ଡକାୟତି ଯୋଜନା କୁ ପଣ୍ଡ କଲା ବସ୍ତା ପୋଲିସ: ମରଣାସ୍ତ୍ର ସହ ତିନିଜଣ ଗିରଫ, ତିନି ଜଣ ଖସି ପଳାଇବାରେ ସଫଳ ।

-ବସ୍ତା 2/11: ବାଲେଶ୍ୱର ଜିଲ୍ଲା ବସ୍ତା ଏସଡିପିଓ ଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ସାମ୍ବା ଦିକ ସମ୍ମିଳନୀ ଅନୁଷ୍ଠିତ। ସୂଚନା ଥାଉ କି ଯେ, ବସ୍ତା ତଥା ଆଖ ପାଖ ଅଞ୍ଚଳ ସହିତ ରାଜପଥ ଉପରେ ବେଶ କିଛିଦିନ ଧରି ଚୋରି,ଡକାୟତି ଓ ରାହାଜାନି ବଢ଼ି ବଢ଼ି ଚାଲିଥିବା…

‘ମୁରାସୁ’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ମାଲକାନଗିରି (02/11/26): ସୁରେନ୍ଦ୍ର କୁମାର ବେମାଲ : ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ମୁକାବିଲା ପାଇଁ ଓଡ଼ିଶା ସରକାର ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ବାତ୍ୟା ସମୟରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ସହ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା କରିବା…

ଭଞ୍ଜନଗର : ଆସନ୍ନ ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ସମୀକ୍ଷା ବୈଠକ

ଜଳଯୋଗାଣ, ରାସ୍ତା ସଂଯୋଗ ଓ ବିଦ୍ୟୁତ୍ ସେବାର ତ୍ୱରିତ ପୁନରୁଦ୍ଧାର ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଜନସାଧାରଣଙ୍କ ପ୍ରତି ଧୈର୍ଯ୍ୟ, ସହାନୁଭୂତି ଓ ସହଯୋଗପୂର୍ଣ୍ଣ ଆଚରଣ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: : ଆସନ୍ନ ବାତ୍ୟାର…

ଝାରପୋଖରିଆ ଥାନାରେ ପାଳିତ ହେଲା ରାଷ୍ଟ୍ରୀୟ ଏକତା ଦିବସ

ମୟୁରଭଞ୍ଜ ରୁ ଦିପୁ ମହାପାତ୍ର : ଜାତୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ମହାନ ବାର୍ତ୍ତା ନେଇ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପରିସରରେ ଶନିବାର ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଆମ ପୋଲିସ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ କେବଳ ଏକ…

ଚଣ୍ଡୀ କ୍ଲବ ପକ୍ଷରୁ କାଳୀ ପୂଜା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଯାଜପୁର/ବ୍ୟାସନଗର (ବିଶ୍ବରଞ୍ଜନ ପଟ୍ଟନାୟକ): ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ପ୍ରତିଷ୍ଠିତ 'ଚଣ୍ଡୀ କ୍ଲବ' ପକ୍ଷରୁ ଆସନ୍ତା କାଳୀ ପୂଜା ଏବଂ ମେଲଣ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକ ରେ ଚଣ୍ଡୀ କ୍ଳବ…

ଆସନ୍ତା ଆରଏସପି ୟୁନିୟନ ନିର୍ବାଚନ ଏକାକୀ ଲଢ଼ିବ ଗାଙ୍ଗପୁର ମଜଦୁର ମଞ୍ଚ

କୌଣସି ସଂଗଠନ ସହ ମେଣ୍ଟ ନକରିବାକୁ ନିଷ୍ପତ୍ତି: ସାଧାରଣ ସମ୍ପାଦକ ଗୋପାଳ ଦାସ ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ):ଆଗାମୀ ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଘ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ ଏକାକୀ ନିର୍ବାଚନ ଲଢ଼ିବ।…

ରାଷ୍ଟ୍ରୀୟ ଏକତା ଦିବସରେ ରାଉରକେଲା ରିଜର୍ଭ ପୋଲିସ ପଡ଼ିଆରେ ଆକର୍ଷଣୀୟ ପ୍ୟାରେଡ୍

ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ଅଭିବାଦନ ଗ୍ରହଣ, ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ଆହ୍ୱାନ ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ):ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ…

ଜଗନ୍ନାଥ ସଡ଼କର ସ୍ଥିତି ଓ ମହତ୍ତ୍ବ ବିଷୟରେ ବ୍ୟାଖ୍ୟାନ ରଖିଲେ ଐତିହ୍ୟବିତ୍ ଅନୀଲ ଧୀର

ଭୁବନେଶ୍ବର: ନବଗୁଞ୍ଜର ସଂସ୍କୃତି ମଞ୍ଚ ଆନୁକୁଲ୍ୟରେ ଅକ୍ଟୋବର ୩୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସଭାଗୃହରେ ଏକ ବିଶେଷ ବ୍ୟାଖ୍ୟାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ "ପବିତ୍ର ଜଗନ୍ନାଥ ସଡ଼କର ସ୍ଥିତି ଓ ମହତ୍ତ୍ବ" ବିଷୟରେ ଏକ ତଥ୍ୟପୂର୍ଣ୍ଣ ଓ…

ହରିୟାଣାରେ ‘ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଅ’ ପଦଯାତ୍ରା

ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ‘ଭୋଟ୍ ଚୋରି’ର ମିଥ୍ୟା ନାଟକ କରୁଛି କଂଗ୍ରେସ- ଧର୍ମେନ୍ଦ୍ର ପ୍ରଧାନ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଦେଶବାସୀ ଦେଖାଇଛନ୍ତି ଅତୁଟ ବିଶ୍ୱାସ; ଲଗାତାର ପରାଜୟ ଯୋଗୁଁ ହତାଶ ହୋଇପଡ଼ିଥିବା କଂଗ୍ରେସ ରଚୁଛି…

ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୃଷି, ପଶୁଧନ, ଘରଭଙ୍ଗା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମତ୍ସ୍ୟଜୀବୀ, ହସ୍ତତନ୍ତ ଓ MSME- ସମସ୍ତ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା ଜଳସେଚିତ ଜମିକୁ ହେକ୍ଟର ପିଛା ୧୭ ହଜାର, ଅଣଜଳସେଚିତ ଜମିକୁ ୮,୫୦୦, ବାରମାସୀ ଫସଲ ପାଇଁ ୨୨,୫୦୦ ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରଙ୍କୁ ୫୦…