Browsing Category

ରାଜ୍ୟ

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ:୧୦ ଜୁଆଡି ଗିରଫ, ୨୨୭୦୦ ଟଙ୍କା, ୪ ଟି ଦୁଇ ଚକିଆ ଯାନ ଜବତ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )--ପାର୍ବଣ ଋତୁର ପଦାର୍ପଣରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆଡି ମାନଙ୍କ ଜିଲାର ଆମର ଜମିଲାଣି ।ଏ ପରି ପରିସ୍ଥିତି ବେଆଇନ୍ ଜୁଆଖେଳକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତୀକ୍ଷ୍ଣ ନଜର ରହିଛି ।ଏପରି ସ୍ଥଳେ, ଆଜି ସଂଧ୍ୟା ପେଟ୍ରୋଲିଂ ସମୟରେ ବେଲଗୁଣ୍ଠା…

ନୂଆଦିଲ୍ଲୀ ଠାରେ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ “ନିଫା”ର ରୌପ୍ଯଜୟନ୍ତୀ ଉଦ୍ଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପ ଠାରେ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ "ନିଫା"ର ରୌପ୍ଯଜୟନ୍ତୀ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହା ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ହରିଆଣାର କର୍ଣ୍ଣଲ ଠାରେ ଜାରି ରହିବ। ଏହି କାର୍ଯ୍ୟକ୍ରମରେ…

ଆନ୍ତର୍ଜାତୀୟ ଶାନ୍ତି ଦିବସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ୨୧ ସେପ୍ଟେମ୍ବର ୨୦୨୫, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ରାଜ୍ୟ କମିଶନର ଡ଼ଃ କାଳୀ ପ୍ରସାଦ ମିଶ୍ର ଓ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁଙ୍କ ନିର୍ଦ୍ଦେଶକ୍ରମେ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ…

ମାର୍କେଟ ୟାର୍ଡ଼ ଓ ସାପ୍ତାହିକ ହାଟର ଉନ୍ନତି କରଣ ନେଇ ବୈଠକ ଅନୁଷ୍ଠିତ ।

କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ - ଆରଏମସି ଅଧିନସ୍ତ ସାପ୍ତାହିକ ହାଟର ଉନ୍ନତି କରଣ ତଥା ଭଡା ସୂତ୍ରରେ ଦିଆଯାଉଥିବା ଦୋକାନ ଗୃହ ଗୁଡିକର ବକେୟା ଭଡା ଓ ନିୟମିତ ଭଡା ପ୍ରଦାନ ସଂକ୍ରାନ୍ତରେ ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି |…

ନବରଙ୍ଗପୁର ଠାରେ”ସେବା ପଖୱାଡ଼ା” ଉତ୍ସବ ଅବସରରେ ଜିଲ୍ଲା ସ୍ତରୀୟ ଗଣଦୌଡ

ନବରଙ୍ଗପୁର ତା ୨୧.୯.୨୦୨୫: "ସେବା ପଖୱାଡ଼ା" ଉତ୍ସବ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ସଦାଶିବ ପାର୍କ ଠାରୁ ଏକ ବିଶାଳ ଜିଲ୍ଲା ସ୍ତରୀୟ ମାରାଥନ ଦୌଡ଼ ପୋଲିସ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଗଣ ଶିକ୍ଷା ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗ ର ଛାତ୍ର ଛାତ୍ରୀ…

ଜିଲ୍ଲାପାଳ କାର୍ଯ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ସ୍କ୍ରିନିଂ କ୍ୟାମ୍ପ ଆୟୋଜିତ ।

କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ - କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ସ୍କ୍ରିନଙ୍ଗ କ୍ୟାମ୍ପ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଶ୍ରୀଯୁକ୍ତ ରଘୁରାମ.ଆର. ଆଏର ଙ୍କ ପରାମର୍ଶ କ୍ରମେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ…

ପାୱାରଟିଲରରେ ପଶିଥିବା ଯୁବକଙ୍କୁ କଟକ ରେଫର କରାଗଲା।

କେନ୍ଦୁଝର, ତା ୨୧/୯- କାଲି ଅପରାହ୍ନରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପାୱାରଟିଲର ଅଂଶ ସହ ଫସି ଥିବା ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ। ଚାଷ କଲାବେଳେ ଏହି ଯୁବକ ପାୱାରଟିଲର ଭିତରେ ଲାଖି ଯାଇଥିଲେ ତେଣୁ ତାଙ୍କର ଗୋଡ଼ ଭାଙ୍ଗି ଲଟକି…

ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଏଆରଡିଏସଆଇ, ଭୁବନେଶ୍ୱର ଶାଖା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଭାରତୀୟ ଆଲ୍ଜାଇମର୍ସ ଏବଂ ସମ୍ପର୍କିତ ବ୍ୟାଧି ସମାଜ (ARDSI) ର ଭୁବନେଶ୍ୱର ଶାଖା, ସମୁଦାୟ ସଂଲଗ୍ନତା ଏବଂ ଆଲ୍ଜାଇମର୍ସ ଓ ଡିମେନ୍ସିଆ ବିଷୟରେ ସଚେତନତା କାର୍ଯ୍ୟକ୍ରମ (Community Engagement & Awareness Programme) ଆୟୋଜନ…

ଡିଇଓ, ଏଡିଇଓ ଙ୍କୁ ଓଷ୍ଟାସଂଘର ଶୁଭେଚ୍ଛା ।

ମାଲକାନଗିରି ରୂ ସୁରେନ୍ଦ୍ର ବେମାଳ:  ମାଲକାନଗିରି ଜିଲ୍ଲା ଓଷ୍ଟା ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଚିତ୍ତରଞ୍ଜନ ପାଣିଗ୍ରାହୀ, ସହକାରୀ ଶିକ୍ଷା ଅଧିକାରିଣୀ ମଞ୍ଜୁଲତା ମଣ୍ଡଳ ଓ ନୂତନ ଭାବରେ ଯୋଗଦାନ କରିଥିବା ସହକାରୀ ଜିଲ୍ଲା ଶିକ୍ଷାଧୀକାରୀ ( ଏଡିଇଓ) ଭାଗୀରଥ୍ ବେହେରାଙ୍କୁ…

ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଗାତ, ରୋଗୀ ହୁସିଆର ହେବାକୁ ଅନୁରୋଧ।

କେନ୍ଦୁଝର, ତା୨୧/୯- କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଓପିଡ଼ି ଟିକେଟ କାଉଣ୍ଟରକୁ ଯିବାକୁ ଥିବା ପ୍ରବେଶ ପଥ ରାମ୍ପକୁ ଲାଗି ଡ୍ରେନ ଉପରେ ଏକ ଗାତ ହୋଇଯାଇଛି। ଭଙ୍ଗା ସ୍ଲାବ ଏଠାରେ କେବେଠାରୁ ହଟା ନଯାଇ ଏହା ଉପରେ ଏକ ଭଙ୍ଗା ପ୍ଳାଇ ବୋର୍ଡ଼ ପକେଇ ଦିଆଯାଇଛି। ତେଣୁ ଅନେକ ରୋଗୀ ଓ…