Browsing Category

Recent News

ବାକ୍ ଓ ତଥ୍ୟ ଉପସ୍ଥାପନର ସ୍ୱାଧୀନତା ଗଣମାଧ୍ୟମ ସମ୍ପୂର୍ଣ୍ଣ ଉପଭୋଗ କରୁ 

ସାମ୍ବାଦିକଙ୍କ ଦ୍ୱାରା ନଗଣ୍ୟ ଭୂଲ ରିପୋର୍ଟିଂ ମାନହାନୀ ନୁହେଁ   ନୂଆଦିଲ୍ଲୀ : ଗଣମାଧ୍ୟମର ବାକ୍ ଓ ତଥ୍ୟ ଉପସ୍ଥାପନା କରିବାର ସ୍ୱାଧୀନତାକୁ ନିଶ୍ଚିତ କରିବାକୁ ଯାଇ ସୁପ୍ରିମ୍ କୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି  । କୌଣସି ସ୍କାମ୍ ବା  ଅନିୟମିତତା ରିପୋର୍ଟିଂ ବେଳେ ଭାବପ୍ରବଣତାବଶତଃ…

ଚାଇନା  ମାଇକ୍ରୋ ଚିପ୍ ଦ୍ୱାରା ଗ୍ରାହକଙ୍କୁ ଶୋଷଣ କରୁଛନ୍ତି ପେଟ୍ରୋଲ ପମ୍ପ 

  ଓଜନ-ମାପ ବିଭାଗର ଚଢ଼ଉ ଧର୍ମକୁ ଆଖିଠାର  ବାଲେଶ୍ୱର, ଉଜ୍ଜ୍ୱଳ କର : ଚାଇନା ତିଆରି ମାଇକ୍ରୋ ଚିପ୍ ଦ୍ୱାରା ପେଟ୍ରୋଲ ପମ୍ପରେ ଚାଲିଥିବା ଗ୍ରାହକ ଶୋଷଣକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଜିଲ୍ଲା  ଓଜନ-ମାପ ବିଭାଗ ପକ୍ଷରୁ ଆଜି ରବିବାରରେ ଧରପଗଡ଼ ଆରମ୍ଭ ହୋଇଥିଲା । ଜିଲ୍ଲା ପୁଲିସର…

ଜିଲ୍ଲା ପରିଷଦ ଉପନିର୍ବାଚନ,ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଜୋରଦାର 

  ମାଆ ପେଟର ଶିଶୁଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗ ପାଇଁ  କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ନବୀନ ବାବୁଙ୍କ ସୁଶାସନର ପ୍ରମାଣ : ରବୀନ୍ଦ୍ର  ବାଲେଶ୍ୱର/ଉଜ୍ଜ୍ୱଳ କର  : ୨୬ ନଂ ଜିଲ୍ଲା ପରିଷଦ ସଦସ୍ୟ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି…

ଓଡ଼ିଶା ବନ୍ଦ ଡ଼ାକରା ମୟୂରଭଞ୍ଜରେ ପ୍ରଭାବ ହୀନ

ବାରିପଦା/Dillip Mohanty - ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ଆହ୍ୱାନ କ୍ରମେ ଝାଡ଼ଖଣ୍ଡ ଦିଶମ ପାର୍ଟି(ଜେଡ଼ିପି) ଓ ଆଦିବାସୀ ସେଙ୍ଗେଲ ଅଭିଯାନ(ଆଶା) ପକ୍ଷରୁ ସମ୍ବିଧାନର ଧାରା ୨୫(ଏ) ଅନୁସାରେ ପ୍ରକୃତି ପୂଜା(ଜାହେର ବଙ୍ଗା)କୁ ସାରନା ଧର୍ମର ମାନ୍ୟତା ସହିତ ଧାରା ୩୪୭ ଅନୁସାରେ…

ଜିଲାସ୍ତରୀୟ ଅନ୍ୱେଷା-୨୦୧୭ ଉଦଯାପିତ

   ଜିଲାର ୨୬ ଗୋଟି ବ୍ଲକରେ ଥିବା କସ୍ତୁରବା ଆବାସିକ ବାଳିକା ବିଦ୍ୟାଳୟ ଓ ଚଳିତ ବର୍ଷ ପ୍ରଥମ ଥର ପ୍ରତିଯୋଗିତାରେ ସାମିଲ              ବାରିପଦାରୁ ଦିଲ୍ଲୀପ ମହାନ୍ତି :   ମୟୂରଭଞ୍ଜର ୪୭ଟି ଆବାସିକ ସ୍ୱତନ୍ତ୍ର ତାଲିମ କେନ୍ଦ୍ର(ଆରଏସଟି)ରେ ଅଧ୍ୟୟନ ରତ ଛାତ୍ରୀଛାତ୍ରମାନଙ୍କ ସହିତ…

ଅନିଶ୍ଚିତତାରେ ଏମ୍ସ ସାଟେଲାଇଟ ସେଣ୍ଟର

  ସ୍ଥାନାନ୍ତର ବିରୋଧରେ ଆନ୍ଦୋଳନ ମୁଖୀ କଂଗ୍ରେସ ବାଲେଶ୍ୱର/ujjwal kar : ତକ୍ରାଳୀନ କେନ୍ଦ୍ରର ଉପା ସରକାରଙ୍କ ଦ୍ୱାରା ଅନୁମୋଦନ ପ୍ରାପ୍ତ ବାଲେଶ୍ୱରର ଏମ୍ସ ସାଟେଲାଇଟ  ସେଣ୍ଟର, ସୁପର ସ୍ପେଶାଲିଟି ହସପିଟାଲ ଏଣ୍ଡ ଇଣ୍ଟରନ୍ୟାସନାଲ ପବ୍ଲିକ୍ ହେଲ୍ଥ ସ୍କୁଲର ପ୍ରତିଷ୍ଠା  ଅନିଶ୍ଚିତାକୁ…

କେଜିବିଭି ବିଦ୍ୟାଳୟ ସମୂହର ଜିଲାସ୍ତରୀୟ ପ୍ରତିଯୋଗିତା ଅନ୍ୱେଷା -୨୦୧୭

  ବାରିପଦାରୁ ଦିଲ୍ଲୀପ ମହାନ୍ତି  : ବାରିପଦା ଛଉପଡ଼ିଆଠାରେ ତିନି ଦିନିଆ ପ୍ରତିଯୋଗିତା କେଜିବିଭି ବିଦ୍ୟାଳୟ ସମୂହର ଜିଲାସ୍ତରୀୟ ପ୍ରତିଯୋଗିତା ଆନ୍ୱେଷା-୨୦୧୭ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ  ଭାବେ ପ୍ରଦୀପ ପ୍ରଜ୍ଜୁଳନ ପୂର୍ବକ…

ଆକସ୍ମିକ ଅଗ୍ନିକାଣ୍ଡ :  କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

  ବାରିପଦା/Dillip Mohanty - ବାରିପଦା ସହରର ମଧୁବନ ମିନିଷ୍ଟାଡ଼ିୟମ ନିକଟରେ ଗାଡ଼ିମୋଟର ମରାମତି ନିମନ୍ତେ ରହିଛି ଏକାଧିକ ଗେରେଜ । ଉକ୍ତ ଗେରେଜଗୁଡ଼ିକରେ ଗତ ରବିବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନଡ଼ାଛପର ଥିବା କାର୍ତ୍ତିକ ମହାନ୍ତ, ଭବତୋଷ ଲେଙ୍କା,…