ବାତ୍ୟା ‘ଅର୍ଣ୍ଣବ’ ପରେ ଦକ୍ଷିଣ ଓଡ଼ିଶାର ୧୭.୨୩ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ବିଦ୍ୟୁତ ସେବା ସ୍ୱାଭାବିକ କଲା…

୮ଟି ଜିଲ୍ଲାରେ ୯୬.୩୨% ବିଦ୍ୟୁତ ସେବା ସ୍ୱାଭାବିକ ସମସ୍ତ ୧୩୦ଟି ପ୍ରଭାବିତ ପ୍ରାଥମିକ ସବ୍‌ଷ୍ଟେସନ୍‌ ପୁନଃ କାର୍ଯ୍ୟକ୍ଷମ ମାଲକାନଗିରି, ବୌଦ୍ଧ ଓ ରାୟଗଡ଼ାରେ ଶତ ପ୍ରତିଶତ ବିଦ୍ୟୁତ ସେବା ପୁନରୁଦ୍ଧାର ବନ୍ୟା ଓ ଜଳବନ୍ଦୀ ସତ୍ତ୍ୱେ ଗଞ୍ଜାମରେ ୯୩%ରେ ବିଜୁଳି ସେବା…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ , କର୍ମଚାରୀ ଓ ମିଶନ ଶକ୍ତିର ମହିଳାମାନେ ଯୋଗ ଦେଇଥିଲେ।…

ବିପର୍ଯ୍ୟୟରେ ଲୋକଙ୍କ ପାଖରେ ପ୍ରଶାସନ: ୧୫ କି.ମି. ପାହାଡ଼ିଆ ରାସ୍ତା ଅତିକ୍ରମ କରି ବିଚ୍ଛିନ୍ନ ଗ୍ରାମରେ ପହଞ୍ଚିଲା…

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ନିକଟରେ ତ୍ୱରିତ ସହାୟତା ପହଞ୍ଚାଇବା ସହ ଜନଜୀବନକୁ ସୁରକ୍ଷିତ ରଖିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ରହିଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ରାଇକିଆ…

ଶିଶୁ ଶ୍ରମିକ ନିରାକରଣ ଅଭିଯାନ: ଓଡ଼ଗାଁ ଏନ୍‌ଏସି ଓ ବ୍ଳକ ଅଞ୍ଚଳରେ ସଚେତନତା ରଥ ପରିକ୍ରମା, ପଥପ୍ରାନ୍ତ ପାଲ୍ଲା…

ଶିଶୁଙ୍କୁ ଶ୍ରମ ନୁହେଁ, ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ, ଓଡ଼ଗାଁ, ୩୧।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳ ତଥା ଏନ୍ଏସିରେ ଶିଶୁ ଶ୍ରମିକ ଭଳି କୁସ୍ଚିତ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଶିଶୁମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା…

ବାହାଡ଼ାଝୋଲାରୁ ମୁଖବାସ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଚାଳକ ଅଟକ

ଓଡ଼ଗାଁ, ୩୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ମାଣିକପାଟଣା ରାସ୍ତାରୁ ଏକ ମୁଖବାସ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ପୋଲିସ ଜବତ କରିଛି। ଏହି ଘଟଣାରେ ଗାଡ଼ି ଚାଳକ ଅବିନାଶ ମହାଙ୍କୁଡ (୩୫)ଙ୍କୁ ମଧ୍ୟ ଥାନାକୁ ଆଣିଥିଲେ। ସୂଚନା…

ଗାୟତ୍ରୀ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଓଡ଼ଗାଁ, ୩୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ପଞ୍ଚାୟତ ମଶାବାରୀସ୍ଥିତ ଗାୟତ୍ରୀ ବିଦ୍ୟାମନ୍ଦିରରେ ଶନିବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡ଼ଗାଁ ତହସିଲଦାର ଡ.…

ଅସହାୟ ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାତ୍ୟା "ଅର୍ଣବ" ଫଳରେ ଗଜପତି ଜିଲ୍ଲା , ରାୟଗଡ ବ୍ଲକ ଅନ୍ତର୍ଗତ ଗୋଠେଇ ଗ୍ରାମର ଏକ ଭଗ୍ନ ଘରେ ଅସହାୟ ଅବସ୍ଥାରେ ତିନି ଜଣ ଶିଶୁ ରହୁଥିବାର ଖବର ରାୟଗଡ ବ୍ଲକ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଜିଲ୍ଲା…

ରାଷ୍ଟ୍ରୀୟ ଏକତା ଦିବସରେ ସଦର ଥାନା ପୁଲିସର ଏକତା ଦୌଡ଼

ଖୋର୍ଦ୍ଧା ରୁ (ସେକ ଜାଫର ):: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଖୋର୍ଦ୍ଧା ସଦର ଥାନା ପୁଲିସ ପକ୍ଷରୁ ଏକତା ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏସ୍ପି ପରମାର ସ୍ମିଥ ପି. ଦାସ ଙ୍କ ନିର୍ଦେଶ କ୍ରମେସଦର ଥାନା ଅଧିକାରୀ…

ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ମାରାଥନ୍ ଦୌଡ଼ ଅନୁଷ୍ଠିତ

- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଆଜି ଗଜପତି ଜିଲ୍ଲାର ପୋଲିସ ପକ୍ଷରୁ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ମାରାଥନ୍ ଦୌଡ଼ ଆୟୋଜିତ ହୋଇଯାଇଛି। ଗଜପତି ଷ୍ଟାଡିୟମ୍‌ ଠାରୁ ମହାରାଜା ପ୍ୟାଲେସ୍ ପର୍ଯ୍ୟନ୍ତ ଏହି ଦୌଡ଼ ଅନୁଷ୍ଠିତ…

ଗଜପତିର ବନ୍ୟା ବିପନ୍ନଙ୍କ ଦୁଃଖ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଆଲୋଚନା

୭୦ ପ୍ରତିଶତ ଫସଲ ନଷ୍ଟ , ପିଇବା ପାଣି ଓ ଖାଦ୍ୟ ପାଇଁ ଡହଳବିକଳ ଲୋକେ – ଏକ ମାସର ରାସନ ଯୋଗାଇବାକୁ ଦାବି, ଚଳିତ ସପ୍ତାହରେ ପୁଣି ଗଜପତି ଗସ୍ତ କରିବେ ମନ୍ତ୍ରୀ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକୃତିର ତାଣ୍ଡବରେ ଛାରଖାର ହୋଇପଡ଼ିଛି ଗଜପତି ଜିଲ୍ଲାର ଜନଜୀବନ।…