Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସବୁ ମଣ୍ଡି ଆଗରେ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ
ଚାଷୀଙ୍କୁ ଋଣ ଛାଡ୍ ଦାବିରେ ବିଜେପି ପକ୍ଷରୁ ସଚିବାଳୟ ଓ ନବୀନ ନିବାସ ଘେରାଉ ଆସନ୍ତା ୮ରେ
ଭୁବନେଶ୍ୱର - ରାଜ୍ୟରେ ଥିବା ୪,୩୮୧ ମଣ୍ଡି ଗୁଡିକରେ ଦେଖାଦେଇଥିବା ଅବ୍ୟବସ୍ଥାର ପ୍ରତିବାଦରେ ଏବଂ ଚାଷୀ ମାନଙ୍କୁ ଋଣ ଛାଡ୍ ଦାବିରେ ଆସନ୍ତା ୮ ତାରିଖରେ ବିଜେପି ପକ୍ଷରୁ ସଚିବାଳୟ ଘେରାଉ…
ନିଜ ସମର୍ଥକଙ୍କ ସହ ବିଚାର ବିମର୍ଷ କଲେ ଘିବେଲା,ଜଣ ହେବ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ରଣନୀତି
ପଦ୍ମପୁର/ନିଳ ଦୀପ-ପଦ୍ମପୁର ସହରର ଘିବେଲା କମ୍ପ୍ଲେକ୍ସ ଠାରେ ଯାଦବ ସମାଜର ବ୍ଳକ ସଭାପତି ଶ୍ରୀଯୁକ୍ତ କେଶବ ଜାଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଗାମୀ ୨୦୧୯ ନିର୍ବାଚନରେ ଯାଦବ ସମାଜ କେଉଁ ରଣନୀତି ନେଇ ବିଧାୟକ ପ୍ରାର୍ଥୀ ତଥା ଯୁବନେତା ରାଜୁ ଘିବେଲାଙ୍କ…
ନେତା ଆତାପାତା : ହୁକୁମ ନେଇ ଆସିଛନ୍ତି କି ଅପରାଜିତା !!!!!
ନହେଲେ କୁହନ୍ତେ "ତମ ମୁହଁକୁ ଲାଜ ନାହିଁ"
ସୁବାସ କହିଲେ "ନୂଆ ନୂଆ ଆସିଛନ୍ତି, ଶବ୍ଦକୁ ମଡେଲିଂ କରି କହୁଛନ୍ତି"
ଭୁବନେସ୍ୱର : ଏମିତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ କହିନଥିବେ କେବେ...କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ଭାବି ନଥିବେ, ଦଳର ସଭାପତି ବସନ୍ତ ପଣ୍ଡା କଳ୍ପନା…
ଲୁଚିଛି ନା ଗୋଡ ଦିଟା ଦିଶୁଛି : କଂଗ୍ରେସ କନ୍ଦଳ, ଫାଟ ଜଳ ଜଳ
ସ୍ୱାଭିମାନ ମିଛ, ପତିଆରା ଆଗ ଦଳ ପଛ
ଭଦ୍ରକ / ସତ୍ୟଭୂଷଣ ସ୍ୱାମୀ : ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲାରେ ସମସ୍ତ ରାଜନୈତିକ ଦଳମାନଙ୍କର ପାଣିପାଗ ବଦଲୁଛି । ସମସ୍ତ ରାଜନୈତିକ ଦଳ ନିଜ ନିଜ ଭିତରେ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ଜିଲ୍ଲାର ସ୍ୱାର୍ଥ ପାଇଁ କାହାରି…
ରେଳବାଇ ଜି.ଏମ.ଙ୍କ ସହିତ ଆଲୋଚନା କଲେ ସାଂସଦ ସରୋଜିନୀ
ବାରିପଦା ରେଳଷ୍ଟେସନ ଡି -ଶ୍ରେଣୀରୁ ବି- ଶ୍ରେଣୀକୁ ଉନ୍ନତି ଏବଂ ବାରିପଦାରୁ ପୁରୀକୁ ରାତ୍ରିକାଳୀନ ନିୟମିତ ଟ୍ରେନ ଚଳାଚଳ ଦାବି
ବାରିପଦା(ଅରବିନ୍ଦ ଦାସ )
ବାରିପଦାରୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସାପ୍ତାହିକ ଟ୍ରେନ ଚଳାଚଳକୁ କେନ୍ଦ୍ର ସରକାର ବନ୍ଦ କରାଇଦେବା ଫଳରେ ମୟୂରଭଞ୍ଜ…
ବିଜେପିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ସଫଳ-ବିଜେପି
ବାରିପଦା(ଅରବିନ୍ଦ ଦାସ )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ୟୁପିଏସସି କୋଚିଂ ସେଣ୍ଟାର ଖୋଲାଯିବା ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଚିକିତ୍ସାଳୟଗୁଡ଼ିକରେ ଖାଲିପଡ଼ିଥିବା ୨୨୦ ଡ଼ାକ୍ତର ପଦବୀ ପୂରଣ ଆଦି ଦାବୀ ନେଇ ବିଜେପି ପକ୍ଷରୁ ଡ଼ିସେମ୍ବର ୧୮ ମୟୂରଭଞ୍ଜ ବନ୍ଦ ଡ଼ାକରା ଜିଲ୍ଲାରେ…
ରାଫେଲ୍ ଯୁଦ୍ଧ ବିମାନକୁ ନେଇ ମୋଦିଙ୍କ ମିଛକୁ ଘୋଡାଉଛନ୍ତି ରୁପାନୀ : କଂଗ୍ରେସ
"ଅଦାଲତଙ୍କୁ ବିଭ୍ରାନ୍ତ କରି ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ର ସରକାର"
ଭୁବନେଶ୍ୱର(ଶାସକ ପ୍ରଶାସକ)
ରାଫେଲ୍ ଯୁଦ୍ଧ ବିମାନକୁ ନେଇ ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କ ରାୟ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ…
ମହାନଦୀ ବିବାଦ ପ୍ରସଙ୍ଗ : ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ଏମବିଏ
"ବିଜେପି ସରକାର ଅଣଦେଖା କରି ଆସୁଥିଲା, ଏବେ କଂଗ୍ରେସ ସରକାର ଆସିବାପରେ ସମାଧାନର ସମ୍ଭାବନା ସୃଷ୍ଟି"
ଭୁବନେଶ୍ୱର(ଶାସକ ପ୍ରଶାସକ) : କିଛି ଦିନ ତଳେ ମହାନଦୀ ବଞ୍ଚାଅ ଆନ୍ଦୋଳନ( ଏମବିଏ)ର ନେତା ମାନେ କଂଗ୍ରେସରେ ଯୋଗ ଦେବା ପରେ ତାହାର ଭବିଷ୍ୟତକୁ ନେଇ ସଂଶୟ ଦେଖା ଦେଇଥିବା ବେଳେ ଆଜି…
ଧର୍ମେଦ୍ରଙ୍କ ବାସିପିଠା କଟାକ୍ଷର ଧାରୁଆ ଉତ୍ତର ଦେଲେ ସୁଶାନ୍ତ : “ପିଠା ଯେତେ ବାସୀ ହେବ ତାର ସୁଆଦ ସେତେ…
ବରଗଡ/ଭୁବନେଶ୍ୱର (ଶାସକ ପ୍ରଶାସକ)
ନିର୍ବାଚନ ଯେତିକି ପଖଉଛି ରାଜନୈତିକ ଆରୋପ ପ୍ରତ୍ୟାରୋପ ସେତିକି ତୀବ୍ର ହେଉଛି | ଯିଏ ଯେଉଁଠି ମଉକା ପାଇଲା ପ୍ରତିପକ୍ଷକୁ ସମାଲୋଚନା କଲା | ଆଉ ପ୍ରତିପକ୍ଷ କି ଛାଡିବ, ସେ ବି ତାର ପାଲଟା ଜବାବ ସାଙ୍ଗେ ସଂଗେ | ଏବେ ଚାଲିଛି ପିଠା ରାଜନୀତି |…
ଏଇଠୁ ଦାବି କଲେ ଶୁଭୁନି, ତେଣୁ ଦିଲ୍ଲୀରେ ଗର୍ଜିବ ବିଜେଡି
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଜାନୁଆରୀ ୮ରେ ସଂସଦ ସମ୍ମୁଖରେ ଧାରଣା
ଭୁବନେଶ୍ୱର : ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଦେଢ଼ଗୁଣା ମୂଲ୍ୟ ପ୍ରଦାନ ଓ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିନାହାନ୍ତି, ସେ ପର୍ଯ୍ୟନ୍ତ ଓଡ଼ିଶାରେ…