ବିଶିଷ୍ଟ ସାହିତ୍ୟିକ ଭଗବାନ ଦାଶଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
ପୁରୀ, ୨୫/୧୦: ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, କବି, ପ୍ରାବନ୍ଧିକ, ସ୍ତମ୍ଭକାର, ନାଟ୍ୟକାର ତଥା ଆଇନଜୀବୀ ସ୍ୱର୍ଗତ ଭଗବାନ ଦାଶଙ୍କ ଦଶାହ ଅବସରରେ ଶନିବାର ସନ୍ଧ୍ୟାରେ ପୁରୀସ୍ଥିତ ଗୁଣ୍ଡିଚା ଭକ୍ତ ନିବାସଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱାଭିମାନ ମଞ୍ଚର ସଭାପତି!-->!-->!-->…