ଭାରତ ଆର୍‌ଇ ସମ୍ମିଳନୀରେ ସବୁଜ ଶକ୍ତି ସହଯୋଗ ନେଇ ଆଇଆଇଟି ଭୁବନେଶ୍ୱରର ଏମ୍‌ଓୟୁ ସ୍ୱାକ୍ଷର

ଭୁବନେଶ୍ୱର, ୯ ନଭେମ୍ବର ୨୦୨୬: ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ, ଅକ୍ଷୟ ଶକ୍ତିର ସମନ୍ୱୟ, ବିଦ୍ୟୁତ୍ ଗ୍ରିଡ୍‌ର ଆଧୁନିକୀକରଣ ଏବଂ ଶକ୍ତି ବ୍ୟବସ୍ଥାରେ ଉଦୀୟମାନ ନୂତନ ପ୍ରଯୁକ୍ତିର ବିକାଶକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଓ ମଧ୍ୟପ୍ରଦେଶ ସରକାରଙ୍କ ମଧ୍ୟରେ ଶିକ୍ଷା, ବୈଷୟିକ ଜ୍ଞାନ,…

ଉତ୍କଳ ବାଳାଶ୍ରମର ଶିଶୁ ମାନଙ୍କ ସହ ଦିପାବଳୀ ପାଳିଲେ ଗଜପତି ଜିଲ୍ଲାପାଳ

ଗଜପତି: ପବିତ୍ର ଦିପାବଳୀ ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ୍ ଉତ୍କଳ ବାଳାଶ୍ରମକୁ ପରିଦର୍ଶନରେ ଯାଇ ସେଠାରେ ଥିବା ସମସ୍ତ ଶିଶୁ ମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସେମାନେ କିପରି ଆଗକୁ ବାଢିପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ।ପରେ ଜିଲ୍ଲାପାଳ…

ଜଗଦମ୍ବା ଜୟନ୍ତୀ ଓ କାର୍ତ୍ତିକ ଆକାଶଦୀପ ପ୍ରଜ୍ଜ୍ୱଳନ ସହିତ ବହୁମୁଖୀ ସଂସ୍କାର କାର୍ଯ୍ୟକ୍ରମ

ରାଜଗୁରୁ ବିଦ୍ୟାଳୟ ଛାତ୍ରାବାସରେ ମନ ନିୟନ୍ତ୍ରଣ ଶିକ୍ଷା ଏବଂ ପରିଚ୍ଛା ମଠରେ ପିତୃପୁରୁଷଙ୍କୁ ‘ବଡ଼ବଡୁଆ’ ଡାକ ‎ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସହରର ଅଗ୍ରଣୀ ଆଧ୍ୟାତ୍ମିକ ଓ ସାମାଜିକ ଅନୁଷ୍ଠାନ ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ରବିବାର ପବିତ୍ର ଦିବସବ୍ୟାପୀ ଭକ୍ତି ଓ…

ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କୁରାଳ ଗ୍ରାମରେ ସାମୂହିକ ଦୀପଦାନ,

ଓଡ଼ଗାଁ, ୮।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର ଦୀପାବଳି ଅବସରରେ ଦିବଂଗତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ଦୀପଦାନ କରିବା ଓଡ଼ିଆ ସଂସ୍କୃତି ତଥା ପରମ୍ପରାର ଏକ ଅନନ୍ୟ ପରିଚୟ। ଏହି ପରମ୍ପରାକୁ ଅଧିକ ଭାବପୂର୍ଣ୍ଣ ଓ ସାମୂହିକ ରୂପ ଦେଇ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌…

୪୫ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଯାନବାହନ

ଭୂସ୍ଖଳନ ସ୍ଥାନରେ ଭାଙ୍ଗିଥିବା ଗାର୍ଡ ୱାଲ୍ ମରାମତି ସମ୍ପୂର୍ଣ ହୋଇନି ଯାତାୟାତ ସ୍ୱାଭାବିକ ହେବାପରେ ଲୋକଙ୍କୁ ଆଶ୍ୱସ୍ତି,ତଥାପି ସୁରକ୍ଷା ନେଇ ଆଶଙ୍କା । ଜି.ଉଦୟଗିରି, ୦୭/୧୧(ଅବନୀ କୁମାର ପ୍ରଧାନ )କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ବାସୀଙ୍କ ପାଇଁ ଜୀବନରେଖା ଭାବେ ପରିଚିତ…

ଗିଡ଼ିପା ବାଲି: ଭୂସ୍ଖଳନ ସ୍ଥଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବନ୍ଦ କରିବା ପାଇଁ ଅନୁରୋଧ ପତ୍ର

ଜି.ଉଦୟଗିରି,୭/୧୧(ଅବନୀ କୁମାର ପ୍ରଧାନ )କନ୍ଧମାଳ ଗଞ୍ଜାମ ଜିଲ୍ଲା ସୀମାନ୍ତ ବାଇବାଲି ପଞ୍ଚାୟତ ଗିଡ଼ିପା ବାଲି ଗ୍ରାମରେ ଗତ ବାତ୍ୟା ଅର୍ଣ୍ଣବ ର ଲଗାଣ ବର୍ଷା ରେ ଗତ ମାସ ୨୮ ତାରିଖ ବୁଧବାର ରାତି ୩ ଟା ବେଳେ ଭୟାଭହ ଭୂସ୍ଖଳନ ଘଟିଥିଲା | ଭୂସ୍ଖଳନରେ ସମ୍ପୂର୍ଣ ଗାଁ ର ମାନଚିତ୍ର ବଦଳି…

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଓ ଛାୟା ସଂସଦ ପ୍ରତିଯୋଗିତା ଅନୁଷ୍ଠିତ

୩୨ଟି ବିଭାଗରେ ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ନବରଙ୍ଗପୁର, 08/11/2026,ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ତଥା କଳା, ସଂସ୍କୃତି ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ସହରସ୍ଥିତ…

ଟାଟା ଷ୍ଟିଲ୍‌ର ଦ୍ୱିତୀୟ ତ୍ରୈମାସିକରେ ଟିକସ ପରବର୍ତୀ ଲାଭ ୫,୦୫୫ କୋଟି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଟାଟା ଷ୍ଟିଲ୍‌ର ଭାରତୀୟ ବ୍ୟବସାୟର ଟିକସ ପରବର୍ତୀ ଲାଭ (ପିଏଟି) ୨୦ ପ୍ରତିଶତ ବୃଦ୍ଧି ପାଇ ୫,୦୫୫ କୋଟି ଟଙ୍କା ହୋଇଛି। ଗତବର୍ଷ ସମାନ ତ୍ରୈମାସିକରେ କମ୍ପାନିର ଲାଭ ତୁଳନାରେ ଏହି ବୃଦ୍ଧି ହୋଇଛି। ଏହି ସମୟରେ ଭାରତୀୟ…

ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର…

ଜଗତସିଂହପୁର, ତା ୦୭.୧୧.୨୬ ରିଖ : ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଜଗତସିଂହପୁର ଜିଲ୍ଲାରେ ସରକାରୀ କାର୍ଯ୍ୟରେ ଓଡିଆ ଭାଷା ବ୍ୟବହାରର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ତା ୦୬.୧୧.୨୬ ରିଖ ଓ ତା ୦୭.୧୧.୨୬ ରିଖ ରେ ଜିଲ୍ଲା ସଦର ମହକୁମା ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ…

ସକ୍ଷମ ପ୍ରୋସ୍ଥେଟିକ୍ ଆଣ୍ଡ ଅର୍ଥୋଟିକ୍ସ ସେଣ୍ଟର ଉଦ୍‌ଘାଟିତ।

ବାଲେଶ୍ଵର ସହରର ନୂଆସାହି ଠାରେ ଦିବ୍ୟାଙ୍ଗ ଓ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ଉନ୍ନତମାନର କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ଯୋଗାଇଦେବା ଉଦ୍ଦେଶ୍ୟରେ ‘ସାକ୍ଷ୍ୟମ୍ ପ୍ରୋସ୍ଥେଟିକ୍ ଆଣ୍ଡ ଅର୍ଥୋଟିକ୍ସ ସେଣ୍ଟର’ ଉଦ୍ଘାଟିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ…