Sign in
Sign in
Recover your password.
A password will be e-mailed to you.
Browsing Category
Recent News
ବିଶିଷ୍ଟ ଲେଖିକା ବନଜ ଦେବୀ ପାଇବେ ଶାରଳା ପୁରସ୍କାର
ଭୁବନେଶ୍ୱର- ବିଶିଷ୍ଟ ଲେଖିକା ବନଜ ଦେବୀ ତାଙ୍କ ରଚିତ ଗଳ୍ପ ସଙ୍କଳନ "କାଠପୁଅ' ନିମନ୍ତେ ୩୮ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଶାରଳା ପୁରସ୍କାର ଊପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାରସ୍ୱରୂପ ଶ୍ରୀମତୀ ବନଜ ଦେବୀଙ୍କୁ ପାଂଚଲକ୍ଷ…
ଲୋକାର୍ପିତ ହେଲା ରାଜ୍ୟର ଦ୍ୱିତୀୟ (କଲାମ)ପ୍ଲାନେଟୋରିଅମ ଖୁବଶିଘ୍ର ରାଜ୍ୟରେ ଆଉ ୩ଟି ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ…
ବୁର୍ଲା/ସମ୍ବଲପୁର,ସମ୍ବଲପୁରର ବୁର୍ଲ୍ଲା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକର୍ପିର୍ତ ହୋଇଯାଇଛି ଏପିଜେ ଅବଦୁଲ କଲାମ ପ୍ଲାନେଟୋରିଅମ ଓ ସାଇନ୍ସ ପାର୍କ । ଏହି ପ୍ଲାନେଟୋରିଅମର ଉଦ୍ଘାଟନ ରାଜ୍ୟ ପାଇଁ ଏକ ପ୍ରମୁଖ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ…
ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଭାତଙ୍କୁ କୋର୍ଟରେ ହାଜର କଲା ସିବିଆଇ ବିଶେଷ ଖିଅ ପାଇଲାନି, ସିବିଆଇ ମାଗିଲା ଇଡିର…
ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ସିବିଆଇ ରିମାଣ୍ଡର ଅବଧିପୂର୍ବରୁ ସିବିଆଇ ଅଦାଲତରେ ହାଜର କରାଇଦେଇଛି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ । ଭିତର ଖବର ଅନୁଯାୟୀ ସିବିଆଇ ପ୍ରଭାତଙ୍କୁ ବେଶୀ ସମୟ ଜେରା କରିପାରିନି । ଯଦିଓ ପ୍ରଭାତ ଅସୁସ୍ଥ ଥିବା ଯୋଗୁ ଜେରା ସମ୍ଭବ ହୋଇପାରିନାହିଁ ବୋଲି…
ରୋମ ଜଳିଲା ବେଳେ ସମ୍ରାଟ ନୀରୋଙ୍କ ବଂଶୀ ବାଦନ, ଏପଟେ ଝାରସୁଗୁଡା ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ…
ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ :କଥାରେ ଅଛି ରୋମ ଜଳିଲା ବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ .......ଏବେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓଡିଶା ପାୱାର ଜେନେରେସନ କର୍ପୋରେସନ ରେ । ଏପଟେ ଝାରସୁଗୁଡା ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ ଅଚଳ ହୋଇ ଦୈନିକ ୫୦ ଲକ୍ଷ…
ସ୍ୟାଟ ଗୁରୁତ୍ୱପୂର୍ଣ୍ଣ ରାୟ : ମୃତ କର୍ମଚାରୀଙ୍କ ପତି/ପତ୍ନୀ ଜୀବିତ ଥିଲେ ବି ପୁଅ/ଝିଅଙ୍କୁ ନିଯୁକ୍ତି ଦିଆଯାଇପାରିବ
ଭୁବନେଶ୍ୱରରୁ ମାନସୀ ମିଶ୍ର : ସରକାରୀ କର୍ମଚାରୀ ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଜୀବିତ ଥିଲେ ପିଲାମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତ ନଦେବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୟାଟ୍ ତ୍ରୁଟିପୂର୍ଣ୍ଣ ଓ ବେଆଇନ୍ ଦର୍ଶାଇ ନାକଚ କରିଦେଇଛନ୍ତି ।
ଅନୁକମ୍ପାମୂଳକ ନିଯୁକ୍ତି ଆଇନର ଲକ୍ଷ୍ୟ ଓ…
ବିଜେଡିର ଦୋମୁହାଁ ଚରିତ୍ର ସ୍ପଷ୍ଟ ହୋଇଛି: ବିଜେପି
ଭୁବନେଶ୍ୱର: ଚିଟ୍ଫଣ୍ଡ୍ ଘୋଟାଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେଲା ପରେ ରାଜନୈତିକ ବୟାନବାଜି ଜାରି ରହିଛି । ବିଜେଡି ଏହାକୁ ବିଜେପିର ଚାଲ ଓ ସିବିଆଇ ରାଜନୈତିକ ଉଦ୍ଦେଶ୍ ନେଇ ପ୍ରଭାତଙ୍କୁ ଗିରଫ କରିଛି ବୋଲି କହିଛି ବିଜେଡି । ଏହାର ଜବାବ ରାଜରାସ୍ତାରେ ଦିଆଯିବ ବୋଲି…
ଲକ୍ଷ୍ମୀ ବିଳାସିନୀଙ୍କ ପ୍ରଶ୍ନ : ଜମି ବାବଦରେ ମୁଁ ପଇସା ନେଇଥିଲି, ମୁଁ ଫେରାଇଥିଲି , ମୋତେ ଗିରଫ ନକରି ମୋ…
ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ମୋ ସ୍ୱାମୀ କେଉଁଥିରେ ସମ୍ପୃକ୍ତ ନୁହନ୍ତି । କାରଣ ଯେଉଁ ଜମି କିଣିବା ପାଇଁ ପଇସା ଆସିବା ଅବା ଫେରାଯିବା କଥା କୁହାଯାଇଛି ସେସବୁ ମୁଁ କରିଛି ଓ ମୋ ନାଁରେ ଅଛି । ଯେଉଁଥିରେ କିଛି ଗଲତି ନାହିଁ । ହେଲେ ଯଦି ସିବିଆଇ ଗିରଫ କରିବା ବା ଜେରା କରିବା କଥା ମତେ…
ତୈଳଦର ବୃଦ୍ଧି ଦିନ ପ୍ରଭାତଙ୍କ ଗିରଫଦାରୀ : କାକତାଳୀୟ ନା କ୍ଷମତା ପଶାପାଲିର ନୂଆ ଚାଲ !
ଭୁବନେଶ୍ୱରରୁ ଚକ୍ରଧର ମାଝି : ପେଟ୍ରୋଲ ଡିଜେଲ ଓ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ରାଜ୍ୟବାସୀ ସନ୍ତୁଳି ହେଉଥିବା ବେଳେ ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଗ୍ରହଣ କରି ବିଜେଡି ଦେଇଥିଲା ରାଜ୍ୟବ୍ୟାପୀ ବନ୍ଦ ଡାକରା । କଂଗ୍ରେସ ତରଫରୁ ମଧ୍ୟ ଦୈଳଦର ବୃଦ୍ଧିକୁ ପ୍ରତିବାଦ କରିଆସୁଛି ।…
ନିରଞ୍ଜନଙ୍କୁ ଦାମଙ୍କ ଜବାବ ଚାଲୁଣି କହୁଛି ଛୁଂଚିକୁ ସରକାରୀ କର୍ମଚାରୀ-ଅଫିସର-ଶିକ୍ଷକ ନେଲେ ଦେଖାଗଲାନି ବିଚରା…
ଭୁବନେଶ୍ୱରରୁ ଚକ୍ରଧର ମାଝି : ମନ୍ତ୍ରୀ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପାଲଟା ଜବାବ ଦେଇଛନ୍ତି । ନିରଞ୍ଜନ ବାବୁ ନିର୍ବାଚନମଣ୍ଡଳୀରୁ ଆସୁଥିବା ଅସହାୟ ରୋଗୀ ବା ଗରୀବ ଲୋକଙ୍କୁ ହାଣ୍ଡଲ କରନ୍ତି କି ନାହିଁ ତାହା ତାଙ୍କୁ ଜଣା ଓ ଯଦି କରୁଥିବେ…
ଭୁଶୁଡୁଛି ଆସ୍ଥା, ଉଜୁଡୁଛି ବିଶ୍ୱାସ ……ସଚିବ ବଦଳି କଲେ କଣ ହେବ, ସରକାରଙ୍କ ନିୟତ ବଦଳିବ ଦରକାର ନହେଲେ…
ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ସ୍ୱାସ୍ଥ୍ୟ ବିଭାଗରେ କିଛି ଅଘଟଣ ଘଟିବା ପରେ ଆଗେ ଟାର୍ଗେଟ ରେ ମନ୍ତ୍ରୀ, ଆଉ ତାପରେ ସଚିବ ବଦଳିବା ଲାଗି । ଆଉ ସରକାର ଚାପରେ ପଡି ବଦଳାଇ ଦିଅନ୍ତି......ହେଲେ ସରକାର ଜାଣିଛନ୍ତି ସମସ୍ୟା ତା କେଉଁଠି । .ଦୋଷର ଖିଅ ରହିଛି ଭିନ୍ନ ଜାଗାରେ । ସ୍ୱାସ୍ଥ୍ୟ…