Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଲଗୁଣ୍ଠାରେ ‘ୟୁନାଇଟେଡ୍ କ୍ଲବ୍ ୯୯’ ଓ ‘ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ ବିଭିନ୍ନ କିସମର ଚାରା ରୋପଣ,
ବେଲଗୁଣ୍ଠା:୩/୮-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ପରିବେଶକୁ ସବୁଜ ଓ ସୁନ୍ଦର କରିବା ଅଭିଯାନକୁ ଜୋରଦାର କରିବା ପାଇଁ ଆଜି ‘ୟୁନାଇଟେଡ୍ କ୍ଲବ୍ ୯୯’ ଏବଂ ‘ ସାହିତ୍ୟ ଘର ’ ପକ୍ଷରୁ ଏକ ମିଳିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବେଲଗୁଣ୍ଠା ସହରର ୧୯୯୦ ମସିହା ଦଶମ!-->!-->!-->…
ରାୟଗଡ଼ ଠାରେ ଜିଲ୍ଲାପାଳଙ୍କର ଯୁଗ୍ମଅଭିଯୋଗ ଶୁଣାଣି
ରାୟଗଡା ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ!-->!-->!-->…
ଦେଶୀ ଓ ବିଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୩ ଗିରଫ ।
ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ବଜାର, ନୂଆ ବଜାର ଓ ବାରାପୁର ଗ୍ରାମ ନିକଟରେ ଚଢ଼ାଉ!-->!-->!-->…
ବେଲଗୁଣ୍ଠାରେ ଅମାନବିକତାର ଚିତ୍ର: ରୁଗ୍ଣ ଗାଈକୁ ରାସ୍ତାରେ ଛାଡିଦେଲେ ମାଲିକ
ବଜରଙ୍ଗ ଦଳ ଓ କାଉନସିଲ୍ରଙ୍କ ସହାୟତାରେ ହେଲା ମୃତ ଗୋମାତାଙ୍କ ସତ୍କାର
ବେଲଗୁଣ୍ଠା:୩/୮-(ଶିବରାମ ଚୌଧୁରୀ )-ହିନ୍ଦୁ ଧର୍ମରେ ଗାଈକୁ ‘ଗୋମାତା’ ଭାବେ ପୂଜା କରାଯାଏ ଏବଂ ଏହାଙ୍କୁ ପବିତ୍ର ଜ୍ଞାନ କରାଯାଏ। ମାତ୍ର କିଛି ଅସଚେତନ ମାଲିକଙ୍କ ଏପରି କିଛି ଅମାନବିକ ଚିତ୍ର ସାମ୍ନାକୁ!-->!-->!-->…
ନବରଙ୍ଗପୁର ଜିଲ୍ଲାରେ ‘କୁଷ୍ଠ ମୁକ୍ତ ଓଡ଼ିଶା’ ଲକ୍ଷ୍ୟରେ ବ୍ୟାପକ ଅଭିଯାନ : ପ୍ରାଏ ୯.୪୫ ଲକ୍ଷ ଲୋକଙ୍କ…
ନବରଂଗପୁର ତା ୩.୮.୨୦୨୬:କୁଷ୍ଠ ମୁକ୍ତ ଓଡ଼ିଶା' ଗଠନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ (NLEP) ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ୧୫ ଦିନିଆ କୁଷ୍ଠ ରୋଗ ଚିହ୍ନଟ ଓ ସଚେତନତା ଅଭିଯାନ (Leprosy Case!-->!-->!-->…
ଘୁଷ ନେବାବେଳେ ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଟିଓ କାର୍ଯ୍ୟାଳୟର ଓଏମଭିଡି ଟ୍ରାଫିକ୍ ଇନ୍ସପେକ୍ଟର
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସୁନ୍ଦରଗଡ଼ ଆରଟିଓ (RTO) କାର୍ଯ୍ୟାଳୟର ଓଏମଭିଡି (OMVD) ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ରଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଟିମ୍ ୨୦ ହଜାର ଟଙ୍କା ଘୁଷ ନେଉଥିବା ବେଳେ ରଙ୍ଗେହାତ ଗିରଫ କରିଛି।ଭିଜିଲାନ୍ସ ସୂଚନା ଅନୁଯାୟୀ,!-->!-->!-->…
ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା “ନିଶା ମୁକ୍ତ ଯୁବ ଅଭିଯାନ” ଶୁଭାରମ୍ଭ
କେନ୍ଦୁଝର,ତା ୩/୮- ଜାତୀୟ ସେବା ଯୋଜନା, ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସଂସ୍କୃତିଭବନ ମଣ୍ଡୁଆ, କେନ୍ଦୁଗଡ଼ ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ "ନିଶା ମୁକ୍ତ ଯୁବା" କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି l ବିକଶିତ ଭାରତ!-->…
ରୋଷେୟା ସହାୟକଙ୍କ ଅଭିଯୋଗ – ଏସଟି,ଏସଇ ବିଭାଗ ଅର୍ଦ୍ଧକୁଶଳୀ ଶ୍ରମିକ ପରିଚୟ ଦେଇ ୨୪ ଘଣ୍ଟା ଖଟାଉଛନ୍ତି।
କେନ୍ଦୁଝର,ତା୩/୮- କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଆସିଥିବା Cook-Cum-Attendant ବା CCA ମାନେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଚରମ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ ST, SC ବିଭାଗ ଅର୍ଦ୍ଧକୁଶଳୀ ଶ୍ରମିକ ପରିଚୟ ଦେଇ କେବଳ ରୋଷେଇ ପାଇଁ ନୁହେଁ,!-->!-->!-->…
ନବରଂଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ନବରଙ୍ଗପୁର, ତା. ୦୩.୦୮.୨୦୨୬: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ!-->!-->!-->!-->!-->…
ଯାଦୁ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଯାଦୁ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଦୂଷିତ ଜଳ ସ୍ନାନ ,ଦେହ ଓଦା ରଖିବା ବା ଓଦାଲୁଗା ପରିଧାନ ଦ୍ଵାରା, ଝାଳ,ପ୍ରତିରୋଧକ ଶକ୍ତି!-->…