ଭଦ୍ରକ ଲୋକସଭା ଆସନ ପାଇଁ ବିଧାନସଭାଓ୍ୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ

0

ଭୁବନେଶ୍ୱର : ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି କଂଗ୍ରେସ । କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ଆସନ ପର୍ଯ୍ୟବେକ୍ଷକ ସତ୍ୟପ୍ରକାଶ ନାୟକ ଶୁକ୍ରବାର ଧାମନଗର ପାଇଁ ମନୋଜ ମହାପାତ୍ର, ଭଣ୍ଡାରୀ ପୋଖରୀ ପାଇଁ ନିଶିକାନ୍ତ ମିଶ୍ର, ଭଦ୍ରକ ପାଇଁ ପ୍ରଶାନ୍ତ ଶତପଥୀ, ସୋର ପାଇଁ ହିମାଂଶୁ ଲେଙ୍କା, ଚାନ୍ଦବାଲି ପାଇଁ ଓମ୍ ପ୍ରକାଶ ସାହୁ, ସିମୁଳିଆ ପାଇଁ ଶୈଳେନ୍ଦୁ ମଜୁମଦାର, ବାସୁଦେବପୁର ପାଇଁ ଦୀପକ ମହାପାତ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ।

Leave A Reply

Your email address will not be published.