Browsing Category

ରାଜନୀତି

ପାଲଟା ଜବାବ ଦେଲା ବିଜେଡି : ଗୋଦାରୀ ଲୋ ତୋଗୋଡ ତଳକୁ ଟିକେ ଅନା

ଭୁବନେଶ୍ୱର : ପିପିଲି ଘଟଣାର ସିବିଆଇ ତଦନ୍ତ ଦାବି କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ନୈତିକତାକୁ ଦେଖିବାର ଆବଶ୍ୟକତା ରହିଛି । ଅତୀତରେ ଅପରାଧୀମାନଙ୍କ ସହିତ ଶ୍ରୀ ପ୍ରଧାନଙ୍କ କୋଳାକୋଳିକୁ ସମଗ୍ର ରାଜ୍ୟ ଦେଖିଛି । ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କୁ ବାଇମୁଣ୍ଡି…

ପିପିଲିର ଗଣଦୁଷ୍କର୍ମ ପୀଡିତା ବେବିନାଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର

ପିପିଲି ପୀଡିତାର ବାପା ବାବୁଲି ବେହେରାକୁ କେହି ବଂଚାଇ ପାରିବେ ନାହିଁ ବୋଲି ଦୟାନଦୀ ବନ୍ଧ ଉପରେ ବିଜେଡି ଗୁଣ୍ଡାଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧମକ ଭୁବନେଶ୍ୱର -ଗଣବଳକ୍ରାର ପରେ ମୃତ୍ୟୁବରଣ କରିଥିବା ପିପିଲିର ଦଳିତ ଝିଅ ବେବିନାର ବାପା, ମା ଓ ଭାଇଙ୍କୁ ସାକ୍ଷାତ ପରେ…

ଛଉ ପଡିଆରୁ ବହିଲା ବାତ୍ୟା , ରାତିଏ ପରେ ଭୁବନେଶ୍ୱରରେ ଲ୍ୟାଣ୍ଡଫଲ 

ପିପିଲି ମାମଲାରେ ଇସ୍ତଫା ଦେଲେ ମହାର୍ଥୀ  ଶଶୀ ବେହେରା ଓ ରମେଶ ମାଝୀଙ୍କୁ ଅତିରିକ୍ତ ଦାୟିତ୍ୱ ଭୁବନେଶ୍ୱର(MANASI MISHRA) - ଛଉ ପଡିଆରୁ ବହିଲା ବାତ୍ୟା , ବେଗ ଯଦିଓ ସେତେ ଅଧିକ ନଥିଲା,  ରାତିଏ ପରେ ଭୁବନେଶ୍ୱରରେ ଲ୍ୟାଣ୍ଡଫଲ କରି ମହାରଥୀଙ୍କ ମୁହଁଟାଣ ଭାଙ୍ଗି ଦେଲା, ଉଜାଡି ଦେଲା…

ଚାଷୀଙ୍କ ପାଇଁ ଗର୍ଜିଲା କଂଗ୍ରେସ: ଚାଷୀଙ୍କ ଋଣଛାଡ ନହେଲେ ଗାଦି ଛାଡ – ନରସିଂହ

(ନିରୋଜ ମିଶ୍ର)   କେନ୍ଦ୍ରର ସାଢେ ଚାରି ବର୍ଷ ଏବଂ ରାଜ୍ୟର ୧୮ବର୍ଷ  ଶାସନ ଓଡିଶାର କୃଷି, କୃଷକ ଓ ଯୁବକମାନଙ୍କ ପାଇଁ ଏକ ଅଭିଶପ୍ତ ସମୟ । ପ୍ରତିଶୃତି ଦେଇ ଉଭୟ ସରକାର ଶାସନରେ ବସିଛନ୍ତି । କେନ୍ଦ୍ର ତାର ପ୍ରତିଶୃତିକୁ ଜୁମଲା କହି ଲୋକଙ୍କୁ ପ୍ରତାରିତ କରିଛି । ଠିକ୍ ସେମିତି ରାଜ୍ୟ…

ଦମ ଦେଖାଇଲେ ସମରେନ୍ଦ୍ର 

ବଲାଙ୍ଗିର :  ତିନି ବର୍ଷ ପୂର୍ବେ ନଭେମ୍ବର ୬ ତାରିଖ କଳାମଣ୍ଡଳ ପଡିଆରେ ହୋଇଥିଲା ଏକ ବିରାଟ ଚାଷୀ ସମାବେଶ ।  ଲଢେଇଥିଲା ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ପାଇଁ । ସେ ସମୟରେ ଜିଲ୍ଲାପାଳ ମୁଥୁ କୁମାରକୁ ଦିଆଯାଇଥିଲା ଦାବିପତ୍ର । କୃଷିମନ୍ତ୍ରୀ ଥିଲେ ଦାମ ରାଉତ । ଆନ୍ଦୋଳନର …

ମୋହନା ନିର୍ବାଚନ ମଣ୍ଡଳୀର ରାୟଗଡ ବ୍ଲକ ଜିରାଙ୍ଗ ଠାରେ ବିଜୁ ଜନତାଦଳର ମହାସମାବେଶ 

 ନବୀନ ସରକାର ଶାସନକୁ ଆସିଲା ପରଠୁ ଲୋକଙ୍କ ଦୁଃଖ ଖୋଜି ବିଭିନ୍ନ ଯୋଜନା କରିଛନ୍ତି ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ନବୀନ ସରକାର ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ଦିନ ପରଠାରୁ ରାଜ୍ୟରେ ଲୋକଙ୍କ ଦୁଃଖ ଓ ସମସ୍ୟାକୁ ଖୋଜି ଦୁଃଖ ଓ ସମସ୍ୟାର ଦୂର ହେଲା ଭଳି ଯୋଜନା ପରେ ଯୋଜନା…

ଗଢ଼ାହେଲା ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ ରାଜ୍ୟ କମିଟି 

ଭୁବନେଶ୍ୱର (ମାନସୀ ମିଶ୍ର )  ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ  (Legal Department)  ଅଧ୍ୟକ୍ଷ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ପ୍ରସ୍ତାବ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଓ ନିଖିଳ ଭାରତ କଂଗ୍ରେସ କମିଟି ଆଇନ୍ ବିଭାଗର ଅଧ୍ୟକ୍ଷ ସାଂସଦ ଶ୍ରୀ…

ଧର୍ମେନ୍ଦ୍ର ଦୋହରାଇଲେ ପ୍ରଶ୍ନ : ଦୁର୍ନୀତିର ଦାନବକୁ ଦାନା ପାଣି କିଏ ଦେଉଛି, ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ 

ଭୁବନେଶ୍ୱର - କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି  ଜଳସେଚନ ପାଇଁ ରାଜ୍ୟ ସରକାରଙ୍କର ବଡ ପ୍ରତିଶ୍ରୁତି ପ୍ରତାରଣାର ରୂପ ନେଇଥିବା କାରଣରୁ ରାଜ୍ୟର ଚାଷୀ ଭାଇ ମାନେ ସବୁଠୁ ବଡ ସମସ୍ୟାର ସାମନା କରୁଛନ୍ତି ବୋଲି କହିଛନ୍ତି  |ଜଳସେଚନ ନେଇ ପ୍ରଧାନମନ୍ତ୍ରୀଙ୍କୁ…

ପ୍ରଧାନମନ୍ତ୍ରୀଙ୍କ ପାଇଁ ଉତ୍ସାହର ମାହୋଲ : ଲୋକାର୍ପଣ ଅପେକ୍ଷାରେ  ୪,୫୦୦ କୋଟିରୁ ଉର୍ଧ୍ଵ ଟଙ୍କାର ପ୍ରକଳ୍ପ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ଵ ପ୍ରସ୍ତୁତିର ଜାଇଜା Baripada Dillip Mohanty/Arabinda Das  ମାତ୍ର ୧୨ ଦିନର ବ୍ୟବଧାନରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ | ଶନିବାର ପ୍ରଧାନମନ୍ତ୍ରୀଙ୍କ ଏ ଲଗାତାର…

କୃଷିି ଓ କୃଷକଙ୍କ ସମସ୍ୟା ପ୍ରତି ସମ୍ବେଦନଶିଳ ହୁଅନ୍ତୁ ଅଧିକାରୀ-ନରସିଂହ

ନରସିଂହଙ୍କ ନିର୍ବାଚନମଣ୍ଡଳି ସ୍ତରୀୟ ସମୀକ୍ଷା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି ସରକାର - ନରସିଂହ ବଲାଙ୍ଗିର –(ନିରୋଜ ମିଶ୍ର) – ଫସଲବୀମା ହେଉ କି ମରୁଡି ସହାୟତା କୌଣସି  ଫାଇଦା ଆମର ·ଷୀମାନେ ପାଇପାରୁନାହାନ୍ତି । ସରକାର ନିଯୁକ୍ତ ବୀମା କଂପାନୀ…