Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କଟକ ତା ୧୦.୦୮.୨୦୨୬ ରିଖ – କଟକସଦର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଳଜିତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୫୫ଟି ଅଭିଯୋଗ ହସ୍ତଗତ ହୋଇଥିଲା ।!-->…
ଭଦ୍ରକରେ ଜାତୀୟ କୃମିନାଶକ ଦିବସ ପାଳିତ
ଭଦ୍ରକ, ୧୦/୦୮: ଶିଶୁ ଓ କିଶୋର-କିଶୋରୀଙ୍କୁ କୃମି ସଂକ୍ରମଣରୁ ମୁକ୍ତ ରଖି ସେମାନଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଭଦ୍ରକ ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ – ଅଗଷ୍ଟ ପର୍ଯ୍ୟାୟ ୨୦୨୬ ପାଳିତ ହୋଇଯାଇଛି।
ଏହି ଅବସରରେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ରାଜଘରପୋଖରୀ ଗ୍ରାମ!-->!-->!-->…
ଅଗ୍ନିମାନ୍ଦ୍ୟ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅଗ୍ନିମାନ୍ଦ୍ୟ ରୋଗ ସଚେତନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ବର୍ଷା ରୁତୁରେ ଥଣ୍ଡା ଓ କଫ ବଢି, ତୀକ୍ଷ୍ଣ ଓ ବେଦନା ନାଶକ ଔଷଧ ସେବନ,!-->…
“୨ ବର୍ଷରେ ଦିଆଯାଇଥିବା ୪୫,୦୦୦ ନିଯୁକ୍ତି ମଧ୍ୟରୁ ୩୯,୦୦୦ ପଦବୀ ପାଇଁ ବିଜେଡି ସରକାରଙ୍କ ସମୟରେ ବିଜ୍ଞାପନ…
୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରସଙ୍ଗ
ନିଯୁକ୍ତି କ୍ଷେତ୍ରରେ ବିଜେପି ସରକାର ତାଙ୍କ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି: ବିଜେଡି
୨ ବର୍ଷରେ ୬୫,୦୦୦ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଥିଲାବେଳେ, ମାତ୍ର ୬,୦୦୦ ନିଯୁକ୍ତି ଦିଆଯାଇଛି
ଗତ ୨ ବର୍ଷରେ!-->!-->!-->!-->!-->!-->!-->!-->…
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ତା.୧୦-୦୮-୨୦୨୬ରିଖ ଦିନ ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ!-->!-->!-->…
କିମସରେ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର: କିଡ୍ନୀ ଚିକିତ୍ସା କ୍ଷେତ୍ରରେ ନୂଆ ଉପଲବ୍ଧି, ଗବେଷଣା ଓ ଆଧୁନିକ ଚିକିତ୍ସା ପଦ୍ଧତି ନେଇ ଆଲୋଚନା ପାଇଁ ଭୁବନେଶ୍ୱର କିମସ ନେଫ୍ରୋଲୋଜି ବିଭାଗ ପକ୍ଷରୁ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ କେଏନସି ୩.୦ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରମୁଖ!-->!-->!-->…
ଓଏଆରସି ଅପଡେଟ୍–V ରେ ଅସ୍ଥିକ୍ଷୟ ରୋଗର ଆଧୁନିକ ଚିକିତ୍ସା ଉପରେ ଜାତୀୟ ସ୍ତରର ଆଲୋଚନା
ଭୁବନେଶ୍ୱର, ଅଗଷ୍ଟ ୯: ଅସ୍ଥିକ୍ଷୟ (ଅଷ୍ଟିଓପୋରୋସିସ୍) ରୋଗର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥାକୁ ନେଇ ଓଡ଼ିଶା ଆର୍ଥ୍ରାଇଟିସ୍ ଆଣ୍ଡ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (OARFT) ପକ୍ଷରୁ "ଓଏଆରସି ଅପଡେଟ୍–V" ଶୀର୍ଷକ ଏକ ଦିନିଆ ଜାତୀୟ ସମ୍ମିଳନୀ!-->…
ଶରଣକୁଳରେ ଗଢି ଉଠିଛି ମାଳ ମାଳ ହମ୍ପସ୍
ପାଇପ୍ଲାଇନ୍ ଫାଟି ୨୧ ନମ୍ବର ରାଜପଥରେ ଜମୁଛି ପାଣି;
କାଉଡ଼ିଆ ଭିଡ଼ ପରିଚାଳନାକୁ ସ୍ୱତନ୍ତ୍ର ଧ୍ୟାନ ଦାବି,
ଓଡ଼ଗାଁ, ୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ତଥା ସମଗ୍ର ଓଡ଼ିଶାର ଅନନ୍ୟ ଶୈବକ୍ଷେତ୍ର ଓଡ଼ଗାଁ ବ୍ଲକ ଶରଣକୁଳର ଶ୍ରୀ ଶ୍ରୀ ଲଡୁକେଶ୍ୱର ମହାଦେବଙ୍କ!-->!-->!-->!-->!-->!-->!-->!-->!-->…
ବୁଢ଼ା ବୁଢ଼ିଆଣୀ ଜଳସେଚନ ଯୋଜନା, ଅନାବନା ଲଟି ଭିତରେ ହଜିଯାଉଛି କେନାଲ
ଚାଷୀଙ୍କ ଜମିକୁ ପାଣି ଯିବାରେ ବାଧା, ଅସ୍ବାଭାବିକ ବର୍ଷାରେ ଜଳ ପରିଚାଳନା ହେବ ବାଧାପ୍ରାପ୍ତ
ଓଡ଼ଗାଁ, ୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢ଼ା ବୁଢ଼ିଆଣୀ ମଧ୍ୟମ ଜଳସେଚନ ଯୋଜନାର କେନାଲ ସଫେଇକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା!-->!-->!-->…