ରାହୁଳଙ୍କ କଳାହାଣ୍ଡି-ରାଉରକେଲା ଗସ୍ତ ପାଇଁ ସ୍ୱତନ୍ତ୍ର ସଂଯୋଜକ ନିଯୁକ୍ତ

0

ଭୁବନେଶ୍ୱର :କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ଆସନ୍ତା ୬ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ସକାଳେ ଓ ରାଉରକେଲାରେ ଅପରାହ୍ନରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବେ । ଉଭୟ ସମାବେଶକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେଉଁ କେଉଁ କର୍ମକର୍ତ୍ତାମାନେ ଦାୟିତ୍ୱରେ ରହିବେ ସେମାନଙ୍କ ନାମ ଘୋଷଣା କରିଛନ୍ତି । ଭବାନୀପାଟଣା ସଭାପାଇଁ ସଂଯୋଜକ ଭାବେ ଅନନ୍ତ ପ୍ରସାଦ ସେଠୀ, ଶରତ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ତାରାବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଅଜିତ ଦାସ, କୁମାର ଚିରଞ୍ଜିବ, ସମରେନ୍ଦ୍ର ମିଶ୍ର, ଅଭିଷେକ ମହାନନ୍ଦ, ଅଜିତ ଜେନା, ଭାରତ ଭୂଷଣ ବେମାଲ, ବିଶ୍ୱଜିତ ଦାସ, ସୂର୍ଯ୍ୟନାରାୟଣ ପଣ୍ଡା ରହିଛନ୍ତି । ସେହିପରି ରାଉରକେଲା ସଭା ପାଇଁ ସଂଯୋଜକ ଭାବେ ହେମାନନ୍ଦ ବିଶ୍ୱାଳ, କିଶୋର ପଟେଲ, ପ୍ରଫୁଲ୍ଲ ମାଝୀ, ଜର୍ଜ ତିର୍କୀ, ସଞ୍ଜିବ ଗିରି, ରାଜକିଶୋର ଷଡ଼ଙ୍ଗୀ, ଅଶୋକ ସାମଲ, ବେଣୁମାଧବ ତ୍ରିପାଠୀ, ରତିକାନ୍ତ ବରଳା, ରବି ରାୟ, ଦରିଦ୍ର ନାରାୟଣ ନାୟକ, ୍ରଆଲୋକ ମିଶ୍ର, ସଂଗ୍ରାମ ଦାସ, ଓ୍ୱାହିତ ପଟେଲ, ଦୁଷ୍ମନ୍ତ ନାୟ, ନିର୍ମଳ ନାୟକ ସୁଶିଲ କିଣ୍ଡୋ, ପ୍ରଭାତ ମହାପାତ୍ର, ବିରେନ ସେନାପତି, ପ୍ରଶାନ୍ତ ବେହେରା ଓ ଶୈଳେନ୍ଦ୍ର ମଜୁମ୍ଦାର ରହିଛନ୍ତି ।

Leave A Reply

Your email address will not be published.