ଅପରେସନ ସାଇବର କବଚ ଉପରେ ଏସ ପି ଙ୍କ ସାମ୍ବାଦିକ ସମ୍ମିଳନୀ ।
ଅଧିକ ତଥ୍ୟ ନିମନ୍ତେ ରିମାଣ୍ଡ ରେ ଆଣିଛି ପୋଲିସ ।
ମାଲକାନଗିରି ତା ୦୮/୦୩/୨୬, ସୁରେନ୍ଦ୍ର କୁମାର ବେମାଳ: ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ‘ଅପରେସନ୍ ସାଇବର କବଚ’ ଅଭିଯାନ ମାଧ୍ୟମରେ ମାଲକାନଗିରି ପୋଲିସ ଏକ ବଡ଼ ଧରଣର ଆନ୍ତଃରାଜ୍ୟ ଅନଲାଇନ୍ ସାଇବର କ୍ରାଇମ ଏବଂ…