କେନ୍ଦ୍ରାପଡ଼ାର ବୁଢୀ ବିଲାସୁଣି ମନ୍ଦିରରେ ନଗର ମଣ୍ଡଳର ବୈଠକ ଅନୁଷ୍ଠିତ ।
କେନ୍ଦ୍ରାପଡ଼ା: (ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ବୁଢୀ ବିଲାସୁଣି ମନ୍ଦିର ପ୍ରାଙ୍ଗଣରେ ନଗର ମଣ୍ଡଳର ପ୍ରସ୍ତୁତି ବୈଠକ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୧୨୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ କେନ୍ଦ୍ର କରି ବିଜେପି ଦ୍ୱାରା ଆୟୋଜନ କରାଯାଇଥିଲା ।ବୈଠକରେ…