Browsing Category

ରାଜନୀତି

ପୁରୀରେ ଫେବୃୟାରୀ ୨ ଓ ୩ରେ ହେବ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ  

ଭୁବନେଶ୍ୱର- ଆସନ୍ତା ଫେବୃଆରୀ ୨ ଏବଂ ୩ ତାରିଖ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଶ୍ରୀକ୍ଷେତ୍ର ପୁରୀରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ ହେବ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ଓଡିସା ତଥା ଆଦିବାସୀ ମାନଙ୍କର ଠାକୁର । ଶବର ରାଜା ବିଶ୍ୱାବସୁଙ୍କ ପାଖରେ ଜଗନ୍ନାଥ…

“କାଳିଆ” : ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ନାହିଁ  :…

ଭୁବନେଶ୍ୱର : ମରୁଡ଼ି, ଋଣ ବୋଝ ଆଦି ସମସ୍ୟା ଦେଇ ଗତି କରୁଥିବା ଓଡ଼ିଶାର ତମାମ ଚାଷୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି । ଏହା ସେମାନଙ୍କ ହାତମୁଠା ଟାଣ କରିବ ଏବଂ ଚାଷ ଦିଗରେ ମନୋନିବେଶ କରି ଜୀବିକା ନିର୍ବାହ କରିବା ପାଇଁ ସେମାନଙ୍କୁ…

ନିର୍ବାଚନୀ ଚାନ୍ଦା ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଜନସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି…

ଭୁବନେଶ୍ୱର,: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ୍‍ ହାଇୱେ) ବାବଦରେ ଯେଉଁ ସାମ୍ବାଦିକ ସମ୍ମିଳନୀ ରଖିଥିଲେ, ତାହା ସେହି କୋଷ୍ଟାଲ୍‍ ହାଇୱେର ଟେଣ୍ଡର ପାଇଁ ଆଶାୟୀ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ । ଭାରତୀୟ ଜନତା ପାର୍ଟି ଏବଂ…

ଯୋଗେଶଙ୍କ ଇସ୍ତଫା ପରେ…: ସଭିଙ୍କ ଅପେକ୍ଷା, କଣ କରିବେ ସ୍ୱାଭିମାନୀ ନରସିଂହ 

ଭୁବନେଶ୍ୱର(SPB) : ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସରେ ଯେଉଁ ଘଣ୍ଟା ଚକଟା ଚାଲିଛି ତାହା ଏବେ ହାଟ ବଜାରରେ ଚର୍ଚ୍ଚା | କିଏ ଭଲ କଲା କିଏ ମନ୍ଦ କଲା, କିଏ ଚକ୍ରାନ୍ତକାରୀ ଆଉ କିଏ ନୀତିବାନ ଧର୍ମରାଜ ଯୁଧିଷ୍ଠିର, କିଏ ବିଶ୍ୱାସଘାତକ ଆଉ କିଏ ଦଳ ପ୍ରତି ଅନୁରକ୍ତ ସେ ସବୁ ତ ଭିନ୍ନ…

ବିଧାୟକ ପଦରୁ ଯୋଗେଶ ଦେଲେ ଇସ୍ତଫା 

କଂଗ୍ରେସ ବିଧାୟକ ଯୋଗେଶ ସିଂ ଆଜି ବିଧି ବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି ସୁନ୍ଦରଗଡ ବିଧାୟକ ପଦରୁ | ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ସାକ୍ଷାତ କରି ପ୍ରଦାନ କରଛନ୍ତି ଓ ଥା ଗ୍ରହଣ କରି ନେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି | ସୂଚନାଯୋଗ୍ୟ ଯେ…

 ଶଙ୍ଖ ଫୁଙ୍କିଲେ ପ୍ରଣୟ 

ଗତକାଲି କଂଗ୍ରେସ ରୁ ଇସ୍ତଫା, ଆଜି ବିଜେଡିରେ ଯୋଗଦାନ | ସବୁ କିଛି ଯୋଜନାବଦ୍ଧ ଭାବେ ପୂର୍ବ ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ହୋଇଛି ପ୍ରଣୟ ସାହୁଙ୍କ କ୍ଷେତ୍ରରେ | ଗତକାଲି କଂଗ୍ରେସ ବିରୋଧରେ ବିଷାଦଗାର କରି, କଂଗ୍ରେସ ବିରୋଧରେ ଗୋଷ୍ଠୀ କନ୍ଦଳର ଅଭିଯୋଗ କରି ତାଙ୍କୁ କଣଠେସା କରାଯାଇଥିବା…

ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଦୁର୍ନୀତିଗ୍ରସ୍ତ ଓ ଅପରାଧିକ ମାନସିକତାର ବ୍ୟକ୍ତି: ପ୍ରତାପ ଜେନା

ଭୁବନେଶ୍ୱର - ଉଜ୍ଜ୍ୱଳା ଯୋଜନା ଦୁର୍ନୀତିରେ ବୁଡ଼ି ରହିଛି । ଏହି ଦୁର୍ନୀତିରୁ ସିଧାସଳଖ ଅର୍ଥ ସଂଗ୍ରହ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜନଗରରେ ଘଟିଥିବା ଉଜ୍ଜ୍ୱଳା ମହାଦୁର୍ନୀତି ଭାତ ହାଣ୍ଡିରୁ ଗୋଟିଏ । ଭୂତ ହିତାଧିକାରୀଙ୍କ ନାମରେ ଟାଙ୍କି ଉଠାଯାଇଛି । ହିତାଧିକାରୀଙ୍କ ଅଜାଣତରେ…

ବିଜେପି ନାରୀ ନିର୍ଯାତନାକୁ ଆଳ କରିଛି : ବିଜେଡି 

ଭୁବନେଶ୍ୱର, ୨୧ ଜାନୁଆରୀ -  ବିଜେପି ପାଖରେ କୌଣସି ପ୍ରସଂଗ ନାହିଁ ଏବଂ ସେଥିଯୋଗୁ ନାରୀ ନିର୍ଯାତନାକୁ ଆଳ କରିଛି, ଯାହା ଏକ ହାସ୍ୟାସ୍ପଦ ଓ ନିନ୍ଦନୀୟ ଘଟଣା । ଚୁଡ଼ି କ’ଣ ଦୁର୍ବଳତାର ଲକ୍ଷଣ? ଯଦି ଚୁଡ଼ି ଦୁର୍ବଳତାର ସନ୍ତକ, ତେବେ ନିଜର ଓ ନିଜ ଦଳର ଦୁର୍ବଳତା ଏବଂ ହୀନମନ୍ୟତାକୁ ମହିଳା…

ମହିଳା ମୋର୍ଚ୍ଚାର ଚୁଡି ଭେଟି ରାଲି  :ନବୀନ ନିବାସ ନଯାଇ ସଚିବାଳୟ ଗେଟରେ ଚୁଡି ବାନ୍ଧିଲେ,  ପୋଲିସ୍ ଉପରକୁ ଚୁଡି ମାଡ…

ଭୁବନେଶ୍ୱର - ରାଜ୍ୟରେ ନାରୀ ନିର୍ଯାତନା ଓ ନାବାଳିକା ଦୁଷ୍କର୍ମ ଓ ହତ୍ୟା ବୃଦ୍ଧି ପାଇବା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଲ୍ ଚୁଡି ଭେଟି ଦେବାପାଇଁ ନବୀନ ନିବାସ ନଯାଇ ସଚିବାଳୟ ଆଡକୁ ଗଲାବେଳେ ଲୋୟର ପିଏମ୍ଜି ଠାରେ ପୋଲିସ୍…

“ବିଜେଡିରୁ ଅଫର ଆସିଥିଲା”

ଭୁବନେଶ୍ୱର :  ବିଜେଡିରୁ ଅଫର ଅ।ସିଥିଲା । ଦଳରେ ମିଶିବାକୁ ଅନୁରୋଧ କରାଯାଇଥିଲା । ୧୫ ଦିନ ତଳେ ବି ଏନେଇ କଥାବାର୍ତା ହୋଇଥିଲେ ବୋଲି  କଂଗ୍ରେସ ଛାଡିବା ପରେ  କହିଛନ୍ତି ବିଜେପୁରର ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁ |  ଇସ୍ତଫା ଦେବା ପରେ ଇସ୍ତଫାର କାରଣ ସମ୍ପର୍କରେ ସେ କହିଛନ୍ତି  ଗତ…