Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବର୍ଷା ସରିଲେ ରାସ୍ତା ମରାମତି, ସ୍ଥାନୀୟଙ୍କୁ ନିଯୁକ୍ତି ଆଶ୍ୱାସନ
ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମରାକୁଟା-ଜମେରାବାସୀ
ଝାରସୁଗୁଡ଼ା, : ମରାକୁଟା ଓ ଜମେରା ଗ୍ରାମପଞ୍ଚାୟତ ଅଞ୍ଚଳର ରାସ୍ତା ନିର୍ମାଣ, ମରାମତି ଏବଂ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ସ୍ଥାନୀୟ ଜନପ୍ରତିନିଧି ଓ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ!-->!-->!-->!-->!-->…
ଖଡ଼ଗେଙ୍କ ଗସ୍ତ ପରେ ‘ଶୁଦ୍ଧିକରଣ’କୁ ବିରୋଧ; ଝାରସୁଗୁଡାରେ କଂଗ୍ରେସର ପ୍ରତିବାଦ
ଝାରସୁଗୁଡା, ୧୪/୮: ହଲଦ୍ୱାନିରେ ଆୟୋଜିତ କଂଗ୍ରେସ ସଭାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେବା ପରେ ସ୍ଥାନଟି ‘ଅପବିତ୍ର’ ହୋଇଥିବା ଦର୍ଶାଇ କିଛି ବିଜେପି କର୍ମୀଙ୍କ ପକ୍ଷରୁ ‘ଶୁଦ୍ଧିକରଣ’ କାର୍ଯ୍ୟକ୍ରମ ଆୟୋଜନକୁ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି!-->…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ
ବେଲଗୁଣ୍ଠା, ୧୪/୦୮: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଦେଶଭକ୍ତି ଓ ଜାତୀୟ ଏକତାର ବାର୍ତ୍ତା ନେଇ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ!-->!-->!-->…
ମିନି ଟ୍ରକ୍ ଧକାରେ ବାଇକ ଚାଲାକ ମୃତ
ବେଲଗୁଣ୍ଠା, ୧୪/୦୮: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଛକ ବମ୍ବେଷ୍ଟିଲ ନିକଟରେ ଶୁକ୍ରବାର ସକାଳେ ୯-୪୦ ମିନଟ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବୁଗୁଡ଼ା ବ୍ଲକ ଏ. କରଡ଼ାବାଡ଼ି ଗ୍ରାମର ସୁନୀଲ କୁମାର!-->!-->!-->…
୧୨୦ ବର୍ଷର ଶ୍ରୀକୃଷ୍ଣ ଗୋଶାଳାରେ ଦୀପାଳୀ ଦାସ
ଝାରସୁଗୁଡ଼ା, ୧୪/୮: ଝାରସୁଗୁଡ଼ା ପୌରପରିଷଦର ୩ ନମ୍ବର ୱାର୍ଡରେ ଅବସ୍ଥିତ ୧୨୦ ବର୍ଷ ପୁରାତନ ଐତିହାସିକ ଶ୍ରୀକୃଷ୍ଣ ଗୋଶାଳା ପରିଦର୍ଶନ କରିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ। ଶୁକ୍ରବାର ସେ ଗୋଶାଳାରେ ପହଞ୍ଚି ଗୋ-ମାତାଙ୍କ ଯତ୍ନ, ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା ଓ!-->!-->!-->…
୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଆଜି ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,!-->!-->!-->…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଉଦଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତି କରଣ କୋଷ ତରଫରୁ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା କାର୍ଯ୍ୟକ୍ରମ ମହାବିଦ୍ୟାଳୟକ ଅଧ୍ଯକ୍ଷା ଡ଼ି ରୀନା ସାହୁଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରଥମ!-->…
ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ନବରଙ୍ଗପୁର ସରକାରୀ ଅଧିବକ୍ତା ସମ୍ମାନିତ
ନବରଙ୍ଗପୁର 14/08/2026: ଆଇନସେବା କ୍ଷେତ୍ରରେ ତ୍ୱରିତ ସେବା ସହ ଉଚିତ ନ୍ୟାୟ ଯୋଗାଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ର ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ମନୋଜ କୁମାର ଏକ୍କାଙ୍କୁ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମ୍ବର୍ଦ୍ଧିତ କରିବା ସହ ପ୍ରଶଂସାପତ୍ର!-->!-->!-->…
ଭୁବନେଶ୍ୱର ସ୍ଥିତ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ସାଂସଦ
‘ହର୍ ଘର୍ ତିରଙ୍ଗା’ ଅଭିଯାନ ଜାତୀୟତାବୋଧର ଅନନ୍ୟ ଶିହରଣ ସୃଷ୍ଟି କରିଛି - ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶା ସମେତ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ• ନିଜ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ପାଇଁ ଆହ୍ୱାନ• ଜାତୀୟ ଏକତା, ଶାନ୍ତି ଓ!-->!-->!-->!-->!-->!-->!-->…
ବଡ଼ବିଲରେ ବନ୍ୟା ପରିସ୍ଥିତି, ୧୫୦ ଲୋକ ସ୍ଥାନାନ୍ତର
ବଡ଼ବିଲ (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ବୁଧବାର ବିଳମ୍ବିତ ରାତିରୁ ବର୍ଷା ଜାରି ରହିବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବିଶେଷକରି ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ପାଣି ବଢ଼ିବାରୁ ଲୋକଙ୍କ ମଧ୍ୟରେ!-->…