ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ତିନି ଦିନରେ ପହଁଚିଲା: ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତି।
କେନ୍ଦୁଝର,ତା୧୩/୮- ରାଜସ୍ୱ ଅମଲାମାନଙ୍କ ସାମୂହିକ ଛୁଟି ଆଜି ତା ୧୩/୦୮/୨୦୨୫ ରିଖ ତୃତୀୟ ଦିବସରେ ପହଞ୍ଚିଲା। କେନ୍ଦୁଝରରେ ଏହି ଆନ୍ଦୋଳନ ଯୋଗୁଁ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ, ଆଇସିଡ଼ିଏସ, ଆଇଟିଡ଼ିଏ,ଆରଟିଓ ଅଫିସ ପ୍ରଭୃତି କାର୍ଯ୍ୟାଳୟ ଗୁଡ଼ିକରେ ସମସ୍ତ ପ୍ରକାର କାର୍ଯ୍ୟ ଏକ ପ୍ରକାର…