ଘାଏ ଦେଖତ କଲାପଟା ସାହିତ୍ୟ ବାର୍ଷିକ ଉତ୍ସବ  

0

ପଦ୍ମପୁର/ଗାଇସିଲେଟ (ଶାସକ ପ୍ରଶାସକ)-  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ  ଗାଇସିଲେଟ ସହିଦ ଛକ ଠାରେ ଘାଏ ଦେଖତ କଳାପଟା    ସାହିତ୍ୟର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆଦିତ୍ୟ  ପଣ୍ଡା, ସମ୍ପାଦକ ବୈରାଗି ସାହୁ, ମୁଖ୍ୟ ଅତିଥି ଅମ୍ବିକା ପ୍ରସାଦ ତ୍ରିବେଦି  ମୁଖ୍ୟ ବକ୍ତା ଡାଃ   ଜୟକେତନ ତ୍ରିପାଠୀ ସମ୍ମାନିତ ଅତିଥି ଅମୃତ ଲାଲ ସାହୁ ତଥା ନିରଞ୍ଜନ ପଣ୍ଡା ଦେବେନ୍ଦ୍ର ନାୟକ ମଞ୍ଚାସିନ ଥିଲେ। ଉକ୍ତ ସମାରୋହରେ ବରଗଡ଼, ବଲାଙ୍ଗୀର, ବଉଦ , ସୋନପୁର, ଝାରସୁଗୁଡା ଜିଲ୍ଲାର ଶତାଧିକ କବି ,କବୟତ୍ରି , କଳାକାର ଯୋଗଦେଇ ଥିଲେ। ଉକ୍ତ ସଭା ରେ କବୟତ୍ରି ଅହଲ୍ୟା ପ୍ରଧାନଙ୍କୁ ଘାଏ ଦେଖତ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା।

 

Leave A Reply

Your email address will not be published.