Browsing Category

ଖେଳ

ଦୁଇ ଦିବ୍ୟାଙ୍ଗ ଖେଳାଳୀ ଓଡ଼ିଶାର ଗର୍ବ

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା ,ନୂଆପଡ଼ା ଜିଲ୍ଲାର ବଡେନ ବ୍ଲକ ସଦର ମହକୁମାର ସୌନ୍ଦଯ୍ୟ ପ୍ରଧାନ ଏବଂ ପ୍ରାଚୁର୍ୟ ପ୍ରଧାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚେସ୍ ରେ କୃତିତ୍ୱ ଅର୍ଜନ କରି ଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଇ ଭାଇ ଙ୍କୁ ଅଭିନନ୍ଦନ ଜଣେଇ ଥିଲେ ।ଦୂତି ଚାନ୍ଦ ଏସିଆନ…

ମାଁ ବସ୍ତ୍ରୟାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ହଳଦୀ ଚମ୍ପିୟାନ 

ନୂଆପଡ଼ା/ ପ୍ରିୟବ୍ରତ ପଣ୍ଡା  -ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ୍ ଅନ୍ତର୍ଗତ ଖାସ ବାହାଲ ପଂଚାୟତର ବଙ୍କାପୁର ସ୍ଥିତ  ସ୍ଵର୍ଗତ ବୈରାଗୀ ବେହେରା ଫୁଟବଲ ପଡିଆ ଠାରେ ଅନୁଷ୍ଠିତ ମାଁ ବସ୍ତ୍ରୟାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ଖେଳ ହଳଦୀ ଏବଂ ବୋର୍ଡ଼ା ଦଳ…

କିସ୍‍ ଛାତ୍ରୀ ଓଡ଼ିଶା କ୍ରିକେଟ ଦଳର ଅଧିନାୟିକା

ଭୁବନେଶ୍ୱର : କିସ୍‍ ଛାତ୍ରୀ ଇନ୍ଦ୍ରାଣୀ ଛତ୍ରିଆ ଓଡ଼ିଶା ୧୯ ବର୍ଷରୁ କମ୍‍ ମହିଳା କ୍ରିକେଟ ଦଳର ଅଧିନାୟିକା ଭାବେ ମନୋନୀତ ହୋଇଛନ୍ତି । ସେହିପରି କିସ୍‍ର ଅନ୍ୟଜଣେ ଛାତ୍ରୀ ସୋନାଲି ହେମ୍ବ୍ରମ୍‍ ମଧ୍ୟ ଓଡ଼ିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ପ୍ରଥମ ଥର…

ଆରଏସପି କର୍ମଚାରୀଙ୍କ ସୁକନ୍ୟା ଅଷ୍ଟ୍ରେଲିଆ ‘ଏ’ ବିରୁଦ୍ଧରେ ଏକଦିବସୀୟ ସିରିଜ ଖେଳିବା ନିମନ୍ତେ ଭାରତ ‘ଏ’ ଦଳରେ…

Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ଓର ବେଡିଙ୍ଗ ଓ ବ୍ଲେଣ୍ଡିଂ ପ୍ଳାଣ୍ଟ ବିଭାଗର କର୍ମଚାରୀ, ଶ୍ରୀ ଜିନ୍ଦା ଏକ୍କା ଏବଂ ଶ୍ରୀମତୀ ଅନିତା ଏକ୍କାଙ୍କ ସୁକନ୍ୟା, ରିମା ଲକ୍ଷ୍ମୀ ଏକ୍କା ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ଏ…