Browsing Category

ରାଜ୍ୟ

ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ ବାସୁଦେବପୁର ତରଫରୁ କାରଗିଲ ଦିବସ ପାଳନ

ବାସୁଦେବପୁର - ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ, ବାସୁଦେବପୁର ତରଫରୁ ରାଣୀ କୈଳାସ ଶିଖର କଲ୍ୟାଣ ମଣ୍ଡପ, ତେନ୍ତୁଳିଆ, ବାସୁଦେବପୁର ଠାରେ ୨୮ତମ କାରଗିଲ ଦିବସ ପାଳନ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ମାନ୍ୟବର ବାସୁଦେବପୁର ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ,ମୁଖ୍ୟ ବକ୍ତା -

ହରୀ ଶୟନ ଏକାଦଶୀରେ ସୁନାବେଶରେ ଝଲସିଲେ ମହାପ୍ରଭୁ

୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ଦର୍ଶନ, ଆଜି ଅଧରପଣା ନୀତି ପୁରୀ, ୨୬/୦୭: ପବିତ୍ର ହରିଶୟନ ଏକାଦଶୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ରଥ ଉପରେ ବିରାଜମାନ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ

ରଥ ଉପରେ ତିନି ଠାକୁରଙ୍କ ସୁନାବେଶ : ସନ୍ଧ୍ୟା ଆଳତୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀଜୀଉ ମାନେ ବଡଦାଣ୍ଡରେ ମାଉସୀ ମାଙ୍କ ଘର ନିକଟରେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପବିତ୍ର ହରି ଶୟନ ଏକାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେଇଛନ୍ତି।

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର

ଭୁବନେଶ୍ୱର, ଜୁଲାଇ ୨୫: ଉଚ୍ଚସ୍ତରୀୟ ଚିକିତ୍ସା ଦକ୍ଷତା ଓ ସମନ୍ୱିତ କାର୍ଯ୍ୟଧାରାର ପରିଚୟ ସ୍ୱରୁପ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମମ୍)ର ଡାକ୍ତରମାନେ ଏକ ୧୦ ମାସର ଶିଶୁର ଜୀବନ ସଫଳତାର ସହ ବଂଚାଇଛନ୍ତି । ଶିଶୁଟିର ଡାହାଣ ମୁଖ୍ୟ ଶ୍ୱାସନଳୀ ମଧ୍ୟରେ ଅଟକି ରହିଥିବା ଏକ ଆତ ମଞ୍ଜିକୁ

ପନ୍ତିଖାରୀ ଶାସନରେ ୭୫ତମ ଅନ୍ନପୂର୍ଣ୍ଣା ବୃଷ୍ଟି ଯଜ୍ଞ ଶୁଭାରମ୍ଭ

ଓଡ଼ଗାଁ, ୨୪।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଗ୍ରାମପଞ୍ଚାୟତର ପନ୍ତିଖାରୀ ଶାସନସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ପନ୍ତିଖାରୀ ଶାସନ ଓ ନୋତରପଲ୍ଲୀ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ

ବେଲଗୁଣ୍ଠାରେ ପବିତ୍ର ବଡ଼ ଏକାଦଶୀ: ଶ୍ରୀଜୀଉଙ୍କ ସୁନାବେଶ, କଲ୍କିବେଶ ଓ ଭଜନ ସନ୍ଧ୍ୟାରେ ବିଭୋର ଭକ୍ତ

ବେଲଗୁଣ୍ଠା, ୨୪/୦୭, -(ଶିବରାମ ଚୌଧୁରୀ )-ଗତକାଲି ପବିତ୍ର ବାହୁଡ଼ା ଯାତ୍ରା ପବିତ୍ର ବଡ଼ ଏକାଦଶୀ ଅବସରରେ ବେଲଗୁଣ୍ଠା ବଡ଼ଦାଣ୍ଡ ଏବଂ ବାଲିଡିସାହି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ବେଲଗୁଣ୍ଠାର ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ

ଦେଶୀ ରନ୍ଧା ମଦ ଜବତ, ୦୨ ଗିରଫ ।

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନ ବଜାର ଓ ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼

ବିଜେପି ସରକାର ର ଛାତ୍ର ମାରଣ ନୀତି ବିରୁଦ୍ଧରେ ନୀଳଗିରି କଂଗ୍ରେସ ର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ |

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ନିର୍ଦେଶ କ୍ରମେ ଓଡିଶା ର ବିଭିନ୍ନ ବ୍ଲକ ଓ ସଦର ମହକୁମା ରେ ବିଜେପି ର ଛାତ୍ର ମାରଣ ନୀତି, ପ୍ରଶ୍ନ ପତ୍ର ଲିକ, ଆନ୍ଦୋଳନ ରତ ଛାତ୍ର ଙ୍କ ଉପରେ ଅମାନବୀୟ ଅତ୍ୟାଚାର, କଂଗ୍ରେସ ଦଳ ର ଜନନେତା ରହୁଳ ଗାନ୍ଧୀ ଓ ପ୍ରିୟଙ୍କା

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ନୂତନ ପରିଚାଳନା ସମିତି ଗଠନ

ସମ୍ପାଦକ ରୂପେ ଗାଙ୍ଗପୁରରୁ ରୁଦ୍ରନାରାୟଣ ଏବଂ ସହ ସମ୍ପାଦକ ରୂପେ କ୍ଷତ୍ରିୟବରପୁରରୁ ସୌରଭ କାନ୍ତ ମନୋନୀତ ,ବେଲଗୁଣ୍ଠା -:୨୫/୦୭-(ଶିବରାମ ଚୌଧୁରୀ )-, ଘୁମୁସର ମାଟିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ାର ନୂତନ ପରିଚାଳନା ସମିତି ଗଠନ

ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ବେଲଗୁଣ୍ଠା,୨୫/୦୭, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ