“ବିଜୟିନୀ” ପକ୍ଷରୁ ଜିଲ୍ଲାସ୍ତରୀୟ ଷ୍ଟେକ୍-ହୋଲ୍ଡ଼ର ମାନଙ୍କ ବୈଠକ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ନିର୍ଯ୍ୟାତିତ, ନୀରାଶ୍ରୟ ଓ ଅସହାୟ ମହିଳା ମାନଙ୍କୁ ସାହାଯ୍ୟ କରି ନ୍ୟାୟ ପ୍ରଦାନ କରିବା ସହ ସେମାନଙ୍କୁ ସମାଜରେ ଶାନ୍ତି ଓ ସମ୍ମାନର ସହ ବଞ୍ଚିବାକୁ ଦେବା ଦିଗରେ କାର୍ଯ୍ୟରତ ମହିଳା ସହାୟତା କେନ୍ଦ୍ର "ବିଜୟନୀ" ପକ୍ଷରୁ ନାଓ ଏବଂ ମହିଳା…