍ୟ ବିଜେପି ସଭାପତିଙ୍କ ପ୍ରୟାସ ବିଫଳ
ପୌର ନିର୍ବାଚନରେ ବି ଲୋକେ ବିଜେପିକୁ ହରାଇବେ
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନରେ ପରାଜୟ ଜାଣିବାପରେ ଓଡ଼ିଶା ବିଜେପିର କର୍ମୀମାନେ ଗଭୀର…
କଂଗ୍ରେସ ତରଫରୁ ମାରାଥନ ପ୍ରଚାର।
ଅସ୍ତରଙ୍ଗ(ଦୁଃଶାସନ ନାୟକ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଯୋନ ଏକ ତରଫରୁ ମଙ୍ଗଳବାର ଦିନ ମାରାଥନ ପ୍ରଚାର କରାଯାଇଅଛି । ଏହି ଉପଲକ୍ଷେ ଦଳ ତରଫରୁ ଏକ ପଥପ୍ରାନ୍ତ ସଭା ଅସ୍ତରଙ୍ଗ ବଜାରରେ କରାଯାଇଥିଲା । ଏଥିରେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପ୍ରଦେଶ…
ବିଜେଡି ନେତା ଓ ମନ୍ତ୍ରୀମାନେ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ: ଗୋଲକ ମହାପାତ୍ର
ଭୁବନେଶ୍ୱର:ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରିଗିଂ ଭଳି ବହୁ ସମସ୍ୟା ସାମ୍ନାକୁ ଆସିଛି । ଭୋଟିଂ ବେଳର ଅଧିକ ଗୁଣ୍ଡାଗର୍ଦ୍ଧି ସହ ହିଂସାକାଣ୍ଡ ଘଟିଥିବା ତିନୋଟି ଜିଲ୍ଲା ହେଉଛି; ମୁଖ୍ୟମନ୍ତ୍ରୀ ତଥା ଶାସକ…
ନିଜେ ଟଙ୍କା ବାଣ୍ଟି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି ବିଜେପି: ବିଜେଡି
ଲୋକଙ୍କ ନଜର ହଟାଇବାକୁ ବିଜେପିର ପ୍ରାୟୋଜିତ ନିର୍ବାଚନୀ ହିଂସା
ଓଡିଶାର ନାରୀ ଶକ୍ତିଙ୍କୁ ବଦନାମ କରୁଛି ବିଜେପି
ଭୁବନେଶ୍ୱର: ଦେବଗଡ଼ରେ ଏକ କାରରୁ ପୋଲିସ କିପରି ୩ ଲକ୍ଷ ଟଙ୍କା ଜବତ କରୁଛି ବୋଲି ଗଣମାଧ୍ୟମରେ ଏହା ସ୍ପଷ୍ଟ ଦେଖାଯାଉଛି ଏବଂ ଦେବଗଡ଼ର ବିଜେପି ବିଧାୟକ ଶ୍ରୀ…
ବାସୁଦେବପୁର ରେ ବିଭିନ୍ନ ପଞ୍ଚାୟତ ରେ ବିଜେପିର ନିର୍ବାଚନ ପ୍ରଚାର
ବାସୁଦେବପୁର/ପ୍ରତାପ ପାଢ଼ୀ- ଆଜି ବାସୁଦେବପୁର ଠାରେ ଭାରତୀୟ ଜନତା ପାର୍ଟି ତରଫ ରୁ ବିଭିନ୍ନ ପଞ୍ଚାୟତ ରେ ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସମେତ…