Sign in
Sign in
Recover your password.
A password will be e-mailed to you.
Browsing Category
Recent News
ଡ଼ିଭାଇନ ବୈଷୟିକ ଶିକ୍ଷା ଅନୁଷ୍ଠାନର ବାର୍ଷିକୋତ୍ସବ ୟୁଫୋନି-୨୦୧୮
ସମ୍ବର୍ଦ୍ଧିତ ହେଲେ ପ୍ରାକ୍ତନ ଛାତ୍ରୀ ଓ ଛାତ୍ର
ବାରିପଦା/Dillip Mohanty - ବାରିପଦା ସହର ଉପକଣ୍ଠ ବାହାଦୂରପୁର(ପୋଡ଼ାଅସ୍ତିଆ)ସ୍ଥିତ ରାଜ୍ୟର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଡ଼ିଭାଇନ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲଜିର ଦଶମ ବାର୍ଷିକୋତ୍ସବ ୟୁଫୋନୀ-୨୦୧୮ର ଉଦଯାପନୀ…
ଆଧାର କାର୍ଡ ସଂଶୋଧନ ଉପରେ ଜିଏସଟି ମାଡ
ଲାଗୁ ହେବ ୧୮ ପ୍ରତିଶତ ଜିଏସ୍ଟି
ନୂଆଦିଲ୍ଲୀ: ଆଧାରକାର୍ଡ଼ କୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିବା ଓ ଏହାର ପ୍ରୟୋଗ ସନ୍ଦେହଘେରରେ ଥିବା ବେଳେ ଏବେ ତା ଉପରେ ଜିଏସଟି ମାଡ ପଡିଛି | ଆଧାର କାର୍ଡ ରେ ଅଜ୍ଞାନତା ବଶତଃ ହୋଇଥିବା ତ୍ରୁଟି ବା କୌଣସି ସମୟରେ କୌଣସି ସଂଶୋଧନ ପାଇଁ…
ଧର୍ମେନ୍ଦ୍ରବାବୁଙ୍କ ନୂଆ ଉପାୟ: ତେଲ ଦର ଭୁଲି ସାଇକେଲ୍ ଚଲାଅ : ବିଜୟ
ଭୁବନେଶ୍ୱର,୦୩/୨/୨୦୧୮: କେନ୍ଦ୍ର ତୈଳମନ୍ତ୍ରୀ ପେଟ୍ରୋଲ-ଡିଜେଲ୍ ଦରକୁ ନିୟନ୍ତ୍ରଣ କରିପାରୁନାହାନ୍ତି । ଏହାର ଦାମ୍ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଏଥିରେ ସମାଜର ସମସ୍ତ ବର୍ଗ ବିଶେଷକରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଏଥିଯୋଗୁ…
ଜାଲ ନୋଟ କାରବାର ଅଭିଯୋଗରେ ୨ ଗିରଫ ଓ ୨ ଲକ୍ଷ ଟଙ୍କା ଜବତ
ସ୍ପେଶାଲ ସ୍କ୍ୱାଡର଼୍ ମାଧ୍ୟମରେ ମୂଳରେ ପହଁଞ୍ଚିବ ପୁଲିସ
ବାରିପଦା/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀନଜନ ନାୟକ ଫେବୃଆରୀ ୨ ଶୁକ୍ରବାର ଅପରାହ୍ନ ଦେଢ଼ଟା ସମୟରେ ଜିଲା ପୁଲିସ କାର୍ଯ୍ୟାଳୟ ପରିସସରରେ କେତେକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ଖବରଦାତା…
ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କୁ ନିରାଶ କରିଛି : ଦାସବର୍ମା :: କେବଳ ସାଧାରଣ ଲୋକଙ୍କୁ ଭଣ୍ଡିବା ପାଇଁ :…
ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କୁ ନିରାଶ କରିଛି : ଦାସବର୍ମା
ଭୁବନେଶ୍ୱର: ବଜେଟ୍ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବେ ହେବ ତା’ର କୌଣସି ନିର୍ଦ୍ଧିଷ୍ଟ ସୂଚନା ନାହିଁ । ଜଳସେଚନ ପାଇଁ ଅର୍ଥର ବରାଦ କରାଯାଇନାହିଁ । ଚାଷୀମାନଙ୍କୁ କେବଳ କଥାରେ ଆଶ୍ୱାସନା ଦିଆଯାଉଛି…
ମହିଳା ମୋର୍ଚ୍ଚା କୋକେଇ ଯାତ୍ରାରେ ବ୍ୟାସନଗରରୁ ସର୍ବାଧିକ ମହିଳାଙ୍କ ଯୋଗଦାନ
ବ୍ୟାସନଗରରୁ ଜୟଶଙ୍କର ଦାଶ : ସମଗ୍ର ରାଜ୍ୟରେ ବହୁ ଚର୍ଚ୍ଚିତ କୋରାପୁଟ ଜିଲ୍ଲା କୁନ୍ଦୁଲୀ ଅଂଚଳର ପୀଡ଼ିତଙ୍କ ଆତ୍ମହତ୍ୟା ପ୍ରତିବାଦରେ ବିରୋଧୀ ଦଳମାନେ ଆନ୍ଦୋଳନକୁ ଜାରି ରଖିଛନ୍ତି । ଯାଜପୁର ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ…
WELCOME TO VYASA SAROBARA MAHOTSAV
javascript:ImageManager.populateFields('31-18-BYASA.jpg')
ନିଜ ଅର୍ଜିତ କର୍ମ ମାନ, ଆଗହୁଁ ହୁଅ ସାବଧାନ
ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି ଛଡା ଉପାୟ ନାହିଁ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ପୌରପରିଷଦର ଭଞ୍ଜପୁର ଛକରେ ଥିବା ପାର୍କିଂସ୍ଥଳ ଓ ବହୁପୂରାତ୍ତନ ପୂଜା ମଣ୍ଡପରେ ମୟୂରଭଞ୍ଜ ଜିଲାପ୍ରଶାସନ ପକ୍ଷରୁ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉପରେ ଓଡ଼ିଶା ଉଚ୍ଚ…
ନିର୍ବାଚନ କମିଶନରେ ବିଜେପୁର, ବିଜେପି ବିଜେଡି ଝିଙ୍କାଝିଙ୍କି
ଅଫିସରମାନେ ମତଦାନକୁ ପ୍ରଭାବିତ କରିବାକୁ ଷଡଯନ୍ତ୍ର କରୁଛନ୍ତି : ବିଜେପି
ବିଜେପି ଜାଣିଛି ହାରିବ..ମୁଖଲଜ୍ଜା ଏଡାଇବାକୁ ବାହାନା, କାରଣ ଚୋରମନ ଚୋର ଗଣ୍ଠିରେ : ବିଜେଡି
ଭୁବନେଶ୍ୱର/ନୂଆଦିଲ୍ଲୀ : ଭୋଟ ଘୋଷଣା ହେବା ପରେ...କୋଡ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ସର୍ବୋପରି ସରକାରୀ…