Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜବୋଡାସମ୍ବର୍ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଯୁଗ୍ମ ସଚିବ ଜୟଶ୍ରୀ ମଲ୍ଲିକ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ତଥା ବରଗଡ଼ ଜିଲ୍ଲାର ନୋଡାଲ ଅଫିସର ଶ୍ରୀମତୀ ଜୟଶ୍ରୀ ମଲ୍ଲିକ, ବରଗଡ଼ ଜିଲ୍ଲାର ରାଜବୋଡାସମ୍ବର୍ ବ୍ଲକ ଗସ୍ତ କରି ସରକାରଙ୍କ ବିଭିନ୍ନ ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ…
ଗୁଣୁପୁର ଭାଜପା ପକ୍ଷରୁ ଦୀପ ପ୍ରଜ୍ୱଳନ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୧୨ ବର୍ଷର ସୁଶାସନ ଓ ୪୩୯୯ ଦିନର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ସଫଳ ଯାତ୍ରା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେହି ପରିପ୍ରେକ୍ଷୀରେ ଗୁଣୁପୁର…
ସଟ୍ ସର୍କିଟରୁ ଫ୍ରିଜ୍ ବିସ୍ଫୋରଣ,ଘରର ଆସବାବପତ୍ର ପୋଡ଼ି ନଷ୍ଟ
ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ, ଦମକଳ ବାହିନୀ ନିଆଁକୁ ଆୟତ୍ତ କଲା
ଓଡ଼ଗାଁ, ୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ର ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ଭଗବତୀ ପ୍ରସାଦ ଗ୍ରାମରେ ବୁଧବାର ସକାଳେ ସଟ୍ ସର୍କିଟ ଯୋଗୁଁ ଏକ ଫ୍ରିଜ୍ ବିସ୍ଫୋରଣ ଘଟି ଘରର ଥିବା…
ଭାରତକୁ ବିଶ୍ୱରେ ଏକ ନୂତନ ପରିଚୟ ଦେଇଛନ୍ତି ମୋଦିଜୀ: ମନମୋହନ ସାମଲ
ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ୪୩୯୯ ଦିବସ ସେବା ପ୍ରଦାନର ଐତିହାସିକ ମୁହୁର୍ତ ଅବସରରେ
ଗୌରବମୟ ଓ ଐତିହାସିକ ଉପଲବ୍ଧି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି ପ୍ରଧାନମନ୍ତ୍ରୀ ଶ୍ରୀ…
ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬; ଚତୁର୍ଥ ଦିନରେ ଇଲେଭେନ୍ ଏମ୍ପୋରିଅର, ଓଡ଼ଗାଁ ପଲଟନ, ଆଇରନ୍ ଇଗଲ୍ ଓ କେ.…
ଓଡ଼ଗାଁ, ୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ଚତୁର୍ଥ ଦିନରେ ଚାରିଟି ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ତଥା…
୨୦୨୪ ସାଧାରଣ ନିର୍ବାଚନ ବିଧାୟକ ପ୍ରାର୍ଥୀଙ୍କ ସହ ସାଙ୍ଗଠନିକ ବୈଠକ।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ମତ ବିନିମୟ କଲେ ବିଧାୟକ ପ୍ରାର୍ଥୀ ।
ନାରୀ ଅଧିକାର ଅଭିଯାନର ବିପୁଳ ସଫଳତା ପରିବର୍ତ୍ତନର ସୂଚନା ଦେଉଛି ।
ଓଡିଶା ଶାସନରେ ଏଭଳି ଅବ୍ୟବସ୍ଥା ପୂର୍ବର କୌଣସି ସରକାର ସମୟରେ ଦେଖା ନ ଥିଲା ।
ଅନ୍ୟ ରାଜ୍ୟରେ SIR ସମୟରେ ଘଟିଥିବା…
ଶଙ୍ଖ ଭବନରେ ବିଜେଡିର ବ୍ୟାପକ ସାଙ୍ଗଠନିକ ସମୀକ୍ଷା ବୈଠକ
ତୃଣମୂଳ ସ୍ତରରେ ଜନସମ୍ପର୍କକୁ ସୁଦୃଢ଼ କରିବା ଓ ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦେବାକୁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ
ଭୋଟର ତାଲିକା ସଂଶୋଧନ ଓ ଗଣତାନ୍ତ୍ରିକ ଅଂଶଗ୍ରହଣ ଉପରେ ବିଜେଡିର ଗୁରୁତ୍ୱାରୋପ
କୃଷକ କଲ୍ୟାଣ, ମିଶନ ଶକ୍ତି ଓ ନିଯୁକ୍ତି ସମସ୍ୟା ଉପରେ ଆଲୋକପାତ…
ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା
ଏସ୍ଆଇଆର୍ ବାହାନା କଲା ପ୍ରଶାସନ
୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ନିର୍ବାଚିତ ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା କାର୍ଯ୍ୟକାରୀ…
ମୃତ୍ୟୁର ୩ ମାସ ଉର୍ଦ୍ଧ ବିତିଯାଇଥିଲେ ହେଁ ଆସାମୀକୁ ପୋଲିସ ଗିରଫ କରୁ ନଥିବାରୁ ପରିବାରଙ୍କ ପକ୍ଷରୁ ସାମ୍ବାଦିକ…
ବସ୍ତା ୧୦/୬ :ମୃତ୍ୟୁର ତିନି ମାସ ପରେ ବି ମୃତଙ୍କ ପରିବାରଙ୍କୁ ନ୍ୟାୟ ନ ମିଳିବାରୁ ନ୍ୟାୟ ପାଇଁ ପରିବାର ଲୋକେ ସାମ୍ବାଦିକ ସମ୍ମିଳନୀରେ ଖୋଭ ପ୍ରକାଶ କରିଛନ୍ତି।ଘଟଣାରୁ ପ୍ରକାଶ ଏହି କି ଯେ,ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ପଞ୍ଚାୟତ ରେ ଗତ ଫେବୃଆରୀ ୨ ତାରିଖରେ କୁଳିଦା ପଞ୍ଚାୟତର…
ଖଇର କାଠ ସହ ପିକଅପ୍ ଭ୍ୟାନ୍ ଜବତ।
ପଦ୍ମପୁର:- ଖଇର କାଠ ଚୋରାଚାଲାଣ ଅଭିଯୋଗ ରେ ପିକଅପ୍ ଭ୍ୟାନ ଜବତ କରିଛି ପଦ୍ମପୁର ବନ ବିଭାଗ। ଗାଇସିଲାଟ ଅନ୍ତର୍ଗତ କଣ୍ଟାବାହାଲ ଠାରେ କାଠ ଚୋରାଚାଲାଣ ହେଉଥିବା ସୂଚନା ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ନିଜ ଟିମ ସହ ଚଢ଼ାଉ କରି ୧୪.୬୫ କ୍ଵିଣ୍ଟାଲ କାଠ ସହ ଭ୍ୟାନ…