ନୀଳାଚଳ ଇସ୍ପାତ ନିଗମ ଲୌହ ଖଣିରେ ବିଶ୍ୱ ପରିବେଶ ଦିବସ ପାଳନ

କୋଇଡା, ୭/୬/୨୦୨୫: ଟାଟା ଷ୍ଟିଲ ଗ୍ରୁପ କମ୍ପାନୀ ନୀଳାଚଳ ନୀଳାଚଳ ଇସ୍ପାତ ନିଗମ ଲୌହ ଖଣିରେ ବିଶ୍ୱ ପରିବେଶ ଦିବସ ଉତ୍ସାହ ଓ ପ୍ରତିବଦ୍ଧତା ସହିତ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ଥିଲା “ମିଳିତ ଉଦ୍ୟମରେ ପ୍ଲାଷ୍ଟିକ ପ୍ରଦୂଷଣକୁ ହରାଇବା"। ଏହି ଦିନଟି କଂପାନୀ କାର୍ଯ୍ୟ…

ଭୁବନେଶ୍ୱରରେ ଆୟୋଜିତ ହେବ “ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ” ଶୀର୍ଷକ ଜାତୀୟ ସେମିନାର

ମିଳିତ ଭାବେ ଓଡିଶା ସରକାରଙ୍କ ପୂର୍ତ ବିଭାଗ ଓ ଇଣ୍ଡିଆନ ବିଲ୍ଡିଙ୍ଗ କଂଗ୍ରେସ ଦ୍ୱାରା ଆୟୋଜିତ ହେବ ଭୁବନେଶ୍ୱର : ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ଜୁନ ୮ ତାରିଖରେ ‘ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ’ ଶୀର୍ଷ ଏକ ମର୍ଯ୍ୟାଦାଜନକ ଜାତୀୟ ସେମିନାରର…

ତାଇୱାନ୍‍ ଚାଓୟାଙ୍ଗ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ୬୮ତମ ସମ୍ମାନସୂଚକ ଡକ୍ଟରେଟ୍‍

ଭୁବନେଶ୍ୱର, ୭ ।୬: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତାଇୱାନ୍‍ର ଚାଓୟାଙ୍ଗ ୟୁନିଭରସିଟି ଅଫ୍‍ ଟେକ୍ନୋଲୋଜି (ସିୱାଇୟୁଟି)ରୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି। ଶନିବାର ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ…

ସାଂସଦ ସମ୍ବିତଙ୍କୁ ବିରୋଧ, କୁଶ ପୁତ୍ତଳିକା ଦାହ

ପୁରୀ (ଅନିମେଶ ପଟ୍ଟନାୟକ): ସଂସଦରେ ରାହୁଲ ଗାନ୍ଧୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ଯ ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ପ୍ରଦର୍ଶନ କରାଯାଇଛି । ଶୁକ୍ରବାର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାଂସଦ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା…

ପୁରୀ କୋର୍ଟ ସ୍ଥାନାନ୍ତର କୁ ଓକିଲ ସଂଘର ବିରୋଧ

ପୁରୀ ବ୍ଯୁରୋ (ଅନିମେଶ ପଟ୍ଟନାୟକ : ୧୬୨ ବର୍ଷ ତଳର ପୁରୀ ଅଦାଲତ । ପୁରୀ ସହରର ଏକ ପ୍ରମୁଖ ସ୍ଥଳରେ ଥାଇ ଗୋଟିଏ ସ୍ଥାନରେ କଚେରି ଓ ଅଦାଲତର କାର୍ଯ୍ଯ ଲୋକେ ସହଜରେ ପାଉଛନ୍ତି । କଲେକ୍ଟର ଅଫିସ ଠାରୁ ଅଦାଲତକୁ ଅଲଗା କରିବା ଓ କୋର୍ଟକୁ ଅନ୍ୟ ଯାଗାକୁ ନେବା ପାଇଁ ପ୍ରସ୍ତାବକୁ ସରକାର ଆଇନ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାନ ଚିହ୍ନଟ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପରିଦର୍ଶନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୬/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ସଦର ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ଆଜି ସ୍ଥାନ ଚିହ୍ନଟ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ…

ପ୍ରୋକଲିନ୍‌, ବ୍ରେକର ଓ ଟ୍ରାକ୍ଟର ଜବତ ; ୩ ଗିରଫ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଟାଉନଥାନା ଅନ୍ତର୍ଗତ ହାଟଦ୍ୱାର ଝରଣା ଜଙ୍ଗଲରେ ଦୀର୍ଘଦିନ ଧରି ବେଆଇନ ଭାବେ ପଥର ଖଣି ଚାଲିଥିଲା । ଏହି ପଥର ଖଣିକୁ ଭାଟସାହି ଗ୍ରାମର ଜିତେନ୍ଦ୍ର କୁମାର ମିଶ୍ର ଚଲାଉଥିଲେ । ଗତକାଲି ନୟାଗଡ଼ ଏସ୍‌ଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଡିଏସ୍‌ପି…

ବିକସିତ କୃଷି ସଙ୍କଳ୍ପ ଅଭିଯାନ, କୃଷି ବୈଜ୍ଞାନିକଙ୍କ ସିଧାସଳଖ ଆଲୋଚନା କରି କୃଷି ସମସ୍ୟାର ସାମାଧାନ ପାଇଲେ କୃଷକ

ଓଡ଼ଗାଁ,୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଗତ ମେ ମାସ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ବିକଶିତ କୃଷି ସଂଙ୍କଳ୍ପ ଅଭିଯାନରେ ଶୁକ୍ରବାର ଓଡ଼ଗାଁ ବ୍ଳକର ଶିଖରପୁର ଏବଂ ବଡଗୋରଡା ଗ୍ରାମ ପଞ୍ଚାୟତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ…

ଭୁବନେଶ୍ୱରରେ ଓବେନ୍ ଇଲେକ୍ଟ୍ରିକ୍ବାଇକ୍ ର ନୂତନ ଶୋ’ରୁମ୍

~ଭୁବନେଶ୍ୱରସ୍ଥିତ ଶୋ’ରୁମରେ ପ୍ରଥମ ମାସମଧ୍ୟରେ ଓବେନ୍ ରୋର ଇଜେଡ୍ କ୍ରୟ କରୁଥିବା ଗ୍ରାହକମାନେ ଏକ ସ୍ୱତନ୍ତ୍ର ଲଞ୍ଚ ଅଫରର ଅଂଶ ସ୍ୱରୂପଏକ ମାଗଣା ସ୍ଵର୍ଣ ମୁଦ୍ରା ପାଇବେ~ ଭୁବନେଶ୍ୱର, ୫ ଜୁନ୍ ୨୦୨୫:- ଗବେଷଣା ଏବଂ ବିକାଶ-ଚାଳିତ ଘରୋଇ ଇଲେକ୍ଟ୍ରିକ୍ ବାଇକ୍ ନିର୍ମାତା ଓବେନ୍…

ପୁରୀ ସାଂସଦ ଜଣେ ବାଚାଳ : ଯୁବ କଂଗ୍ରେସ ସଭାପତି

ସମ୍ବିତ ପାତ୍ର ନିଜର ପଦମର୍ଯ୍ୟାଦା ରକ୍ଷାକରନ୍ତୁ- ଯୁବ କଂଗ୍ରେସ ଭୁବନେଶ୍ବର ତା. ୬.୬- ପୁରୀ ସାଂସଦ ଜଣେ ବାଚାଳ । ତାଙ୍କ ନିୟନ୍ତ୍ରଣରେ ତାଙ୍କ ଜିଭ କେତେବେଳେ ନଥାଏ। ନିଜକୁ ଚର୍ଚ୍ଚା ଭିତରକୁ ଆଣିବାପାଇଁ ସେ ଅନେକ ଥର ଅନେକ ଅରୁଚିକର ମନ୍ତବ୍ୟ ଦେଇ ସାଧାରଣରେ ନିନ୍ଦିତ ହୋଇଛନ୍ତି ବୋଲି…