ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦାନ

0

ବଲାଙ୍ଗୀର/ ନିରୋଜ ମିଶ୍ର : ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଦେଓଗାଁ ବ୍ଳକର ବିଭିନ୍ନ ଅଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ସମୟରେ କୁଲତାପଡା ଗ୍ରାମ ପଞ୍ଚାୟତରେ ବରିଷ୍ଠ  ନେତୃବୃନ୍ଦ ନବୀନ  ସରକାରଙ୍କ ଲୋକାଭମୁଖି କାର୍ଯ୍ୟକ୍ରମ ଓ ଅର୍କେଶଙ୍କ ନେତୃତ୍ୱକୁ ସ୍ୱାଗତ ଜଣାଇ ବିଧିବଧ ଭାବରେ ସ୍ଥାନୀୟ ଶୈଳଶ୍ରୀ ପ୍ୟାଲେସରେ ଯୋଗଦାନ କରିଛନ୍ତି । ବିଜେଡିରେ ସାମିଲ ହୋଇଥିବା ବ୍ୟକ୍ତି ମାନେ ହେଲେ ସରପଞ୍ଚ ସୁର୍ଯ୍ୟ ରଣା, ରାଏଧର ମହାକୁର, ଯଜେ୍ଞଶ୍ୱର ରଣା, ବଳରାମ ରଣା, ମିଟୁ ରଣା, ବସନ୍ତ ରଣା, ବାବୁଲା କର, ବୁଡୁ ଭୋଇ, କବିରାଜ ରଣା, ମିତ୍ରଭାନୁ ରଣା, ଚୈତନ୍ୟ କଲତା,ମୟ ଗଡତ୍ୟା, ହର ଗଡତ୍ୟା, ଶଙ୍କର ବାରିକ, ଜଗବନ୍ଧୁ ହେରନା ଏବଂ କୁମୁରିଆ ଗ୍ରାମର ବିପିନ କୁଅଁର, ସୁରେସ ମାଝି, ଭକ୍ତ ଝାଙ୍କର, କରୁଣାକର ମନହୀରା, ଭୁଜରାଜ କୁଅଁର, ରାମନାଥ ନନ୍ଦ, ରୁଦ୍ର କୁଅଁର ପ୍ରମୁଖ ଯୋଗ ଦେଇଥିଲେ । ବିଜେଡି ତରଫରୁ ସେମାନଙ୍କୁ ଫୁଲମାନ ଦେଇ ଅର୍କେଶ ଓ ବରିଷ୍ଠ  ନେତୃ ମଣ୍ଡଳି ସ୍ୱାଗତ କରିଥିଲେ | ଯୋଗ ଦେଇଥିବା ବ୍ୟକ୍ତି ମାନେ ବିଜେଡିକୁ ଆଗାମୀ ନିର୍ବାଚନରେ ପୂର୍ଣ୍ଣ ପ୍ରାଣରେ ସହଯୋଗ ପାଇଂ ପ୍ରତିଶୃତ୍ତି ଦେଇଥିଲେ ।

Leave A Reply

Your email address will not be published.