ଡିଇଓ, ଏଡିଇଓ ଙ୍କୁ ଓଷ୍ଟାସଂଘର ଶୁଭେଚ୍ଛା ।

3

ମାଲକାନଗିରି ରୂ ସୁରେନ୍ଦ୍ର ବେମାଳ:  ମାଲକାନଗିରି ଜିଲ୍ଲା ଓଷ୍ଟା ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଚିତ୍ତରଞ୍ଜନ ପାଣିଗ୍ରାହୀ, ସହକାରୀ ଶିକ୍ଷା ଅଧିକାରିଣୀ ମଞ୍ଜୁଲତା ମଣ୍ଡଳ ଓ ନୂତନ ଭାବରେ ଯୋଗଦାନ କରିଥିବା ସହକାରୀ ଜିଲ୍ଲା ଶିକ୍ଷାଧୀକାରୀ ( ଏଡିଇଓ) ଭାଗୀରଥ୍ ବେହେରାଙ୍କୁ ଜିଲ୍ଲା ଶିକ୍ଷାକାରୀଙ୍କ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ଓ ଉପଢୌକନ ସହିତ ଓଷ୍ଟା ନୂତନ ସଂସ୍କରଣ -୨୦୨୫ ଟେଷ୍ଟ ପେପର ପ୍ରଦାନ କରାଯାଇଥିଲା I ଏହି ଅବସରର ଜିଲ୍ଲା ସମ୍ପାଦକ ମନୋଜ ମହାପାତ୍ର, ସଭାପତି ଅଲେଖ ମହାରଣା, ଉପସଭାପତି ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ବେଜ, ବ୍ଲକ ସମ୍ପାଦକ ସୂର୍ଯ୍ୟ ନାରାୟଣ ନାୟକ, ରମେଶ ଚନ୍ଦ୍ର ଭୂୟାଁ, କୈଳାସ ଜେନା, ବାବୁଲା ନାୟକ, ରତିକାନ୍ତ ମିଶ୍ର, ସୁରେନ୍ଦ୍ର ନାଥ ବାରିକ, ଚିତ୍ତରଞ୍ଜନ କବିଙ୍କ ସମେତ ବହୁ ପ୍ରମୁଖ ଓଷ୍ଟା କର୍ମକର୍ତ୍ତା ଓ ବରିଷ୍ଟ ଶିକ୍ଷକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.