Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୧୫୦ରୁ ଉର୍ଦ୍ଧ୍ବ କଂଗ୍ରେସ-ବିଜେପିର ନେତା ଓ କର୍ମୀ ବିଜେଡିରେ ସାମିଲ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜି, ତୁରେଇକେଲା, ମୁରିବାହାଲ ବ୍ଲକ କଂଗ୍ରେସ ଓ ବିଜେପିର ସମିତି ସଭ୍ୟ/ସଭ୍ୟା, ଅନୁସୂଚିତ ଜନଜାତି…
ଚୌକିଦାରର କ୍ଷମତା ଉପରେ ପ୍ରଶ୍ନ ଉଠାଉଥିବା ଲୋକେ ଏବେ କହିବେ ଚୌକିଦାର ଶେର୍ ହେ-ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରାପଡାର ଡେରାବିଶରେ “ମୋ ବୁଥ ସବୁଠୁ ମଜଭୁତ” କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
ଡେରାବିଶ :– ଯେଉଁମାନେ ଚୌକିଦାରର କ୍ଷମତା ଉପରେ ପ୍ରଶ୍ନ ଉଠାଉଥିଲେ, ସେମାନଙ୍କୁ ଆଜି ଚୌକିଦାର ସେର୍ ହେ ବୋଲି ସ୍ୱୀକାର କରିବାକୁ ପଡିବ ବୋଲି କେନ୍ଦ୍ରାପଡାର ଡେରାବିଶ ଠାରେ “ମୋ ବୁଥ ସବୁଠୁ ମଜଭୁତ”…
ସୋହେଲାରେ ଆଇ ସ୍ପିକ ଫର ନବୀନ କାର୍ଯ୍ୟକ୍ରମ
ସୋହେଲା(ଶାସକପ୍ରସାଶକ)-ଆଜି ବରଗଡ ଜିଲା ସୋହେଲା କଲେଜ ଖେଳପଡିଆଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଇ ସ୍ପିକ ଫର ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଜୋନର ଉପସଭାପତି ରାହୁଲ ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର ଜୋନର ସଭାପତି ବୈକୁଣ୍ଠ ନାଏକ,ରାଜ୍ୟ…
ଚର୍ଚ୍ଚାରେ ବାରିପଦା ସିଂହାସନ : କିଏ କିଣିବ ଭୋଟରଙ୍କ ମନ
କାହାକୁ ମିଳିବ ବିଜୟର ଆନନ୍ଦ : ବିଜେପି, କଂଗ୍ରେସ, ଝାମୁମୋ ନା ସାନନ୍ଦ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବାରିପଦା ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ବାରିପଦା ପୌରପରିଷଦ, ବାରିପଦା, ଖୁଣ୍ଟା ବ୍ଲକ ସହ ବଡ଼ସାହି ବ୍ଲକର ୯ଟି…
ମାଧିଆପାଲିରେ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ଦେଲେ ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର) - ମାଧିଆପାଲି ପଞ୍ଚାୟତ ବଲାଙ୍ଗିର ରୁ ମାତ୍ର ୨ କି.ମି. ଦୂର କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମଟି କୌଣସି ପ୍ରକାରର ବିକାଶରୁ କାହିଁ କେତେ ଦୂରରେ । ବଲାଙ୍ଗିର ନିର୍ବାଚନ ମଣ୍ଡଳି, ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ପୁର୍ତ୍ତ ମନ୍ତ୍ରୀ, ଖଣି…
ରାଜ୍ୟରେ ୧୨ଲକ୍ଷ ପରିବାରଙ୍କୁ ଜାଣିସୁଣି ଭୋଟର ତାଲିକାରୁ ବାଦ ଦିଆଯାଇଛି : କଂଗ୍ରେସ
ଭୁବନେଶ୍ୱର – ନିର୍ବାଚନ ଆୟୋଗ ଜାନୁଆରୀ ମାସ ୨୦୧୯ ରେ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେହି ଭୋଟର ତାଲିକାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍ର ଏକ ବଡ ଅଂଶର ଭୋଟରମାନଙ୍କର ନାମ ସେ ତାଲିକାରୁ ବାଦ୍ ଦିଆଯାଇଛି । ଓଡିଶାର ୧୨ ଲକ୍ଷ ପରିବାରର…
ଧର୍ମେନ୍ଦ୍ରଙ୍କ ଚେତାବନୀ : ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ରୋକିବା ଅପଚେଷ୍ଟା ମହଙ୍ଗା ପ୍ରମାଣିତ ହେବ
ଅପାରଗ ନବୀନ ସରକାରକୁ ବଦଳାଇ ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ପାଇଁ ସଙ୍କଳ୍ପ ନେବାକୁ ଆହ୍ୱାନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ନବୀନ ସରକାର ମୌଳିକ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି । ଏଭଳି ଏକ ଅପାରଗ ସରକାରକୁ ବଦଳାଇ…
ନରସିଂହଙ୍କ ଦେଓଗାଁ ବ୍ଲକ ଗସ୍ତ: ଚାଷୀଙ୍କ ସ୍ୱାର୍ଥ ରକ୍ଷା କଂଗ୍ରେସ ଦଳ ହିଁ କରିବ
ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିରୋଧି ଦଳ ନେତା ନରସିଂହ ମିଶ୍ର ଦେଓଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତର ଗ୍ରାମ ଗୁଡିକ ବୁଲି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ । ଏହି କ୍ରମରେ ସେ ଗୌରଗୋଠ ପଞ୍ଚାୟତର ରତାଖଣ୍ଡି ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟରର…
ବିଜେଡିରେ ଯୋଗଦେଲେ ପାରଳା ଗଜପତିଙ୍କ ନାତୁଣୀ ସୁଶ୍ରୀ କଲ୍ୟାଣୀ ଗଜପତି
ପୁଡ଼ାମାରି ରାଜା ବୀରକିଶୋର ଦେବ ଏବଂ ବଡ଼ଗଡ଼ ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ ସହ ସହସ୍ରଧିକ ସମର୍ଥକଙ୍କ ଯୋଗଦାନ
ଭୁବନେଶ୍ୱର : ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣି ସୁଶ୍ରୀ କଲ୍ୟାଣୀ ଗଜପତି, ପୁଡ଼ାମାରି ରାଜା ଶ୍ରୀ ବୀରକିଶୋର ଦେବ ଏବଂ ଗଞ୍ଜାମ ଜିଲ୍ଲା…
ମଦନଙ୍କୁ ବିରୋଧ, ପ୍ରତାପ ନହେଲେ ଗଣେଶ୍ୱରଙ୍କୁ ପ୍ରାର୍ଥୀ କରିବାକୁ ଦାବି
ବାଲେଶ୍ୱର ସଦର ଆସନରେ ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ବିଜେପି ଭିତରେ କେଁ
ବାଲେଶ୍ୱର,(ଉଜ୍ଜ୍ୱଳ କର): ୨୦୧୯ ନିର୍ବାଚନ ଆଉ ମାତ୍ର ୨ ମାସ ବାକିଥିବା ବେଳେ ସଦର ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସବୁ ଦଳକୁ ଗୋଳିଆ କରି ପକାଉଛି । ବିଜେଡି ଦଳରେ ୪ ରୁ ଅଧିକ ଆଶାୟୀ ଥିବା ବେଳେ କଂଗ୍ରେସରେ…